Daily Archives

March 7, 2020

ସିଏଏ ବିରୋଧୀଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ପ୍ରଶ୍ନ : ଏପରି ଦେଶର ନାମ କୁହ, ଯେଉଁଠି ସମସ୍ତଙ୍କୁ ସ୍ୱାଗତ…

କନକ ବ୍ୟୁରୋ : ଭାରତ ସରକାରଙ୍କ ନୂଆ ନାଗରିକତା ଆଇନକୁ ବିରୋଧ କରୁଥିବା ଲୋକମାନଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ସେ କହିଛନ୍ତି ଯେ ଏହି ଆଇନ ମାଧ୍ୟମରେ ଭାରତ ସରକାର କିଛି ଦେଶହୀନ ଲୋକଙ୍କୁ ନାଗରିକତା ପ୍ରଦାନ କରିଛନ୍ତି । ନିଜ ଦେଶ ପାଇଁ…

ଖୋଲା ଆକାଶ ତଳେ ପଡିରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । ମିଳୁନି ଟୋକନ୍, ଅଦିନିଆ ବର୍ଷା ବଢାଉଛି ସଙ୍କଟ, ଚିନ୍ତାରେ…

କନକ ବ୍ୟୁରୋ : ଖୋଲା ଆକାଶ ତଳେ ଚାଷୀଙ୍କ ୨ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡିରହିଛି । ଗୋଟିଏ ପଟେ ଟୋକନ ମିଳିନଥିବା ବେଳେ ଅନ୍ୟପଟେ ଅଦିନିଆ ବର୍ଷା, ଚାଷୀଙ୍କୁ ସଂକଟ ପରିସ୍ଥିତିରେ ପକାଇ ଦେଇଛି । ବର୍ଷାରେ ଧାନ ଭିଜି ଯାଇଥିବାରୁ ଗୁଣାବତା ହରାଇବା ଆଶଙ୍କା କରୁଛନ୍ତି ଚାଷୀ । କଳାହାଣ୍ଡି…

ବନ୍ଧା ପଡ଼ିଛି ଆଦିବାସୀ ଛାତ୍ରୀଙ୍କ ଭବିଷ୍ୟତ । ୩ ବର୍ଷ ହେଲା ସାର୍ଟିଫିକେଟ୍ ଦେଉନାହିଁ ନର୍ସିଂ ସ୍କୁଲ୍, ହାଇକୋର୍ଟଙ୍କ…

କନକ ବ୍ୟୁରୋ : ବନ୍ଧା ପଡିଛି ଆଦିବାସୀ ଅଂଚଳର ଛାତ୍ରୀଙ୍କ ସାର୍ଟିଫିକେଟ । ଏପରି ଅଭାବନୀୟ ଖବର ଆସିଛି ମାଲକାନାଗିରି ଜିଲ୍ଲାରୁ । ଜିଲ୍ଲାର ଏକ ଘରୋଇ ଏ.ନ୍.ଏମ୍ ତାଲିମ କେନ୍ଦ୍ର କର୍ତ୍ତୃପକ୍ଷ ୩ ବର୍ଷ ଧରି ପିଲାଙ୍କ ସାର୍ଟିଫିକେଟ ରଖି ସେମାନଙ୍କ ଠାରୁ ବେଆଇନ୍ ଭାବେ ଟଙ୍କା ଆଦାୟ କରୁଥିବା…

ନବୀନଙ୍କ ରାଜ୍ୟସଭା ଫର୍ମୁଲା, କେଉଁ ମାପ କାଠିରେ କିଏ ହେଲା ପାସ୍? ପ୍ରାର୍ଥୀତ୍ୱ ପଛର ସବୁଠାରୁ ବଡ କାରଣ…

କନକ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ସୁବାଷ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟସଭା ପାଇଁ ଖାଲିପଡିଥିବା ୪ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା…

ହୋଲି ପୂର୍ବରୁ ଆଶାୟୀ ନିରାଶ : ପାଟ୍ଟଶାଣୀଙ୍କୁ ମିଳିଲାନି, ରମଶେ ଚାଉ ପଟ୍ଟନାୟକଙ୍କୁ ଓଡ଼ିଶା ନିର୍ମାଣ ବୋର୍ଡ଼ର…

କନକ ବ୍ୟୁରୋ : ହୋଲି ପୂର୍ବରୁ ଆଶାୟୀ ନିରାଶ ।  ପ୍ରାର୍ଥୀ ଘୋଷଣା ପରେ ରାଜ୍ୟସଭା ଯିବାକୁ ଗୋଡ଼ ଟେକି ବସିଥିବା ଦୁଇ ଟାଣୁଆ ନେତା ନିରାଶ । ରମେଶ ଚାଉ ପଟ୍ଟନାୟକଙ୍କୁ କ୍ୟାବିନେଟ୍ ପାହ୍ୟା ଦେଇ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥିବା ବେଳେ ଅନ୍ୟତମ ଆଶାୟୀ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କୁ…

ରାଜ୍ୟସଭା ପ୍ରାର୍ଥୀ ନେଇ ବିଜେଡି ସୁପ୍ରିମୋଙ୍କ ଘୋଷଣା : ସୁବାସ ସିଂ, ମୁନ୍ନା ଖାଁ , ମମତା ମହନ୍ତ ଏବଂ ସୁଜିତ୍ କୁମାର…

କନକ ବ୍ୟୁରୋ: ଘୋଷଣା ହେଲା ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ । ରାଜ୍ୟସଭା ପ୍ରାର୍ଥୀ ନେଇ ବିଜେଡି ସୁପ୍ରିମୋଙ୍କ ଘୋଷଣା । ବିଜେଡିର ସୁଜିତ କୁମାର, ମମତା ମହନ୍ତ, ସୁବାସ ସିଂ ଏବଂ ମୁନ୍ନା ଖାଁଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ସୁବାସ ସିଂହ ଓଡ଼ିଶା…