Daily Archives

March 5, 2020

ସମ୍ବଲପୁରରେ ପୁଣି ନାବାଳକଙ୍କୁ ଫାଇନ । ନିୟମ ଭାଙ୍ଗି ଯାଉଥିଲେ, ପୋଲିସ ହାତରେ ଧରାପଡିଲେ । ୨ ନାବାଳକଙ୍କ ନାଁରେ…

କନକ ବ୍ୟୁରୋ: ପୁଣି ନାବାଳକ ଗଣିଲେ ଫାଇନ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ୬୦ ହଜାର ଟଙ୍କା ଜରିମାନା ଦେଲେ ଦୁଇ ଜଣ ନାବାଳକ । ସମ୍ବଲପୁରରେ ଚେକିଂ ବେଳେ ଟ୍ରାଫିକ ନିୟମ ଭାଙ୍ଗିଥିବା ପୁଣି ୨ ଜଣ ନାବାଳକ ପୁଲିସ ହାତରେ ଧରାପଡ଼ିଛନ୍ତି। ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ଜଣେ ୧୦ମ ଛାତ୍ର ଓ ଜଣେ…

କମିଲା ଇପିଏଫ ସୁଧହାର : ୨୦୧୯-୨୦ ବର୍ଷ ପାଇଁ ‘ଇପିଏଫ୍‌’ ସୁଧହାର ୦. ୧୫% କମିଲା

କନକ ବ୍ୟୁରୋ : ହୋଲି ପୂର୍ବରୁ ଦେଶର ୬କୋଟି କର୍ମଚାରୀଙ୍କୁ ମୋଦି ସରକାରଙ୍କ ଝଟକା । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧ ହାର କମାଇଛନ୍ତି ସରକାର । କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓକ୍ୱାର ଆଜି ଇପିଏଫ ସୁଧହାର ହ୍ରାସ ଘୋଷଣା କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ଲାଗି କର୍ମଚାରୀ…

ବୌଦ୍ଧରେ ଯାତ୍ରୀବାହୀ ବସକୁ ୬ ଲକ୍ଷ ୭୨ ହଜାର ଟଙ୍କାର ଫାଇନ : ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ଚାଲାଣ କାଟିଲା…

କନକ ବ୍ୟୁରୋ : ଯାତ୍ରୀବାହୀ ବସକୁ ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ । ବୌଦ୍ଧ ଆରଟିଓ ପକ୍ଷରୁ ଏହି ଚାଲାଣ କଟାଯାଇଛି । ଭୁବନେଶ୍ୱରରୁ ବୌଦ୍ଧ ଯାତାୟାତ କରୁଥିଲା ଏହି ମିନାର ବସ୍ । ତେବେ ଏହି ବସଟି ୫ଟି ଟ୍ରାଫିକ ନିୟମ ଉଂଲଘନ କରିଥିବାରୁ ଏହି ଚାଲାଣ କଟାଯାଇଥିବା ଆରଟିଓ କହିଛନ୍ତି ।…

ଦିଲ୍ଲୀ ହିିଂସା : କୋର୍ଟରେ ଆତ୍ମସମର୍ପଣ କଲେ ତାହିର୍ ହୁସେନ୍ , ଘରର ଛାତ ଉପରୁ ମିଳିଥିଲା ପେଟ୍ରୋଲ୍ ବମ୍ ଏବଂ ପଥର ।

ଦିଲ୍ଲୀ ଉତ୍ତର-ପୂର୍ବ ହିଂସାକୁ ଉସକାଇବାରେ ପୂର୍ବତନ ଆପ୍ ନେତା ତାହିର୍ ହୁସେନଙ୍କ ହାତ ଥିବା ନେଇ ଅନେକ ବାଦବିବାଦ ଭିତରେ ଏବେ ତାହିର୍ ଆତ୍ମସମର୍ପଣ କରିଛନ୍ତି । ଦିଲ୍ଲୀ ହିଂସା ସହ ତିନୋଟି ମାମଲାରେ ଜଡିତ ଥିବା ଅଭିଯୁକ୍ତ ତାହିର୍ ହୁସେନ୍ ରାଉଜ ଏବେନ୍ୟୁ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି…

ମାର୍ଚ୍ଚ ୨୦ ରେ ମିଳିବ ଫାଶୀ : ସକାଳ ୫.୩୦ରେ ଦୋଷୀଙ୍କୁ ଦିଆଯିବ ଫାଶୀ ଦଣ୍ଡ, ୪ର୍ଥ ଥର ପାଇଁ ଫାଶୀର ତାରିଖ ଘୋଷଣା କଲେ…

କନକ ବ୍ୟୁରୋ : ସମସ୍ତ ବିକଳ୍ପ ସରିଛି । ଆଉ ତ୍ରାହି ପାଇବେନି ନିର୍ଭୟା ସୈତାନ୍ ।  ଯୌନପିଶାଚଙ୍କ ପାଇଁ ଆସିଛି ମୃତ୍ୟୁର ପରୱାନା ଆସିଛି । ଦୋଷୀଙ୍କ ଶେଷ ଠିକଣା ଫାଶୀ । ନିର୍ଭୟା ଅଭିଯୁକ୍ତଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ଟାରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ । ନୂଆ ଡେଥ୍ ୱାରେଣ୍ଟ…

୨୪ ଫେବୃୟାରୀ ଦିଲ୍ଲୀ ହିଂସାରେ ପୋଲିସଙ୍କ ଉପରେ ଆକ୍ରମଣର ଭିଡିଓ ଭାଇରାଲ୍ : ଗ୍ରୀଲ୍ ଭାଙ୍ଗି ଜୀବନ ବଂଚାଇଥିଲେ ଡିସିପି…

ନାଗରିକତା ସଂଶୋଧନ ଆଇନ୍ (ସିଏଏ) କୁ ନେଇ ଦିଲ୍ଲୀରେ ପୋଲିସ୍ ଙ୍କ ଉପରେ ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଫେବୃୟାରୀ ୨୪ ଦିଲ୍ଲୀର ଚାନ୍ଦବାଗ୍ ଅଞ୍ଚଳର ବୋଲି ଜଣାପଡିଛି । ଏଥିରେ ସାହଦରା ଡିସିପି ଅମିତ୍ ଶର୍ମା ତଥା ଗୋକୁଲପୁରୀ ଏସିପି ଅନୁଜ କୁମାର ଆହତ ହୋଇଥିଲେ । ସିଏଏ…