Daily Archives

March 5, 2020

ମହିଳା ଟି-୨୦ ବିଶ୍ୱକପ୍: ଇତିହାସ ରଚି ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ୍ ଫାଇନାଲରେ ପାଦ ଥାପିଲା ଭାରତ । ବର୍ଷା ଯୋଗୁଁ…

କନକ ବ୍ୟୁରୋ: ମହିଳା ଟି-୨୦ ବିଶ୍ୱକପର ଫାଇନାଲରେ ପହଂଚିଛି ଭାରତ । ବର୍ଷା ଯୋଗୁଁ ଆଜି ଭାରତ- ଇଂଲଣ୍ଡ ମ୍ୟାଚକୁ ରଦ୍ଦ କରାଯାଇଛି । ଫଳରେ ପଏଂଟ ଟେବୁଲ ଆଧାରରେ ସିଧା ଫାଇନାଲକୁ ଉନ୍ନୀତ ହୋଇଛି ଭାରତୀୟ ମହିଳା କ୍ରିକେଟ ଟିମ୍ । ଏଥିସହ ପ୍ରଥମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପର ଫାଇନାଲ…

କଟକ ବାଲିଯାତ୍ରା ପଡିଆରେ ଏସସିିବିର ସମ୍ପ୍ରସାରିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ : କହିଲେ, କଟକ ସହ…

କନକ ବ୍ୟୁରୋ : କଟକ ବାଲିଯାତ୍ରା ପଡିଆରେ ମେଗା ସମାବେଶରେ ଯୋଗ ଦେଇ ଏସସିବି ମେଡିକାଲ କଲେଜର ନବେକଳବର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ । ଏଠାରେ ଉଦବୋଧନ ଦେଇ ନବୀନ କହିଛନ୍ତି, ସାଢେ ୪ କୋଟି ଓଡିଆଙ୍କ ପାଖରେ ମୁଁ ଋଣୀ । ଜନତାଙ୍କ ସହଯୋଗ ଯୋଗୁଁ ୨୦ ବର୍ଷ ଧରି ସେବା କରିପାରିଛୁ ।…

ଚୀନରେ କରୋନା ପାଇଁ ଲଙ୍ଗ ଡିଷ୍ଟାନ୍ସ ହେୟାର କଟ୍ : ସଂକ୍ରମଣ ଭୟରେ ସେଲୁନ ଓ ପାର୍ଲରରେ ଚାରିଫୁଟ୍ ଦୂରରେ ଛିଡ଼ାହୋଇ…

କନକ ବ୍ୟୁରୋ : କରୋନା ଭାଇରସ ଚୀନରେ ୩ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି । ୮୦ହଜାରରୁ ଅଧିକ ଏହି ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏହାରି ଭିତରେ ଚୀନରେ କରୋନା ଭାଇରସର ଭୟବହତା ଭିତରେ କିଛି ଏଭଳି ଚିତ୍ର ଆସିଛି ଯାହାକୁ ଦେଖିଲେ ହୁଏତ ଆପଣ ବିଶ୍ୱାସ କରିବେନି । ଚୀନରେ ଏବେ ସେଲୁନ…

କରୋନା ପାଇଁ ଦେଶରେ ୨୧ଟି ବିମାନ ବନ୍ଦରରେ ୩୦୦ ଜଣ ଡାକ୍ତର ନିୟୋଜିତ : ବିଦେଶରୁ ଆସୁଥିବା ଯାତ୍ରୀଙ୍କ କରାଯାଉଛି…

କନକ ବ୍ୟୁରୋ : କରୋନା ପାଇଁ ସବୁ ବିମାନବନ୍ଦରରେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ୨୧ଟି ବିମାନ ବନ୍ଦରରେ ୩୦୦ ଜଣ ଡାକ୍ତରଙ୍କୁ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଚୀନ, ଦକ୍ଷିଣ କୋରିଆ,…

ଦେଶରେ କରୋନା ସ୍ଥିତି ନେଇ ରାଜ୍ୟସଭାରେ ମତ ରଖିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ : ଭାରତରେ ୨୮ ହଜାର ୫୨୯ କରୋନା…

କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତି ନେଇ ରାଜ୍ୟସଭାରେ ମତ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ଭାରତରେ ୨୮ ହଜାର ୫୨୯ କରୋନା ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯାଇଥିବା କହିଛନ୍ତି । ଏବେ ଯାଏ ଭାରତରେ ୨୯ଜଣଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେମାନଙ୍କ…

ଚୀନରେ ହଇଚଇ : ମଣିଷ ଠାରୁ ପ୍ରାଣୀକୁ ସଂକ୍ରମିତ ହେଲା କରୋନା, ହଙ୍ଗକଙ୍ଗର ଭାଇରସରେ ଆକ୍ରାନ୍ତ ହେଲା ପୋଷା କୁକୁର

କନକ ବ୍ୟୁରୋ : କରୋନା ପାଇଁ କୋକୁଆ ଭୟ । କରୋନା ଭାଇରସ୍ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ଏବେ ଜୀବଜନ୍ତୁ ବି ଭାଇରସ ସଂକ୍ରମଣରୁ ବର୍ତ୍ତି ନାହାନ୍ତି । ଚୀନର ହଙ୍ଗକଙ୍ଗ ସହରରେ କରୋନାରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ମଧ୍ୟ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ମଣିଷ…