Daily Archives

February 14, 2020

ସୁସ୍ଥ ଜୀବନ ଅପେକ୍ଷାରେ କୁନି ପୁଅ କହ୍ନେଇ । ଅସହାୟ ଅସୁସ୍ଥ କହ୍ନେଇ ସଂପର୍କରେ ଖବର ପ୍ରସାରଣ ପରେ ସହାୟତାର ହାତ…

କନକ ବ୍ୟୁରୋ: ନିସହାୟ କହ୍ନେଇକୁ ସାହା ହେଲେ ରାଜା । ସରକାରଙ୍କୁ ସହୟାତା ଓ ଭଗବାନଙ୍କ ପାଖରେ ମୃତ୍ୟୁ ଭିକ୍ଷା କରୁଥିବା କୁନି ପୁଅକୁ ସୁସ୍ଥ କରିବା ପାଇଁ ଆଗକୁ ଆସିଛନ୍ତି ଜଣେ ସମାଜ ସେବୀ । ସରକାରୀ ସହାୟତା ନମିଳିଲେ ନାହିଁ କହ୍ନେଇକୁ ସୁସ୍ଥ କରିବା ପାଇଁ ନିଜ ଖର୍ଚରେ ଓଲଟପୁର ନିରତାରରେ…

ଚରମ ସୀମାରେ ପହଞ୍ଚିଲା କେନ୍ଦ୍ରାପଡା ପଦନୀପାଳ ପଂଚାୟତର ଦୁର୍ନୀତି…ପୁରୁଣା ଘରେ ଚୂନ ମାରି ଚଳୁ କରିଦେଲେ ଲକ୍ଷ…

କନକ ବ୍ୟୁରୋ: ଘର ନକରି ଟଙ୍କା ହଡପ । ପୁଣି ଏମିତି ସେମିତି ଘର ନୁହେଁ ରାଜୀବ୍ ଗାନ୍ଧୀ ସେବା କେନ୍ଦ୍ର ଓ ହରିଜନ ସାହି ଅଙ୍ଗନୱାର୍ଡି କେନ୍ଦ୍ର । କେନ୍ଦ୍ରାପଡା ପଦନୀପାଳ ପଂଚାୟତରେ ଦୁର୍ନୀତି ଚରମ ସୀମାରେ ପହଂଚିଛି । ଘର ନିର୍ମାଣ ସଂପୂର୍ଣ୍ଣ ନକରି ସ୍ଥାନୀୟ ସରପଂଚ ଓ ବିଭାଗୀୟ ବିଲ୍ କରି…

ମାଲକାନଗିରିରେ ଦଲାଲଙ୍କ କବଜାରେ ଧାନ ମଣ୍ଡି : କିଏ ଓ କେତେ ଜଣ ପାଇବେ ଟୋକନ ନିର୍ଦ୍ଧାରଣ କରୁଛନ୍ତି ଠକ ? ଚାଷୀ ହତାଶ,…

କନକ ବ୍ୟୁରୋ :  ଦଲାଲଙ୍କ ଦ୍ୱାରା ପରିଚାଳିତ ହୋଉଛି ଧାନ ମଣ୍ଡି । ମାଲକାନଗିରି ଜିଲ୍ଲାରେ ଧାନମଣ୍ଡିକୁ ଦଲାଲମାନେ କେମିତି ନିୟନ୍ତ୍ରଣ କରୁଛନ୍ତି ତାହାର ପ୍ରମାଣ ଲାଗିଛି କାନକ ନ୍ୟୁଜ ହାତରେ । କିଏ ଓ କେତେଜଣ ଟୋକନ ପାଇବେ, ତାହା ନିର୍ଦ୍ଦାରଣ କରୁଛନ୍ତି ଦଲାଲ । ଆଉ ଟୋକନ ପିଛା ମୋଟା ଅଙ୍କ…

ନାର୍କୋଟେଷ୍ଟ ପାଇଁ ଅରାଜି ହତ୍ୟାକାରୀ : ହତ୍ୟା କରିଥିବା ଅନୁପ ମାନୁଛନ୍ତି, ହେଲେ ନାର୍କୋଟେଷ୍ଟ ପାଇଁ ରାଜି…

କନକ ବ୍ୟୁରୋ : ହତ୍ୟାକାଣ୍ଡ ଉପରୁ ପରଦା ହଟିସାରିଛି । କେମିତି ଓ କାହିଁକି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ, ପରକୀୟା ପ୍ରୀତି ପାଇଁ ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିଲେ ତାହା ମଧ୍ୟ ଜଣାପଡ଼ି ସାରିଛି ।  ଆଜି ସାମ୍ବାଦିକ ସମ୍ମିଳନୀ କରି ଛତିଶଗଡ ପୋଲିସ ସମସ୍ତ ସୂଚନା ଦେଇଛି ।…

ହତ୍ୟାକାଣ୍ଡରୁ ପରଦା ହଟିଲା : ସିନ୍ଦୁର ମାଗିବାରୁ କଳ୍ପନାଙ୍କୁ ହତ୍ୟା କରିଥିଲେ ଅନୁପ ସାଏ, ଲୁହା ଛଡରେ ପିଟିପିଟି…

କନକ ବ୍ୟୁରୋ : ଖୋଲିଲା ହତ୍ୟାର ରହସ୍ୟ । ୨୦୧୬ରେ ଘଟିଥିବା ହତ୍ୟାକାଣ୍ଡରୁ ପରଦା ଉଠାଇଲେ ନିଜେ ଅଭିଯୁକ୍ତ ତଥା ଝାରସୁଗୁଡ଼ା ଜିଲ୍ଲାର ଟାଣୁଆ ଚେହେରା ଅନୁପ ସାଏ । ବ୍ରଜରାଜନଗର ୩-୩ ଥର ବିଧାୟକ ଥିବା ଅନୁପ ସାଏ ପରକୀୟା ପ୍ରୀତି ପାଇଁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ସିନ୍ଦୁର ଦେବାକୁ…

ଫଟୋ ଧରାଇଦେଲା ହତ୍ୟାକାଣ୍ଡ…କେମିତି ଅନୁପ ସାଏଙ୍କ ଉପରେ ବଢିଲା ସନ୍ଦେହ? ହତ୍ୟାକାଣ୍ଡ ପାଇଁ କାହିଁକି ଛତିଶଗଡକୁ…

କନକ ବ୍ୟୁରୋ:  ଅନୁପ ସାଏଙ୍କ ଗୁମର ଖୋଲିଲା ଛତିଶଗଡ ପୋଲିସ । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫଦାରୀ ପରେ ହତ୍ୟାକାଣ୍ଡର ଗୁମର ଖୋଲିଛି ଛତିଶଗଡ ପୋଲିସ । ତେବେ ୨୦୧୬ ମସିହାର ମାଆ ଓ ଝିଅ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ । ଯାହାର ଯଥେଷ୍ଟ ପ୍ରମାଣ…