Daily Archives

February 12, 2020

ପ୍ରେମ ଆଗରେ ସବୁ ଫିକା ! ପ୍ରେମିକା ଭିନ୍ନକ୍ଷମ ବୋଲି ଜାଣିବି ହାତ ଛାଡ଼ିଲେନି, ଜୀବନସାଥୀ କଲେ ଜିତେନ୍ଦ୍ର, ଆଜିର…

କନକ ବ୍ୟୁରୋ: ଆଜିର ଯୁଗରେ ଯେଉଁଠି ପ୍ରେମର ଅର୍ଥ ଶାରୀରିକ ଆକର୍ଷଣକୁ ବୁଝାଇଥାଏ, ସେଠାରେ ଭଲପାଇବାର ଏକ ନୂଆ ପରିଭାଷା ବୁଝାଇଛନ୍ତି ରାୟଗାଡର ଏକ ଦମ୍ପତି । ପରସ୍ପରକୁ ନଦେଖି କେବଳ ଫୋନ୍ରୁ ଆରମ୍ଭ ହୋଇଥିଲା ଏମାନଙ୍କ ପ୍ରେମ କାହାଣୀ । ପ୍ରେମିକା ଜଣେ ଭିନ୍ନକ୍ଷମ ଜାଣିବା ପରେ ବି କମ୍ ହୋଇ…

ଲାଲଗଡରେ ବିଏସଏଫ୍ ଜନ ସଂପର୍କ ଶିବିର: ଲୋକଙ୍କ ମନରୁ ହଟିବ ମାଓ ଭୟ, ବିକାଶ ପାଇଁ ଆଗେଇ ଆସିବେ ଲାଲଗଡ଼ବାସୀ ।

କନକ ବ୍ୟୁରୋ: ଦିନେ ଲାଲ ତାଣ୍ଡବରେ ପ୍ରକୋମ୍ପିତ ହେଉଥିବା ଅଂଚଳର ନିରୀହ ଆଦିବାସୀ ମୁହଁରେ ଫୁଟିଛି ହସ । ସୁରକ୍ଷାର ଆଶ୍ୱସ୍ତି ଦେଇ ଲୋକଙ୍କ ନିକଟତର ହେଉଛନ୍ତି ବିଏସଏଫ୍ ଯବାନ । ଲୋକଙ୍କ ମନରୁ ନକ୍ସଲ ଭୟ ଦୂର କରିବାକୁ ଅଂଟା ଭିଡିଛି ସୁରକ୍ଷା ବାହିନୀ । ବିକାଶ କାମରେ ସହଯୋଗ ଓ ତ୍ୱରାନ୍ୱିତ…

୧୪ରୁ ବିଧାନସଭାର ବଜେଟ୍ ଅଧିବେଶନ: ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । କେମିତି ସୁରୁଖୁରୁରେ ଚାଲିବ ଗୃହ ଆଲୋଚନା…

କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ସବୁ ଦଳର ବିଧାୟକଙ୍କୁ ଯୋଗଦେବାକୁ କହିଲେ ବାଚସ୍ପତି । କାରଣ ଆସନ୍ତା ୧୪ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ବସିବ । ତେଣୁ ଗୃହକାର୍ଯ୍ୟ କେମିତି ସୁରୁଖୁରୁରେ ଚାଲିବ ସେନେଇ ଆଲୋଚନା ହେବ । ତେଣୁ ସବୁ ଦଳର…

ରିୟଲିଟି କୁକ୍ ସୋ’ ‘ମାଷ୍ଟର ସେଫ୍’ ଫାଇନାଲରେ ଓଡ଼ିଆ ପୁଅ ଅବିନାଶ । ଓଡ଼ିଆ ଖେଚୁଡି ଓ ମୁଗ-ମାଛ ତରକାରୀ ରାନ୍ଧି ଜିଣିଲେ…

କନକ ବ୍ୟୁରୋ : ମ‌ନୋରଞ୍ଜନ ଚା‌ନେଲ୍ ‘ଷ୍ଟାର୍‌ ପ୍ଲସ୍‌’ରେ ପ୍ରସାରିତ ହେଉଥିବା ରିୟଲିଟି କୁକ୍ ସୋ’ ‘ମାଷ୍ଟର୍‌ ସେଫ୍’ର ସିଜିନ୍‌-୬ର ଫାଇନାଲ୍ ଟିକେଟ ହାତେଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ । ତାଙ୍କ ସହ କୋଲକାତାର ଝିଅ ଓଣ୍ଡ୍ରିଲା ମଧ୍ୟ ଫାଇନାଲ୍‌ ରାଉଣ୍ଡକୁ ଯାଇଛନ୍ତି। ପ୍ରଥମେ ୪୦ ଜଣ…

ହାଫିଜ୍ ସୟିଦକୁ ସଜା ! ଆତଙ୍କୀଙ୍କୁ ଫଣ୍ଡିଂ ମାମଲାରେ ୫ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ପାକିସ୍ତାନ କୋର୍ଟ ।

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦକୁ ସଜା ଶୁଣାଇଛି ପାକିସ୍ତାନ କୋର୍ଟ । ଟେରର ଫଣ୍ଡିଂ ମାମଲାରେ କୁଖ୍ୟାତ ଅପରାଧି ହାଫିଜ ସୟିଦକୁ ୫ ବର୍ଷ କାଳ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନ କୋର୍ଟ । ଗତ ସପ୍ତାହରେ ଲାହୋରର ଆତଙ୍କବାଦ ବିରୋଧୀ…

ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମ: ଏସପି ଅଫିସ ଆଗରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ;…

କନକ ବ୍ୟୁରୋ: ନିଜ ଦେହରେ କିରୋସିନ ଢାଳି ବିଜେଡି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ବ୍ରହ୍ମପୁର ଏସପିଙ୍କ ଅଫିସ ସାମନାରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମିନାକ୍ଷୀ ମିଶ୍ର । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜିରେ ଭର୍ତି କରାଯାଇଛି । ସୂଚନା ଅନୁଯାୟୀ , ଗତ ୨୮…