Daily Archives

February 12, 2020

ଇଣ୍ଡୋନେସିଆ ଇସ୍କରେ ବାଟବଣା ହେଲେ ବଲାଙ୍ଗୀର ପୁଅ : ପ୍ରେମ ଆଗରେ ହାରିଗଲା ସୀମା ସରହଦ, ମାଧ୍ୟମ ପାଲଟିଲା ସବୁବେଳେ…

କନକ ବ୍ୟୁରୋ : ପ୍ରେମ ସପ୍ତାହରେ ପ୍ରେମରେ ଉବୁଟୁବୁ ହେଉଛନ୍ତି ପ୍ରେମପକ୍ଷୀ । କିଏ ଫୁଲ ଦେଇ, ଆଉ କିଏ ଚକୋଲେଟ୍ ଦେଇ ପୁଣି ଆଉ କିଏ ହ୍ୱାଟସଆପ୍, ଫେସବୁକରେ ଭାବର ଆଦାନ ପ୍ରଦାନ କରୁଛନ୍ତି । ଯୁଗ ବଦଳିଛି ସିନା ପ୍ରେମର ପରିଭାଷା ବଦଳିନି । ପ୍ରେମ ପାଇବାରେ ଥାଏ, ଥାଏ ବି ହରାଇବାରେ । ପ୍ରେମ…

ନାବାଳିକାକୁ ଅସଦାଚରଣ କରି ଫସିଲେ ପ୍ରସିଦ୍ଧ ବଲିଉଡ୍ ଅଭିନେତା : ଥାନାରେ ଏତଲା ରୁଜୁ କଲା ପୋଲିସ୍ ।

ପ୍ରସିଦ୍ଧ ଟିଭି ଏବଂ ସିନେମା ଅଭିନେତା ଶାହବାଜ୍ ଖାନ୍ ଙ୍କ ବିରୁଦ୍ଧରେ ମୁମ୍ବାଇ ପୋଲିସ୍ ଅସଦାଚରଣର ମାମଲା ରୁଜୁ କରିଛନ୍ତି । ସୂଚନା ଅନୁସାରେ , ଜଣେ ନାବାଳିକାଙ୍କୁ ଅସଦାଚରଣର କରିବା ମାମଲାକୁ ନେଇ ତାଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଛି । ନ୍ୟୁଜ୍ ଏଜେନ୍ସୀ ଏଏନଆଇ ମୁତାବକ ,…

ପୁରୀ ସତ୍ୟବାଦୀ ବ୍ଲକରେ ଘର ଆବଣ୍ଟନକୁ ନେଇ ଉତ୍ତେଜନା । ବିଡିଓଙ୍କୁ ଘେରିଲେ ଲୋକେ,ବ୍ଲକ ଅଫିସରେ ହୋହାଲ୍ଲା

କନକ ବ୍ୟୁରୋ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ଫନୀ ବାତ୍ୟାରେ ଘର ଅବଂଟନକୁ ନେଇ ଉତେଜନା । ବିଡିଓଙ୍କୁ ଘେରିଲେ ଶହ ଶହ ଲୋକ । ବ୍ଲକ ଅଫିସରେ ହୋ ହଲ୍ଲା । ଗତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଘର ଆବଂଟନରେ ହେରଫେର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ଲୋକେ । ଘର ଆବଂଟନରେ…

ରାଜସ୍ଥାନର “ପଗଡ଼ି ରାଜା” : ଆଖି ପିଛୁଳାକେ ୧୩୫ ପ୍ରକାର ପଗଡ଼ି ବାନ୍ଧି ରେକର୍ଡ କରିଛନ୍ତି ରାଜସ୍ଥାନର ଏହି ପଗଡି…

ରାଜସ୍ଥାନର ପରିଚୟ ହେଉଛି ପଗଡି । ଏଠାରେ ବିଭିନ୍ନ ରଙ୍ଗ ବେରଙ୍ଗର ପଗଡି ଦେଖିବାକୁ ମିଳେ । ଏଠାକାର ବାସିନ୍ଦାଙ୍କ ପାଇଁ ଆନ-ବାନ-ଶାନ ହେଉଛି ପଗଡି । ଯାହାକି ସାରା ଦୁନିଆକୁ ଆକର୍ଷିତ କରିଥାଏ । ବିକାନେରରେ ଜଣେ ଏଭଳି କଳାକାର ଅଛନ୍ତି, ଯିଏକି ପଗଡି ବାନ୍ଧିବା କଳାରେ ନିପୁଣ ଅଟନ୍ତି ।…

ସାପକୁ ଖାଇଲା ବେଙ୍ଗ । ଦୁନିଆର ସବୁଠୁ ଅଧିକ ବିଷଧର ସାପକୁ ଜୀଅନ୍ତା ଚୋବାଇ ଖାଇଗଲା ବେଙ୍ଗ !

କନକ ବ୍ୟୁରୋ : ଆପଣ ଛୋଟବେଳୁ ଶୁଣିଆସୁଥିବେ କିମ୍ବା ଅନେକ ଥର ଦେଖିଥିବେ ସାପ ବେଙ୍ଗକୁ ଖାଇଥାଏ । କିନ୍ତୁ କେବେ ଏମିତି ଶୁଣିଛନ୍ତି କି, ବେଙ୍ଗ ସାପକୁ ଖାଏ । ସିଏ ପୁଣି ଏମିତି ସେମିତି ସାପ ନୁହେଁ, ଦୁନିଆର ତୃତୀୟ ସବୁଠାରୁ ଅଧିକ ବିଷଧର ସାପ । ଆପଣ ଭାବୁଥିବେ ଏହା କେମିତି ସମ୍ଭବ ହେଲା ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କହିଲେ, ରାଉରକେଲାରେ ହେବ ଟୁଲ୍ ରୁମ୍ ଟ୍ରେନିଂ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତାପ ଷଡଙ୍ଗୀ କହିଛନ୍ତି, ଓଡିଶାର ରାଉରକେଲାରେ ହେବ ଟୁଲ ରୁମ ଟ୍ରେନିଂ ସେଂଟର । ଏଥିପାଇଁ ୨୦୦ କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ଏଥିପାଇଁ ଜମି ଯୋଗାଇବେ ସରକାର ।…