Daily Archives

February 11, 2020

ସାଟେଲାଇଟରେ ଆସିଲା ସାଂଘାତିକ ଚିତ୍ର । ବୁହାନ ଆକାଶରେ ଦେଖିବାକୁ ମିଳିଲା ସଲଫର ଡାଇଅକ୍ସାଇଡ ଗ୍ୟାସ୍, ୧୪ ହଜାର…

ପୂରା ବିଶ୍ୱରେ ଆତଙ୍କ ସୃଷ୍ଟି କଲାଣି କରୋନା ଭାଇରସ । ଏବେ ସୁଦ୍ଧା ଏହି ପ୍ରାଣଘାତୀ ଭାଇରସ ୧୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ବେଳେ ୪୩,୦୯୮ ଲୋକ ସଂକ୍ରମିତ ହୋଇଛନ୍ତି । ଖାସକରି ଚୀନରେ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାରରୁ ଅଧିକ ରହିଛି । ମୃତକଙ୍କ ମଧ୍ୟରୁ ୯୦୮ ଜଣ ଚୀନରୁ ରହିଛନ୍ତି ।…

ଆପ୍ ନେତାଙ୍କ ଭାଲେଂଟାଇନ ଡେ’ ! ଜାଣନ୍ତୁ ୧୪ ଫେବ୍ରୁଆରୀ ସହ କଣ ରହିଛି କେଜ୍ରିୱାଲଙ୍କ ସ୍ପେଶାଲ କନେକ୍ସନ

କନକ ବ୍ୟୁରୋ: ପ୍ରାରମ୍ଭିକ ଟ୍ରେଣ୍ଡରୁ ହିଁ ସ୍ପଷ୍ଟ ହୋଇଗଲାଣି କି ଦିଲ୍ଲୀରେ ପୁଣି ଥରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । ଯଦି ଏଭଳି ହୁଏ ତେବେ ଅରବିନ୍ଦ କେଜ୍ରିୱାଲଙ୍କ ପୁନର୍ବାର ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ଏକପ୍ରକାର ସୁନିଶ୍ଚିତ । କୁହାଯାଉଛି ଯଦି କେଜ୍ରିୱାଲ ବିଜୟତିଳକ…

‘ଝାଡୁ’ ହ୍ୱାୱାରେ ଝଡ଼ିଗଲା ‘ପଦ୍ମ’ ! ଦିଲ୍ଲୀରେ ଦୋହରିଲା ଇତିହାସ, ଜାରି ରହିଲା ବିଜେପିର ବନବାସ

କନକ ବ୍ୟୁରୋ: ଦିଲ୍ଲୀରେ ପୁଣି ଚାଲିଲା କେଜ୍ରିୱାଲଙ୍କ କରିସ୍ମା । ବିଧିବଦ୍ଧଭାବେ ଫଳାଫଳ ଘୋଷଣା ହୋଇନଥିଲେ ବି ବର୍ତ୍ତମାନର ଟ୍ରେଣ୍ଡ ମୁତାବକ ଦିଲ୍ଳୀ ବିଧାନସଭା ନିର୍ବାଚନରେ ବାଜି ମାରିନେଇଛି ଆପ୍ । ଆଉ କ୍ରମାଗତ ଭାବେ ତୃତୀୟଥର ପାଇଁ ସରକାର ଗଢ଼ିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ ।…

ବାପା ବିକ୍ରି କରନ୍ତି ପରିବା , ଏରୋନେଟିକ୍ ଇଞ୍ଚିନିୟରିଂ ପରୀକ୍ଷାରେ ଟପ୍ କରି ପରିବାର ପାଇଁ ଗର୍ବ ଆଣିଦେଲା ଝିଅ ।…

ଆତ୍ମବିଶ୍ୱାସ ଓ ଦୃଢ ଇଚ୍ଛାଶକ୍ତି ଥିଲେ ମଣିଷ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରେ । ଏକଥା ପ୍ରମାଣ କରି ଦେଖାଇଛନ୍ତି ଜଣେ ପରିବା ବିକାଳିଙ୍କ ଝିଅ । କର୍ଣ୍ଣାଟକରେ ରହୁଥିବା ଲଳିତାଙ୍କ ପିତା ପେସାରେ ହେଉଛନ୍ତି ଜଣେ ପରିବା ବିକାଳି । ପରିବା ବିକି ପରିବାରର ଗୁଜୁରାଣ ମେଣ୍ଟାନ୍ତି । ତେବେ…

ଦିଲ୍ଲୀରୁ ଆସିଲା ରୋଚକ ଚିତ୍ର: କୁନି କୁନି ପିଲାଙ୍କ ହୃଦୟରେ କେଜ୍ରିୱାଲ, ଫଳାଫଳ ପୂର୍ବରୁ କୁନି କେଜ୍ରିୱାଲଙ୍କ ଫଟୋ…

କନକ ବ୍ୟୁରୋ: ଗୋଟିଏ ପଟେ ଫଳାଫଳ ଆଉ ଗୋଟେ ପଟେ ରୋଚକ ଦୃଶ୍ୟ । କେବଳ ଦିଲ୍ଲୀବାସୀଙ୍କ ହୃଦୟରେ ନୁହେଁ ବରଂ କୁନି କୁନି ପିଲାଙ୍କ ମନ ଜିଣିପାରିଛନ୍ତି କେଜ୍ରିୱାଲ ବୋଲି ଦେଖିବାକୁ ମିଳିଛି । ସେଥିପାଇଁ ତ ଭୋଟ୍ ଗଣତିର ସକାଳୁ ସକାଳୁ କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ କୁନି ପ୍ରଶଂସକଙ୍କ ଭିଡ଼…

ଦିଲ୍ଲୀରେ ପୁଣି ଚମକିଲା କେଜ୍ରିୱାଲଙ୍କ ଲୋକପ୍ରିୟତା : ବିଜେପି ପାଇଁ କାଳ ହେଲା କଠୋର ହିନ୍ଦୁତ୍ୱବାଦୀ ପ୍ରଚାର,…

କନକ ବ୍ୟୁରୋ : ଦିଲ୍ଲୀରେ ଫେଲ୍ ମାରିଲା ମୋଦି ମ୍ୟାଜିକ୍ । ପୁଣି ଚମକିଲା କେଜ୍ରିୱାଲଙ୍କ ଲୋକପ୍ରିୟତା । କେଜ୍ରିୱାଲ ବନାମ ମୋଦି ବନାମ ରାହୁଲରେ ବାଜି ମାରିନେଇଛନ୍ତି କେଜ୍ରିୱାଲ । ପୁଣି ଥରେ ଅଜାତୀୟ ରାଜଧାନୀ ଦିଲ୍ଲୀରେ ସରକାର ଗଢ଼ିବ ଆପ୍ । ହ୍ୟାଟ୍ରିକ୍ କଲେ ଅରବିନ୍ଦ କେଜ୍ରିୱାଲ୍ । …