Daily Archives

February 11, 2020

ଦୌଡ ପ୍ରତିଯୋଗିତାରେ ଦିବ୍ୟାଙ୍ଗଙ୍କ କମାଲ୍ : ଭାରତର ପ୍ରଥମ ଦୃଷ୍ଟିହୀନ ବ୍ୟକ୍ତି ହାତେଇଲେ “ଆଇରନ୍ ମ୍ୟାନ୍” ର ଟାଇଟଲ୍…

ଦୃଷ୍ଟିହୀନ ହେଲେ ବି ସକ୍ଷମ । ନିଜର ଅଦ୍ୟମ ଚେଷ୍ଟା ଓ ଆତ୍ମବିଶ୍ୱାସ ତାଙ୍କୁ ସଫଳତାର ଶିଖରରେ ପହଁଚାଇଛି । ସେ ହେଉଛନ୍ତି ମହାରାଷ୍ଟ୍ର ଔରଙ୍ଗାବାଦର ବାସିନ୍ଦା ନିକେଲ ଦଲାଲ । ସାରା ଦେଶ ପାଇଁ ପ୍ରେରଣା ପାଲଟିଛନ୍ତି ୩୮ ବର୍ଷିୟ ନିକେଲ । ସେ ପ୍ରଥମ ଦୃଷ୍ଟିହୀନ ଭାରତୀୟ ଆଥଲେଟିକ୍ ଆଇରନ…

ପ୍ରେମୀ ଯୁଗଳଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ଭାଲେଣ୍ଟାଇଲ ଡେ’କୁ ବିରୋଧ କରିବନି ବଜରଙ୍ଗୀ ଦଳ

କନକ ବ୍ୟୁରୋ: ଭାଲେଂଟାଇନ ଡେ ପାଇଁ ପ୍ରେମୀ ଯୁଗଳଙ୍କୁ ଆଶ୍ୱସ୍ତି । ଚଳିତ ବର୍ଷ ଭାଲେଣ୍ଟାଇନ ଡେକୁ ବିରୋଧ କରିବନି ବଜରଙ୍ଗ ଦଳ । ଏନେଇ ଆଜି ଘୋଷଣା କରିଛି ବଜରଙ୍ଗ ଦଳ । ଏହି ଦିବସଟିକୁ ଦଳ ନିରନ୍ତର ଭାବେ ବିରୋଧ କରିଆସୁଥିଲା । ମାତ୍ର ଚଳିତ ବର୍ଷ ଏହାକୁ ବିରୋଧ ନକରିବାକୁ ଘୋଷଣା କରିଛି ଦଳ…

ବିଜେପି ସାଂସଦଙ୍କୁ ହ୍ୱିପ୍ ଜାରି । ସଂସଦରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ, ବଡ଼ ବିଲ୍ ଆଣିପାରନ୍ତି ମୋଦି ସରକାର?

କନକ ବ୍ୟୁରୋ: ସଂସଦରେ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଅନ୍ତିମ ଦିନରେ କିଛି ବଡ଼ ଘୋଷଣା କରିବାକୁ ଯାଉଛନ୍ତି ସରକାର । ଏପଟେ ଦିଲ୍ଲୀ ନିର୍ବାଚନ ଫଳାଫଳ ସ୍ପଷ୍ଟ ହେଉଥିବାବେଳେ ସଂସଦରେ ପୁଣି ମୋଦି ସରକାର କିଛି ବଡ଼ ବିଲ୍ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ରାଜ୍ୟସଭାର…

ଟ୍ରାଫିକ ଉଲ୍ଲଂଘନକାରୀଙ୍କ ପଛରେ ପଡ଼ି ଅପରାଧ କଥା ଭୁଲି ଯାଇଛି କମିସନରେଟ୍ ପୁଲିସ : ଲୁଟ୍, ଡକାୟତି, ଗୁଳିକାଣ୍ଡରେ…

କନକ ବ୍ୟୁରୋ : ରାଜଧାନୀରେ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ପଛରେ ପଡ଼ିଛି କମିସନରେଟ୍ ପୁଲିସ । ଅପରାଧ କଥା ଭୁଲି ଯାଇଛି । ପୁଲିସର ଏପରି ବେପରୱା କାର୍ଯ୍ୟକଳାପକୁ ଦେଖି ସହରରେ ଅପରାଧୀ ଅଧିକ ସକ୍ରିୟ ହୋଇ ପଡ଼ିଛନ୍ତି । ସହରରେ ଦିନକୁ ଦିନ ଅପରାଧ ବି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସଂଖ୍ୟାଧିକ…

ଏସି ଏବଂ ପରଫ୍ୟୁମ୍ ପାଇଁ ଅଧିକ ବ୍ୟାପୁଛି କରୋନା ଭାଇରସ୍ ! ସତର୍କ କଲେ ସରକାର । 

ଚୀନ୍ ରେ ୯୦୦ ଲୋକଙ୍କୁ ମାରିଥିବା ମହାମାରୀ କରୋନା ଏତେ ଭୟଙ୍କର କାହିଁକି? ଏହାର କାରଣ ଏହି ଭୁତାଣୁ ସିଧାସଳଖ ବାୟୁରେ ମିଶେ ଏବଂ ଏହି କାରଣରୁ ସିଙ୍ଗାପୁର ପ୍ରଶାସନ ଲୋକଙ୍କୁ ଅପିଲ୍ କରି କହିଛନ୍ତି ଯେ କରୋନା ଭାଇରସ୍ ରୁ ବଂଚିବା ପାଇଁ ସେମାନେ ଏସିକୁ ବନ୍ଦ ରଖନ୍ତୁ ଏବଂ ତାଜା ପବନ ପାଇଁ…

ଅଗ୍ରଣୀ ସ୍ଥିତିକୁ ବଜାୟ ରଖିଛନ୍ତି କେଜ୍ରିୱାଲ୍:ଟ୍ରେଣ୍ଡରେ କମୁଛି ବିଜେପି, ବଢୁଛି ଆପ୍ ହେଲେ ଖାତା ଖୋଲିପାରୁନି…

କନକ ବ୍ୟୁରୋ:  ଦିଲ୍ଲୀରେ ଆମ ଆଦମି ପାର୍ଟି (ଆପ) ନିଜର ଅଗ୍ରଣୀ ସ୍ଥିତିକୁ ବଜାୟ ରଖିଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୋଟ ୭୦ଟି ଆସନରୁ ଆପ ୫୬ରେ ଓ ବିଜେପି ୧୪ଟି ଆସନରେ ଆଗୁଆ ରହିଛି । ତେବେ ଗତଥର ଭଳି ଏଥରମଧ୍ୟ କଂଗ୍ରେସ ଖାତା ଖୋଲି ନପାରିବାର ଆଶଙ୍କା ରହିଛି । ଆଜି ସକାଳ…