Daily Archives

February 8, 2020

ଟିଆରପି ଚିନ୍ତା କାହାର ଏବଂ କରୁଛି କିଏ ? ‘ଟିଆରପି’ର ଗୋଲକଧନ୍ଦା ଭିତରେ ସାମ୍ବାଦିକର କାହାଣୀ…

କନକ ବ୍ୟୁରୋ: ଆମ ଦେଶରେ ବିଶାରଦଙ୍କ ଉଣା ନାହିଁ । ଆପଣ ପ୍ରତି ଘରେ ଜଣେ ଜଣେ ବିଶାରଦଙ୍କୁ ପାଇବେ । କିଏ କ୍ରିକେଟରେ ପାରଙ୍ଗମ ତ’ ଆଉ କିଏ ଚିକିତ୍ସା ବିଜ୍ଞାନରେ । ବିରାଟ୍ କୋହଲି, ଏମିତି ସଟ୍ ମାରିବାର ନଥିଲା । ଟସ୍ ଜିତି ବ୍ୟାଟିଂ କାହିଁ ନେଉଥିଲା । ଏମିତି କିଏ କେଉଁ ଡାଉନ୍ରେ ଖେଳିବା…

କିଏ ଆଣୁଛି କରୋନା ଭୂତାଣୁ ? ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ, ମାରାତ୍ମକ ଭୂତାଣୁର ବାହକ ହୋଇପାରେ ବଜ୍ରକାପ୍ତା ।

କନକ ବ୍ୟୁରୋ : ଚୀନରେ କାହିଁକି ମହାମାରୀର ରୂପନେଲା ମାରାତ୍ମକ କରୋନା ଭୂତାଣୁ ? ଏ ନେଇ ଗବେଷଣା ଚାଲିଛି, ଭିନ୍ନଭିନ୍ନ କାରଣ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ବାଦୁଡ଼ି, କରୋନା ଭୂତାଣୁର ବାହକ ବୋଲି ସନ୍ଦେହ କରାଯାଉଛି । ଚୀନବାସୀ ବହୁଳ ଭାବେ ବାଦୁଡି ମାଂସ ଖାଉଥିବାରୁ ଏହି ଭୂତାଣୁ…

ଦିଲ୍ଲୀରେ ଦୁର୍ବଳ ‘ହାତ’ ! ପୁଣି କଂଗ୍ରେସକୁ ବନବାସ ପଠାଇ ପାରନ୍ତି କେଜ୍ରିୱାଲ? ଏକଜିଟ୍ ପୋଲ୍ କହିଲା ଏଥର ବି ମାଟି…

କନକ ବ୍ୟୁରୋ: ଫେଲ ମାରିଲା କଂଗ୍ରେସର ସବୁ ଚାଲ । ଅନେକ ଉଦ୍ୟମ ପରେ ବି ଏଥର ବି ଖାତା ଖୋଲିନପାରେ କଂଗ୍ରେସ । କାରଣ ବୁଥ ବାହୁଡା ମତରେ ସେଭଳି କୌଣସି ଆଶାଜନକ ମତ ହାତ ସପକ୍ଷରେ ଯାଇନି । ଅର୍ଥାତ ଏଥର ବି ଦିଲ୍ଲୀବାସୀ କଂଗ୍ରେସକୁ ବିଶ୍ୱାସକୁ ନେଇପାରି ନାହାନ୍ତି । ଭୋଟ ସରିବା ପରେ…