Daily Archives

February 8, 2020

ପୁଣି ଚିଲିକାରେ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ! ମଝି ଚିଲିକାରେ ୧୫ ମିନିଟ ଧରି ଫସି ରହିଲା ଭସା ପୋଲ, ଅନ୍ୟ ଏକ…

କନକ ବ୍ୟୁରୋ: ଚିଲିକା ମଝିରେ ଅଟକି ଗଲା ଭସାପୋଲ । ବସ ଓ କାର ସହ ପ୍ରାୟ ଶହରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଭସାପୋଲଟି ଚିଲିକା ମଝି ମହିଷା ଠାରେ ଅଟକି ଯାଇଥିଲା । ୧୫ ମିନିଟ୍ ଧରି ଭସାପୋଲ ଆଗକୁ ଯାଇ ଅଟକି ଯାଇଥିଲା । ଫଳରେ ଲୋକେ ଭୟଭୀତ ହୋଇଯାଥିଲେ । ସୂଚନା ମୁତାବକ, ଅତ୍ୟଧିକ ପବନ ଓ…

ଦିଲ୍ଲୀ କହିବ କାହାର କେତେ ଦମ୍ ? ମୋଦିଙ୍କ ଲୋକପ୍ରିୟତାର ହେବ ବଡ଼ ପରୀକ୍ଷା, ଜନମତ ହିଁ ସ୍ପଷ୍ଟ କରିବ ନାଗରିକତା ଆଇନକୁ…

କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ, ମୋଦିଙ୍କ ଲୋକପ୍ରିୟତାର ବଡ ପରୀକ୍ଷା । ନାଗରିକତା ସଂଶୋଧନ ଆଇନ୍ ଆସିବା ପରେ ଦେଶରେ ଏହା ପ୍ରଥମ ନିର୍ବାଚନ । ତେଣୁ ଦିଲ୍ଲୀବାସୀ ମୋଦି ସରକାରଙ୍କ ଏହି ଆଇନକୁ କେତେ ଗ୍ରହଣ କରିଛନ୍ତି ତାହା ନିର୍ବାଚନ ଫଳାଫଳରୁ ଜଣାପଡିଯିବ । ଏଥିସହ ରାମ ମନ୍ଦିର…

କୋଡିଏରେ ବି ଚାଲିବ କେଜ୍ରିୱାଲଙ୍କ ଯାଦୁ ? ଆପ ସପକ୍ଷରେ ଗଲା ବୁଥ ବାହୁଡା ମତ । ଏଥର ବି ଝାଡୁ ମାରି ପଦ୍ମ ପୋଛି…

କନକ ବ୍ୟୁରୋ: ଦିଲ୍ଲୀ ପାଇଁ ପରୀକ୍ଷା ସରିଲା । ପ୍ରସ୍ତୁତି, ପ୍ରତୀକ୍ଷା ପରେ ଆଜି ବହୁ ପ୍ରତିକ୍ଷିତି ପରୀକ୍ଷାରଲ ଅନ୍ତ ଘଟିଲା । ତେବେ ୩ ପ୍ରମୁଖ ଦଳର ନେତା ଓ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ଭରିଛନ୍ତି ଜନତା । କେଉଁ ଦଳକୁ ଦିଲ୍ଲୀବାସୀ ଏଥର ବାଛିଛନ୍ତି, କାହାକୁ ନିଜର କାହାକୁ ପର…

ପୁଣି ଥରେ ଦିଲ୍ଲୀ ଦରବାରର ସମ୍ରାଟ ବନିପାରନ୍ତି କେଜ୍ରିୱାଲ । ଏକଜିଟ୍ ପୋଲର ଆକଳନ, ଆପକୁ ମିଳିପାରେ ବହୁମତ ।

କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶେଷ ହୋଇଛି ଭୋଟିଂ । ଆଉ ଆସିସାରିଛି ବୁଥ୍ ବାହୁଡା ମତ । ଆଉ ବୁଥ ବାହୁଡା ମତ ଅନୁଯାୟୀ କହୁଛି, ପୁଣି ଥରେ ବିପୁଳ ଜନମତ ସହ ଦିଲ୍ଲୀ ଦଖଲ କରିବାକୁ ଯାଉଛି ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି । ବିଧାନସଭା ନିର୍ବାଚନ ସରିବା ପରେ…

ଭୋଟ ସରିଲା, ମତ ଆସିଲା । ଦିଲ୍ଲୀରେ ପୁଣି ଥରେ ଝାଡୁ ମାରିଦେବ କି ଆପ ? ବୁଥ ବାହୁଡା ମତରେ ଦିଲ୍ଲୀବାସୀ କାହାକୁ…

କନକ ବ୍ୟୁରୋ: ଆସିଲା ବୁଥ ବାହାୁଡା ମତ । ଦିଲ୍ଲୀ ଗାଦି ପାଇଁ ଭୋଟର କାହାକୁ କରିଛନ୍ତି ପସନ୍ଦ । ସେନେଇ ମତ ରଖିଛନ୍ତି ଦିଲ୍ଲୀବାସୀ । ଦିଲ୍ଲୀରେ ଏଥର ଲୋକଙ୍କ ମୁଡ କେଉଁ ଦଳ ସପକ୍ଷରେ ଯାଉଛି ତାହାକୁ ବିଭିନ୍ନ ସଂସ୍ଥା ସର୍ଭେ କରିଛନ୍ତି । ତେବେ ଇଣ୍ଡିଆ ଟିଭିର ସର୍ଭେ ଅନୁସାରେ ଆପକୁ ୪୪,…

ଭୋଟ୍ ସରିଲା, ବୁଥ୍ ବାହୁଡା ମତ ଆସିଲା । ରିପବ୍ଲିକ ଟିଭିର ଏକଜିଟ୍ ପୋଲ ରିପୋର୍ଟ ଅନୁଯାୟୀ, ପୁଣି ଥରେ ଦିଲ୍ଲୀ ଦଖଲ…

କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶେଷ ହୋଇଛି ଭୋଟିଂ । ଆଉ ଆସିସାରିଛି ବୁଥ୍ ବାହୁଡା ମତ । ରିପବ୍ଲିକ ଟିଭିର ବୁଥ ବାହୁଡା ମତ ଅନୁଯାୟୀ, ପୁଣି ଥରେ ବିପୁଳ ଜନମତ ସହ ଦିଲ୍ଲୀ ଦଖଲ କରିବାକୁ ଯାଉଛି ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି । ଦିଲ୍ଲୀରେ କାହାର ଦମ୍…