Daily Archives

February 3, 2020

ସାହସୀ ଅବିନାଶ: ପବନ ହେବାରୁ ଚିଲିକା ଗର୍ଭରେ ଭାରସାମ୍ୟ ହରାଇ ବୁଡି ଯାଉଥିଲା ଡଙ୍ଗା. ଚିଲିକା ଛାତିକୁ ଚିରି ମା’ ଓ…

କନକ ବ୍ୟୁରୋ: ଆଖି ପାଉନଥିବା ଚିଲିକା ଗର୍ଭ ଆଉ କାଳରୂପ ଧାରଣ କରିଥିବା କଳାଗୁମର ପାଣିରେ ରବିବାର ସନ୍ଧ୍ୟାରେ ଯେଉଁ ଡଙ୍ଗା ବୁଡିଥିଲା ସେଥିରେ ଥିଲା ୧୨ ବର୍ଷର ଅବିନାଶ ଭୁଜବଳ । ନିଜ ଆଖି ସାମ୍ନାରେ ମା ଓ ଭାଇ ବୁଡିଯାଉଥିବା ଦେଖି ୧୨ ବର୍ଷୀୟ ଅବିନାଶ ହାର ନମାନି ପାଣିର ଛାତି ଚିରି ଯେଉଁ…

କେରଳରେ ତୃତୀୟ କରୋନା ଭୂତାଣୁ ସଂକ୍ରମିତ ରୋଗୀ ଚିହ୍ନଟ । ରକ୍ତନମୁନାରୁ ମିଳିଲା କରୋନା ଭାଇରସ ପଜିଟିଭ୍

କନକ ବ୍ୟୁରୋ: ଭାରତରେ ତୃତୀୟ କରୋନା ଭୂତାଣୁ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛି । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଟ୍ୱିଟ୍ କରି ସୂଚନା ଦେଇଛି । ତେବେ ଗୁରୁତ୍ୂପୂର୍ଣ୍ଣ କଥା ହେଉଛି କରୋନା ଆକ୍ରାନ୍ତ ତୃତୀୟ ରୋଗୀ ମଧ୍ୟ କେରଳରୁ ଚିହ୍ନଟ ହୋଇଛି । କେରଳର କସରାଗଡ ଜିଲ୍ଲାରେ ତୃତୀୟ…

ସୋସିଆଲ୍ ମିଡିଆରେ ଉଡିଲା ଗୁଜବ : ଡେଟଲ୍ ଲିକ୍ୱିଡ୍ ବ୍ୟବହାର କଲେ ଆକ୍ରାନ୍ତ କରିବନି କରୋନା ଭାଇରସ୍ ! କମ୍ପାନୀ ଦେଲା…

ଚୀନରେ ଭୟଙ୍କର ରୁପ ଧାରଣ କଲାଣି କରୋନା ଭାଇରସ । ଏହି ଭୟାବହ ଭୂତାଣୁ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୩୬୦ ରେ ପହଞ୍ଚିଛି । ପ୍ରାୟ ୧ ହଜାର ଆକ୍ରାନ୍ତଙ୍କ ଅବସ୍ଥା ଉଦବେଗ ଜନକ ରହିଛି । ୧୪ ହଜାର ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥାରେ ରଖାଯାଇଛି । ବିଶ୍ୱବ୍ୟାପୀ ୧୮ ହଜାର ଲୋକ…

ସୁନାବେଢ଼ାରେ ଛାତ୍ରଙ୍କୁ ନିର୍ଯାତନା ଅଭିଯୋଗ । ବିଶୃଙ୍ଖଳା ପରେ ଛାତ୍ରଙ୍କ ଚୁଟି କାଟିବା ସହ ଅପମାନିତ କରାଯାଇଥିବା ନେଇ…

କନକ ବ୍ୟୁରୋ: ସୁନାବେଡାରେ  ଛାତ୍ରଙ୍କୁ  ନିର୍ଯାତନା  ଅଭିଯୋଗ । ସହରର ନେତାଜୀ ଇଂଲିସ ମିଡିୟମ ସ୍କୁଲର ଛାତ୍ରଙ୍କୁ  ସ୍କୁଲ କର୍ତ୍ତୃପକ୍ଷ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଛାତ୍ରଙ୍କ  ସମ୍ପର୍କୀୟ ଏ ନେଇ ସୁନାବେଡା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଗତ ୩୦…

ନିଖୋଜ୍ ଶୁଭେନ୍ଦୁଙ୍କୁ ଖୋଜୁନି ପୋଲିସ୍ : ତଦନ୍ତ ଅବହେଳା ଅଭିଯୋଗ କରି ପରିବାର ଲୋକ ଓ ଗ୍ରାମବାସୀଙ୍କ ରାସ୍ତାରୋକ

କନକ ବ୍ୟୁରୋ : ନିଖୋଜ୍ ପୁଅକୁ ଖୋଜୁନି ପୋଲିସ୍ । ଶୁଭେନ୍ଦୁ ମଲ୍ଲିକଙ୍କ ନିଖୋଜ ପରେ ତଦନ୍ତ ଅବହେଳା ଅଭିଯୋଗରେ ରାସ୍ତାରୋକ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଘେରାଉ କରିବା ସହ ବାଲିଗୁଡ଼ା-ଜି.ଉଦୟଗିରି ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ପରିବାର ବର୍ଗ ଓ ସ୍ଥାନୀୟ…

କିନ୍ନର କଲେ ଶିବତାଣ୍ଡବ : ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ଫାଶୀ ତାରିଖ ଘୁଞ୍ଚାଇବାକୁ ନେଇ ତାତିଲେ କିନ୍ନର ଅନୁଷ୍କା ,…

ତାରିଖ ପରେ ତାରିଖ ବଦଳୁଛି , ନ୍ୟାୟ ପାଇଁ ବର୍ଷ ବର୍ଷ ଗଡିଚାଲିଛି । ୧୬ ଡିସେମ୍ବର ୨୦୧୨ ରୁ ୩ ଫେବୃୟାରି ୨୦୨୦ । ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ସୈତାନଙ୍କୁ ଫାଶୀ ମିଳିବାକୁ ୭ ବର୍ଷ ବିତିସାରିଲାଣି । ହେଲେ ଏବେବି ନ୍ୟାୟ ଅପେକ୍ଷାରେ ନିର୍ଭୟାଙ୍କ ପରିବାର । ଦୋଷୀମାନେ ଆଇନ ଗଳାବାଟ ଦେଇ…