Daily Archives

February 2, 2020

କରୋନା ଭାଇରସ୍ ଭୟ : ଚୀନ ନାଗରିକଙ୍କ ଇ-ଭିଜା ସୁବିଧା ଉପରେ ଭାରତ ପକ୍ଷରୁ ସାମୟିକ କଟକଣା

କନକ ବ୍ୟୁରୋ : କରୋନା ଭାଇରସ୍ ପାଇଁ ଚୀନରେ ହାହାକାର । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି କରୋନା । ସୁରକ୍ଷା ଦୃଷ୍ଟିରୁ ଭାରତ ଚୀନ ନାଗରିକଙ୍କ ଅନଲାଇନ୍ ଭିଜା ଆବେଦନ ଉପରେ ସାମୟିକ କଟକଣା ଜାରି କରିଛି । ଏହାସହ ଚୀନରେ ଥିବା ଅନ୍ୟ ବିଦେଶୀ…

ଚାଲିଥିଲା ବଜେଟ୍ ଉପସ୍ଥାପନା, ଶୋଇ ପଡୁଥିଲେ ମନ୍ତ୍ରୀ ! ସଂସଦରୁ ଭାଇରାଲ ହେଲା ମନ୍ତ୍ରୀଙ୍କ ଶୟନ ସମୟର ଚିତ୍ର ।

କନକ ବ୍ୟୁରୋ : ଫେବୃଆରୀ ୧ ତାରିଖ ଅର୍ଥାତ ଗତକାଲି ଚଳିତ ଦଶନ୍ଧିର ପ୍ରଥମ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର । ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ମୋଟ ୩୦ ଲକ୍ଷ ୪୨ ହଜାର ୨୩୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ସଂସଦରେ…

ଶ୍ରୀନଗର ଲାଲଚୌକରେ ଆତଙ୍କୀ ଆକ୍ରମଣ : ଗ୍ରେନେଡ଼୍ ମାଡ଼ରେ ୨ ଯବାନ ଆହତ

କନକ ବ୍ୟୁରୋ : ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସିଆରପିଏଫ୍ ଯବାନଙ୍କ ଉପରେ  ଗ୍ରେନେଡ ଆକ୍ରମଣ । ଘଟଣାଟି ଘଟିଛି ଶ୍ରୀନଗରରେ ଥିବା ଲାଲଚୌକର ପ୍ରତାପ ପାର୍କରେ ।  ଏହି ଆକ୍ରମଣ ଘଟଣାରେ ୨ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଆକ୍ରମଣ ପଛରେ କେଉଁ ଗୋଷ୍ଠୀର ହାତ ରହିଛି, ତାହା ଏଯାବତ୍‌ …

ନ୍ୟୁଜିଲାଣ୍ଡ ମାଟିରୁ ସିରିଜ୍ ପୋଛିନେଲା ଭାରତ । କିୱି ଦଳ ବିପକ୍ଷରେ କୋହଲି ବାହିନୀର କ୍ଲିନ୍ ସୁଇପ୍, ଅନ୍ତିମ…

କନକ ବ୍ୟୁରୋ : ସିରିଜ୍ ପୋଛିନେଲା ଭାରତ । କିୱି ଦଳକୁ ମାତ୍ ଦେଇ କୋହଲି ବାହିନୀର କ୍ଲିନ୍ ସୁଇପ୍ । ନ୍ୟୁଜିଲାଣ୍ଡ ବିପକ୍ଷ ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୫-୦ରେ ପୋଛିନେଇଛି ଟିମ୍ ଇଣ୍ଡିଆ । ଆଜି ଖେଳାଯାଇଥିବା ରୋମାଞ୍ଚକର ୫ମ ଟି-୨୦ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର…

କଂଗ୍ରେସ ଜାରି କଲା ଘୋଷଣାପତ୍ର : ବେକାର ଯୁବବର୍ଗଙ୍କୁ ମାସିକ ୫୦୦୦ରୁ ୭୫୦୦ ଟଙ୍କା ଭତ୍ତା, ସିଏଏକୁ ସୁପ୍ରିମକୋର୍ଟରେ…

କନକ ବ୍ୟୁରୋ : ପାଖେଇ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଭୋଟ୍ ପାଇଁ ଚାଲିଛି କସରତ । ନିର୍ବାଚନ ପାଇଁ ଏବେଠାରୁ ରାଜନୀତି ଉଷ୍ମ ହେବାରେ ଲାଗିଲାଣି । ର୍ବାଚନ ପାଖେଇ ଆସୁଥିବା ବେଳେ କୌଣସି ମୌକାକୁ ହାତଛଡା କରିବାକୁ ଚାହୁଁନାହାନ୍ତି ନେତା । ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଦିଲ୍ଲୀ…

ତେଲେଙ୍ଗାନା ପୁଲିସକୁ ବଡ଼ ଧରଣର ସଫଳତା : ଅପରେସନ୍ ସ୍ମାଇଲ୍-୪ ଅଭିଯାନ ମାଧ୍ୟମରେ ୩୬୦୦ଜଣ ଶିଶୁ ଉଦ୍ଧାର

କନକ ବ୍ୟୁରୋ : ତେଲେଙ୍ଗାନା ପୁଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା । ତେଲେଙ୍ଗାନା ପୁଲିସ୍ ରାଜ୍ୟରେ ଅପରେସନ୍ ସ୍ମାଇଲ୍-୪ ଅଭିଯାନ ଚଳାଇ ଗତ ଜାନୁଆରି ମାସରେ ୩୬୦୦ଜଣ ଶିଶୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ଏହି ନିଷ୍ପାପ ଶିଶୁମାନେ ଘର ଛାଡ଼ି ସହରାଞ୍ଚଳର ବିଭିନ୍ନ ହୋଟେଲ୍, ଦୋକାନ,…