Monthly Archives

December 2019

ନନ୍ଦକାନନରେ ୧୪ ବର୍ଷୀୟ କଲରାପତରିଆ ବାଘୁଣୀର ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ବର୍ଷାର ମୃତ୍ୟୁ ସୂଚନା : ଗର୍ଭାଶୟ…

କନକ ବ୍ୟୁରୋ : ନନ୍ଦନକାନନରେ ଜୀବଜନ୍ତୁଙ୍କ ମୃତ୍ୟୁ ପିଛା ଛାଡୁ ନାହିଁ । ସୋମବାର ପୁଣି ଏକ କଲରାପତରିଆ ବାଘୁଣୀର ବର୍ଷାର ମୃତ୍ୟୁ ହୋଇଛି । ଗତ ଜୁଲାଇ ୩୦ ତାରିଖରେ ବାଘୁଣୀର ଗର୍ଭାଶୟ ପଦାକୁ ବାହାରିଆସିବାରୁ ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରକୁ ଆଣି ଅସ୍ତ୍ରୋପଚାର କରାଯାଇଥିଲା ।…

ବଲାଙ୍ଗୀରରେ ଆଜି ଆଦିବାସୀଙ୍କ ଶୁଳିଆ ଯାତ୍ରା  । ଶହଶହ ପଶୁ ପକ୍ଷୀ ବଳି ପକାଇବେ ମାନସିକଧାରୀ : ରକ୍ତ ରଂଜିତ ହେବ…

କନକ ବ୍ୟୁରୋ : ଆଜି ବଲାଙ୍ଗିରରେ ଆଦିବାସୀଙ୍କ ଶୁଳିଆ ଯାତ୍ରା । ଆଦିବାସୀଙ୍କ ପାରମ୍ପରିକ ପୂଜାରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଶହ ଶହ ପଶୁ ପକ୍ଷୀଙ୍କ ବଳି ପଡିବ । ମାନସିକଧାରୀ ମାନେ ଆଜି ପଶୁ ପକ୍ଷୀ ବଳି ଦେବେ । ରକ୍ତ ରଂଜିତ ହେବ ଶୁଳିଆ ପୀଠ । ପୂର୍ବରୁ ଅନେକ ବାର ପ୍ରଶାସନ ତରଫରୁ ବଳି…

ଆଜିିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଦ୍ୱାପର ଯୁଗକୁ ଫେରିଯିବ ବରଗଡ ସହର : ମୁକ୍ତକାଶ ରଂଗମଂଚରେ…

କନକ ବ୍ୟୁରୋ : ଆଜିଠୁ ମଥୁରାରେ ଚାଲିବ କଂସ ରାଜୁତି । ମହାରାଜ କଂସଙ୍କ ହସରେ କମ୍ପିବ ମଥୁରା ସମେତ ପୂରା ବରଗଡ । ଆଉ କଂସ ଦରବାରରେ ଚାଲିବ ମହାନାଟକ । କାରଣ ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି ବରଗଡରେ ଚାଲିବ ମୁକ୍ତାକାଶ ରଙ୍ଗମଞ୍ଚ । ସେପଟେ…

ସାରା ରାଜ୍ୟରେ ଶୀତ ଲହରୀ ଜାରି ! ଆସନ୍ତାକାଲି କେତେକ ସ୍ଥାନରେ ହୋଇପାରେ ବର୍ଷା

କନକ ବ୍ୟୁରୋ : ସାରା ରାଜ୍ୟରେ ପ୍ରବଳ ଶୀତ ହେଉଛି। ଆଜି ବି ୫ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ଅନୁଗୁଳ, କେନ୍ଦୁଝର, ଦେବଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅପରପକ୍ଷେ ନୂଆବର୍ଷ ଦିନ ଥଣ୍ଡା…

କାଲିଠୁ ‘କଂସରାଜ’: ଧନୁଯାତ୍ରାର ଧୁନରେ ଦୁଲୁକିବ ବରଗଡ । ବିଶ୍ୱର ବଡ ମୁକ୍ତାକାଶ ମଞ୍ଚକୁ ଓହ୍ଲାଇବେ କଂସ ମହାରାଜ,…

କନକ ବ୍ୟୁରୋ: ରାତି ପାହିଲେ ମଥୁରାରେ ଚାଲିବ କଂସ ରାଜୁତି । ମହାରାଜ କଂସଙ୍କ ହସରେ କମ୍ପିବ ମଥୁରା ସମେତ ପୂରା ବରଗଡ । ଆଉ କଂସ ଦରବାରରେ ଚାଲିବ ମହାନାଟକ । କାରଣ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି ବରଗଡରେ ଚାଲିବ ମୁକ୍ତାକାଶ ରଙ୍ଗମଞ୍ଚ ।…

ବାହାଘରରେ ସୁନା ଦେବେ ସରକାର । ନୂଆବର୍ଷରୁ ବିବାହରେ ଉପହାର ସ୍ୱରୂପ ୧୦ ଗ୍ରାମ ସୁନା ଦେବେ ସରକାର, ଜାଣନ୍ତୁ କେଉଁଠି…

୨୦୨୦ରେ ବିବାହ କରୁଥିବା ଝିଅଙ୍କ ପାଇଁ ଖୁସିଖବର । କାରଣ ସୁନା ଦେବେ ସରକାର । ବିବାହ କରୁଥିବା ଯୁବତୀଙ୍କୁ ଉପହାର ସ୍ୱରୂପ ୧୦ ଗ୍ରାମ ସୁନା ଦେବାକୁ ଯାଉଛନ୍ତି ସରକାର । ୨୦୨୦ ଜାନୁଆରୀ ୧ରୁ ଏହି ଯୋଜନା ଲାଗୁ କରିବାକୁ ଯାଉଛନ୍ତି ସରକାର । ତେବେ ଏହି ଯୋଜନାର ଲାଭ ଉଠାଇବାକୁ ହେଲେ କିଛି…