Monthly Archives

December 2019

ନୂଆବର୍ଷରେ ନୂଆନୂଆ ଦିଶିବ ପୁରୀ । ଦିନକ ପରେ ନୂଆବର୍ଷ ଥିବାରୁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଜୋରସୋରରେ ଚାଲିଛି କାମ

କନକ ବ୍ୟୁରୋ: ନୂଆବର୍ଷ ପାଇଁ ନୂଆ ରୁପରେ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ସୌନ୍ଦର୍ଯ୍ୟ ସହ ସବୁଜିମାରେ ଝଲସୁଛି ଜଗନ୍ନାଥ ଧାମ । ନୂଆବର୍ଷକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ସୌନ୍ଦର୍ଯ୍ୟକରଣ କାମ ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି । ବଡ଼ଦାଣ୍ଡ, ନବ ନିର୍ମିତ ସେଡ ବା’ ଛାମୁଣ୍ଡିଆ ଏବଂ ମନ୍ଦିରର…

ହକ ପାଇଁ ଅନ୍ନଦାତାଙ୍କ ଆନ୍ଦୋଳନ : କେଉଁଠି ମଣ୍ଡିରେ ତାଲା ତ ଆଉ କେଉଁଠି ରାସ୍ତା ଅବରୋଧ କଲେ ଚାଷୀ, ଧାନ ଅମଳ ସରିଥିଲେ…

କନକ ବ୍ୟୁରୋ : ହକ୍ ପାଇଁ ଅନ୍ନଦାତାଙ୍କ ଆନ୍ଦୋଳନ । କେଉଁଠି ମଣ୍ଡିରେ ତାଲା ପଡ଼ିଛି, ତ ଆଉ କେଉଁଠି ଧାନ ବିକ୍ରି ପାଇଁ ରାସ୍ତାକୁ ଓହ୍ଲାଇଛି ଚାଷୀ । କିଛି ସ୍ଥାନରେ ଏଭଳି ସ୍ଥିତି ରହିଛି ଯେ, ଧାନ ଅମଳ ହୋଇଥିଲେ ସୁଦ୍ଧା ଚାଷୀ ଧାନ ବିକ୍ରି କରିପାରୁନାହାଁନ୍ତି । ବିକ୍ରି ଅପେକ୍ଷାରେ…

କରଞ୍ଜିଆରେ ଅଭାବନୀୟ ଘଟଣା : ହାତୀକୁ ଗୋଡାଉବା ପରେ ପାଲଟା ଆକ୍ରମଣ ପାଇଁ ଗୋଡାଇଲା ଦନ୍ତା, କଲଭର୍ଟ ତଳେ ଲୁଚି ଜୀବନ…

କନକ ବ୍ୟୁରୋ : ହାତୀ-ମଣିଷ ଲଢ଼େଇରେ ଅଳ୍ପକେ ବର୍ତ୍ତିଲା ମଣିଷ । ଜନବସତି ଆଡକୁ ମାଡ଼ି ଆସିଥିବା ଜଙ୍ଗଲି ହାତୀକୁ ଘଉଡାଇବାକୁ ଉଦ୍ୟମ କରୁଥିବା ବେଳେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା  । କେନ୍ଦୁଝର ଜିଲ୍ଲା କରଜିଂଆ ରେଂଜ ଘରମାବେଡା ଜଙ୍ଗଲରୁ ଆସିଥିବା ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି ।…

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲରେନ୍ସ ନୀତି : ଲାଞ୍ଚ ନେଇ ଧରାପଡିବା ପରେ ନିଲମ୍ବିତ ହେଲେ ଆଇଏଏସ…

କନକ ବ୍ୟୁରୋ : ଲାଞ୍ଚ ନେଇ ନିଲମ୍ବିତ ହୋଇଛନ୍ତି ଆଇଏଏସ ଅଫିସର ।  ସରକାରୀ କର୍ମଚାରୀ ଲାଞ୍ଚ ନେଇ ଜେଲ୍ ଯିବା ଆପଣ ଜାଣିଥିବେ । ଜେଇ ଠାରୁ ଆରମ୍ଭ କରି କିରାଣୀ ଓ ଅନ୍ୟ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିବା ନିତିଦିନିଆ କାହାଣୀ । ହେଲେ ଆଜି ଲକ୍ଷେ ଟଙ୍କାର ଲାଞ୍ଚ…

ଏମିତି ଦେଖାଯିବ ଶ୍ରୀକ୍ଷେତ୍ର । ଫଟୋରେ ଫଟୋରେ ଦେଖନ୍ତୁ ପରିବର୍ତ୍ତନ ପରେ କେମିତି ଦେଖାଯିବ ପୁରୀ…

କନକ ବ୍ୟୁରୋ: ଭକ୍ତିମୟ ପରିବେଶରେ ଭଗବାନଙ୍କୁ ପାଇବେ ଭକ୍ତ । ସବୁଜିମାରେ ଭରପୁର ହେବ ଶ୍ରୀମନ୍ଦିର ଚାରିପାଖ । ଶାନ୍ତ ପରିବେଶ, ଶୀତଳ ପବନ ଆଉ ସବୁଜ ଗଛରୁ ଛାଇ ଫାଙ୍କରୁ ଭକ୍ତ ଦେଖିବେ ବଡ ଦେଉଳର ନେତ । ଡହଡହ ଖରାରେ ନୁହେଁ ବରଂ ଗଛ ଛାଇ ତଳେ ବସି ଜଗା ଦର୍ଶନ କରିବେ ଭକ୍ତ । ପୁରୀର…

ନୂଆବର୍ଷକୁ ପାଣିଚିଆ କରିଦେବ ବର୍ଷା : ଆହୁରି ୨ଦିନ ଜାରି ରହିବ ଶୀତର ପ୍ରକୋପ, ଆଗାମୀ ୧ ଓ ୨ ତାରିଖରେ ଦକ୍ଷିଣ ଓ…

କନକ ବ୍ୟୁରୋ : ବର୍ଷା ପାଣିଚିଆ କରିପାରେ ନୂଆବର୍ଷ ମଜା । କାରଣ ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ  ୧ ଓ ୨ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ହୋଇପାରେ । ଏଥିସହ ଆଗାମୀ ୨ଦିନ ଶୀତର ପ୍ରକୋପ ଜାରି ରହିବ ବୋଲି କହିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ । ସୋନପୁପରେ ସର୍ବନିମ୍ନ…