Daily Archives

December 28, 2019

ମୋବାଇଲରେ ପଇଠ କରି କାଟିହେବ ପାଉତି । ରାଜ୍ୟ ସରକାର ଆଣିଲେ ମୋବାଇଲ୍ ‘ପାଉତି’ ଆପ୍ । ଅନଲାଇନରେ ମିଳିବ ଜାତିଗତ…

କନକ ବ୍ୟୁରୋ: ଏଣିକି ଖଜଣା ଦେବାକୁ ଆଉ ସମସ୍ୟା ହେବନାହିଁ । ମୋବାଇଲରେ ପାଉତି କାଟିପାରିବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଆରମ୍ଭ କରିଛି ‘ପାଉତି’ ଆପ୍ । ଆଜି ଏହି ଆପ୍କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି  ଅନଲାଇନରେ ମିଳିବ ବିଭିନ୍ନ ପ୍ରମାଣ…

ଜାଡରେ ଥରୁଛି ସାରା ଓଡିଶା । ୧୦ଡିଗ୍ରୀ ତଳେ ୯ଟି ସହରର ତାପମାତ୍ରା । ୧୮ ଜିଲ୍ଲାରେ ଅରେଂଜ ୱାର୍ଣ୍ଣିଂ ଓ ୪ ଜିଲ୍ଲାରେ…

କନକ ବ୍ୟୁରୋ : ଜାଡରେ ଥରୁଛି ସାରା ଓଡିଶା । ମୟୂରଭଞ୍ଜଠୁ ମାଲକାନଗିରି, ସମ୍ବଲପୁରରୁ ଜଗତସିଂହପୁର ଯାଏଁ ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା ତିନି ଦିନ ଯାଏ ରାଜ୍ୟରେ ଜାରି ରହିବ ଶୀତ ଲହରୀ । ସେପଟେ ଏହାର ମୁକାବିଲା ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ…

କାହିଁକି ଆତ୍ମହତ୍ୟା କଲେ ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ? ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ, କାଲିଠୁ…

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ କେମିତି ହେଲା । ଦେବନାରାୟଣଙ୍କ ମୃତଦେହ ସତୀଗୁଡା ଜଳଭଣ୍ଡାର ଭିତରୁ ଉଦ୍ଧାର ହୋଇଥିବା ବେଳେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ କାହିଁକି ଜିଲ୍ଲାପାଳଙ୍କ ପିଏ ଆତ୍ମହତ୍ୟା କଲେ, ତାହା…

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ବଢୁଛି ରାଜନୀତି । କଂଗ୍ରେସ, ବିଜେପିର କାଉଣ୍ଟର ପରେ ଉତ୍ତର ରଖିଲେ…

କନକ ବ୍ୟୁରୋ : କୋଶାଗୁମୁଡ଼ା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ବଢିଚାଲିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେଡି, କଂଗ୍ରେସ ଓ ବିଜେପି । ଏହି ଘଟଣାରେ ବିଜେଡି ନେତା ସଞ୍ଜୟ ଦାସବର୍ମା ରଖିଥିବା ବୟାନକୁ ନେଇ କଂଗ୍ରେସ ନେତା ପ୍ରଦୀପ ମାଝି ଏବଂ ବିଜେପି ନେତା ଭୃଗୁ…

ନବରଙ୍ଗପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଲାଗିଲା ରାଜନୀତିର ନିଆଁ । ସଂଜୟ ଦାସବର୍ମାଙ୍କ ବୟାନକୁ ନେଇ…

କନକ ବ୍ୟୁରୋ : ନବରଙ୍ଗପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଜୋର ଧରିଲା ରାଜନୀତି । ଘଟଣାରେ ବିଜେଡି ନେତା ସଂଜୟ ଦାସବର୍ମା ରଖିଥିବା ବୟାନକୁ ନେଇ ଆପତ୍ତି ଉଠାଇବା ସହ ସିଧାସଳଖ ପୁଲିସ୍ ଏବଂ ଶାସକ ଦଳ ଭିତରେ ବୁଝାମଣା ଥିବା ବିଜେପି ଅଭିଯୋଗ କରିଛି । ଜାଣିଶୁଣି ପୁଲିସକୁ ବିଜେଡି…

ଏସପ୍ଲାନେଡ୍ ମଲର ଗୁଣ୍ଡାଗିରି । ବେଆଇନ୍ ପାର୍କିଂ ଫି ଆଦାୟ ସମ୍ପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମହିଳା…

କନକ ବ୍ୟୁରୋ : ଭୁବନେଶ୍ୱର ଏସପ୍ଲାନେଡ୍ ମଲର ଗୁଣ୍ଡାଗିରି । ମହିଳା ସାମ୍ବାଦିକଙ୍କୁ ମାଡ ମାରିଲେ, କ୍ୟାମେରା ଭାଙ୍ଗିଦେବାକୁ ଧମକ ଦେଲେ ! ବେଆଇନ୍ ପାର୍କିଂ ଫି ଆଦାୟ ସମ୍ପର୍କିତ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଆଜି ଏମିତି କିଛି ଘଟଣା ଘଟିଥିଲା ରସୁଲଗଡ ସ୍ଥିତ ଏସପ୍ଲାନେଡ୍ ମଲ୍…