Monthly Archives

November 2019

ଖରିଫ ଧାନ ସଂଗ୍ରହ ପାଇଁ ତତ୍ପରତା : ବଳକା ଧାନ ବି କିଣିବେ ରାଜ୍ୟ ସରକାର,ନିର୍ଦ୍ଧିଷ୍ଟ ଅଭିଯୋଗ ପାଇଁ ହେଲ୍ପଲାଇନ୍…

କନକ ବ୍ୟୁରୋ : ଧାନ ବିକ୍ରିକୁ ନେଇ ଚାରିଆଡେ ଚାଷୀଙ୍କ ମଧ୍ୟରେ ଦ୍ୱନ୍ଦ ଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ ସମସ୍ତ ଧାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।  ପଞ୍ଜିକୃତ ଚାଷୀଙ୍କଠାରୁ ଘୋଷିତ ଅମଳ ହାର ଅନୁସାରେ ସମସ୍ତ ବଳକା ଧାନ କିଣାଯିବା ନେଇ ବିଜ୍ଞାପନ ଜରିଆରେ ସୂଚନା ଦେଇଛି ଖାଦ୍ୟ…

କନକ ନ୍ୟୁଜର ପ୍ରଭାବ : ଖବର ପ୍ରସାରଣ ପରେ ଗୋଡ ହରାଇଥିବା ଶାନ୍ତନୁଙ୍କୁ ମିଳିଲା ପ୍ଲାଷ୍ଟିକ୍ ଗୋଡ଼

କନକ ବ୍ୟୁରୋ : କନକନ୍ୟୁଜର ପ୍ରଭାବ । ଖବର ପ୍ରସାରଣ ପରେ ଗୋଡ ହରାଇଥିବା ଶାନ୍ତନୁଙ୍କୁ ପାଇଛନ୍ତି ପ୍ଲାଷ୍ଟିକ୍ ଗୋଡ । ଏବେ ସେ ଆଉ ଅକ୍ଷମ ନୁହଁନ୍ତି , ସାଧାରଣ ଲୋକଙ୍କ ପରି ହୋଇ ଯାଇଛନ୍ତି ସକ୍ଷମ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଶାନ୍ତନୁଙ୍କ ପାଇଁ ସହଯୋଗର ହାତ ବଢାଇଥିଲା ପୁରୀର…

ଝାଡ଼ଖଣ୍ଡ : ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭୋଟିଂ ଚାଲିଥିବାବେଳେ ନକ୍ସଲ ଆକ୍ରମଣ, ଗୁମଲାରେ ନକ୍ସଲ ଉଡାଇଲେ ପୋଲ…

ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସକାଳ ୭ ଟାରୁ ଜାରି ରହିଛି ୧୩ ଟି ଆସନ ପାଇଁ ମତଦାନ । ରାଜ୍ୟର ୬ଟି ଜିଲ୍ଲାରେ ଚାଲିଛି ବିଧାନସଭା ଆସନ ପାଇଁ ମତଦାନ । ମତାଧିକାର ସାବ୍ୟସ୍ତ କରୁଛନ୍ତି ୩୭ ଲକ୍ଷ ୮୩ହଜାର ମତଦାତା । ନିର୍ଦ୍ଧାରିତ ହେବ ମୈଦାନରେ ଥିବା ୧୮୯ ଜଣ…

ବୟସ ଅନୁପାତ‌ରେ ଓଡ଼ିଶାରେ ପିଲାମାନଙ୍କ ଉଚ୍ଚତା କମ୍‌ : ସିଏନ୍‌ଏନ୍‌ଏସ୍‌ ସର୍ଭେ ରିପୋର୍ଟ

କନକ ବ୍ୟୁରୋ : ବୟସ ଅନୁପାତ‌ରେ ଓଡ଼ିଶାରେ ପିଲାମାନଙ୍କ ଉଚ୍ଚତା କମ୍‌ । କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଏବଂ କମ୍ପ୍ରେନସିଭ୍ ନ୍ୟାସନାଲ ନ୍ୟୁଟ୍ରିସନ ସର୍ଭେ (ସିଏନ୍‌ଏନ୍‌ଏସ୍‌) ଦ୍ବାରା କରାଯାଇଥିବା ସର୍ଭେରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ରିପୋର୍ଟରେ…

ପରଲୋକରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ : ଜାପାନ ପୂର୍ବ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେଙ୍କ ୧୦୧ ବର୍ଷରେ ପରଲୋକ…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେଙ୍କ ୧୦୧ ବର୍ଷରେ ପରଲୋକ ହୋଇଯାଇଛି । ଗଣମାଧ୍ୟମରୁ ଶୁକ୍ରବାର ଏହାର ସୂଚନା ମିଳିଛି । ୧୯୮୨ ନଭେମ୍ବରରୁ ୧୯୮୭ ମସିହା ଯାଏଁ ନାକାସୋନେ ଜାପାନର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାଇ, ଜାପାନର…

ବିଦେଶ ଯିବ ନାହିଁ ବ୍ୟାଗ୍ ବିକାଳିର ପୁଅ !! ନାସା ନାଁରେ ଠକେଇ, ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଓ ସରକାରୀ କଳ…

କନକ ବ୍ୟୁରୋ : ନାସାକୁ ଯିବେ ବୋଲି ଶୁଭ୍ରାଂଶୁଙ୍କ ପାଦ ତଳେ ଲାଗୁ ନଥିଲା। ବିଶ୍ୱର ସର୍ବବୃହତ୍‌ ଅନ୍ତରୀକ୍ଷ ଗବେଷଣା ସଂସ୍ଥାକୁ ପୁଅ ଯିବ ଭାବି ବାପା, ମା ବି ଖୁସିରେ ଅଧୀର ହୋଇ ପଡ଼ିଥିଲେ। ସାଙ୍ଗ ସାଥୀ ଓ ସ୍କୁଲର ଶିକ୍ଷକ, କର୍ମଚାରୀ ଗର୍ବରେ ଫାଟି ପଡ଼ୁଥିଲେ। ଆମେରିକା ଯିବା ପାଇଁ ଟଙ୍କା…