Daily Archives

November 18, 2019

ଗଣଶିକ୍ଷା ମନ୍ତ୍ରୀଙ୍କ ଗଡ଼ରୁ ଆସିଛି ଅସଜଡା ଶିକ୍ଷା ବ୍ୟବସ୍ଥାର ଅସଲ ଚିତ୍ର । ସାର୍ ଆସୁଛନ୍ତି ପ୍ରେଜେଣ୍ଟ ପକାଇ…

କନକ ବ୍ୟୁରୋ : ଶିକ୍ଷାମନ୍ତ୍ରୀଙ୍କ ଗଡ଼ରେ ଶିକ୍ଷାର ନଗ୍ନ ଚିତ୍ର । ଓଡ଼ିଆରେ ଲେଖିପାରୁନାହାନ୍ତି ଚତୁର୍ଥ ଶ୍ରେଣୀର ପିଲା । କେଉଁ ସ୍କୁଲରେ ପିଲା ଶିକ୍ଷକଙ୍କ ଅପେକ୍ଷାରେ ତ କେଉଁଠି ଶିକ୍ଷକ ଖଟିରେ ବ୍ୟସ୍ତ । ଏପରି ଏକ ଲଜ୍ୟାକର ଘଟଣା ଦେଖିବାକୁ ମିଳିଛି ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ…

ସହରକୁ ମାଡି ଆସିଲାଣି ସବୁଜ ଜହର । ନାଁକୁ ଚାଲିଛି ଧରପଗଡ଼, ପ୍ରଶାସନକୁ ଖାତିର ନକରି ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ…

କନକ ବ୍ୟୁରୋ : ରାଜ୍ୟରେ ବେଧଡକ ଭାବେ ବଢି ଚାଲିଛି ବେଆଇନ ଗଂଜେଇ ଚାଷ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରୁ ଆରମ୍ଭ ହୋଇ ଏବେ ସବୁଜ ବିପ୍ଲବ ପରି ରାଜ୍ୟର ଅନେକ ଜିଲ୍ଲାକୁ ବ୍ୟାପି ଯାଇଛି ଗଂଜେଇ ଚାଷ । ମାଲକାନଗିରି ଜିଲ୍ଲା ସଦର ମହକୁମା ଆଖ ପାଖ ଅଞ୍ଚଳରେ ମଧ୍ୟ ପୁଲିସ ଓ ପ୍ରଶାସନର…

କୁକୁର ଉପରେ ଗାଡ଼ି ଚଢ଼ାଇ ଫସିଗଲେ ଓଲା ଡ୍ରାଇଭର : ଗିରଫ କଲା ପୋଲିସ୍

କନକ ବ୍ରୁରୋ : କୁକୁର ଉପରେ ଗାଡ଼ି ଚଢ଼ାଇ ଚାଳକ ଗିରଫ । କୁକୁର ଛୁଆକୁ ଗାଡ଼ି ତଳେ ଚାପି ମାରିଦେଇଥିବା କାରଣରୁ ଜଣେ ଓଲା ଚାଳକଙ୍କୁ ଚନ୍ଦ୍ରଶେଖର ପୁଲିସ ସୋମବାର ଗିରଫ କରିଛି । ଗିରଫ ଓଲା ଚାଳକଙ୍କ ନାମ କାହ୍ନୁଚରଣ ଗିରି ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ଶୈଳଶ୍ରୀବିହାର…

ଡେଡଲାଇନ୍ ସରିଲା, ଆନ୍ଦୋଳନ ଆରମ୍ଭ ହେଲା । ସରକାରଙ୍କୁ ଚେତାବନୀ ଦେଲେ ଚାଷୀ, ସମସ୍ୟା ପୂରଣ ନ ହେଲେ ସରକାରୀ ଅଫିସରେ…

କନକ ବ୍ୟୁରୋ : ବିଧାନସଭାରେ ଧାନ ଝଡକୁ ଦେଖାଦେଇଛି ଅଚଳାବସ୍ଥା । ଗୃହକୁ ୩ଟା ଯାଏଁ ବାଚସ୍ପତି ମୁଲତବୀ କରିଥିବା ବେଳେ ଏବେ ଏହି ସମସ୍ୟାର ସମାଧାନ ପାଇଁ ବସିଛି ବଡ ବୈଠକ । ମଣ୍ଡିରୁ ଧାନ ବିକ୍ରି ସମସ୍ୟା ଦୂର କରିବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ…

ରାଜ୍ୟସଭାରେ ବିଜେଡି ଓ ଏନସିପିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା । କହିଲେ, ଏହି ଦୁଇ ଦଳ ଠାରୁ ଅନ୍ୟ ଦଳ ଶିଖିବା ଉଚିତ୍…

କନକ ବ୍ୟୁରୋ : ମୋଦିଙ୍କ ମୁହଁରେ ବିଜେଡି ପ୍ରଂଶସା । ରାଜ୍ୟସଭାରେ ବିଜେଡି ଓ ଏନସିପିକୁ ପ୍ରଂଶସାରେ ପୋତି ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦର ଶୀତ ଅଧିବେଶନରେ ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ ବିଜେଡି ଓ ଏନସିପିର କାର୍ଯ୍ୟଶୈଳୀକୁ ପ୍ରଂଶସା କରିବାକୁ ପଛାଇ ନାହାନ୍ତି…

ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ନରସିଂହ ନେଇଥିବା ବୟାନ ନିନ୍ଦନୀୟ : ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସପକ୍ଷରେ…

କନକ ବ୍ୟୁରୋ : ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଶଙ୍କରାଚାର୍ଯ୍ୟଙ୍କ ସପକ୍ଷରେ ବାହାରିଲା ବିଜେପି । ଶଙ୍କରଚାର୍ଯ୍ୟଙ୍କୁ ନେଇ ନରସିଂହ ମିଶ୍ର ପ୍ରଶ୍ନ ଉଠାଇବା ପ୍ରସଙ୍ଗରେ ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରିଛି । ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ଏଭଳି ବୟାନ ନିନ୍ଦନୀୟ । ଜାଣିଶୁଣି ନରସିଂହ…