Daily Archives

November 17, 2019

ଅଯୋଧ୍ୟା ମାମଲାକୁ ନେଇ ମୁସଲିମ୍ ପକ୍ଷରେ ସାମ୍ନାକୁ ଆସିଲାଣି ଫାଟ। ଦିଲ୍ଲୀ ବଦଳରେ ଲକ୍ଷ୍ନୌରେ ମୁସିଲମ୍…

କନକ ବ୍ୟୁରୋ: ଅଯୋଧ୍ୟା ମାମଲାକୁ ନେଇ ମୁସଲିମ୍ ପକ୍ଷରେ ସାମ୍ନାକୁ ଆସିଲାଣି ଫାଟ । ସୁପ୍ରିମକୋର୍ଟର ଅଯୋଧ୍ୟା ରାୟ ଆସିବାର ସପ୍ତାହକ ପରେ ଦେଖିବାକୁ ମିଳିଛି ବିରୋଧ । ଦେଶର ସର୍ବୋଚ୍ଚ ଅଦାଲତଙ୍କ ରାୟ ବିରୋଧରେ ମୁସିଲମ୍ ପକ୍ଷ ପୁନଃବିଚାର ଯାଚିକା ଆବେଦନ କରିବା ନେଇ ନିଷ୍ପତି ନେବାକୁ…

କର୍ମଚାରୀଙ୍କ ସହ ମିଶି ପୋଖରୀ ସଫା କଲେ କେନ୍ଦ୍ରାପଡା ଏସପି…୩ ଘଂଟା ଧରି ଉଦ୍ୟମ ପରେ ପୋଖରୀରୁ ବାହାର କଲେ ଦଳ ଓ…

କନକ ବ୍ୟୁରୋ: କେନ୍ଦ୍ରାପଡାରୁ ଆସିଲା ଭଲ ଖବର । ପୋଖରୀ ସଫା କଲେ କେନ୍ଦ୍ରାପଡା ଏସପି । କେନ୍ଦ୍ରାପଡା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପଛରେ ଥିବା ଏକ ପରିତ୍ୟକ୍ତ ପୋଖରୀ ଦୀର୍ଘଦିନ ହେବ ଆବର୍ଜନାରେ ଭରି ରହିଥିଲା । ଏହା ଦେଖିବା ପରେ ଆଜି କେନ୍ଦ୍ରାପଡା ଏସପି ନୀତି ଶେଖର ନିଜେ ପୋଖରୀ ସମେତ…

ଗମ୍ଭୀର ହେଲେ ନିରୁଦ୍ଧିଷ୍ଟ ! ରାଜଧାନୀ ଦିଲ୍ଲୀର ଅନେକ ଗଛରେ ଲାଗିଲା ସାଂସଦଙ୍କ ଫଟୋ , ପୋଷ୍ଟରରେ ପଚରାଗଲା “କିଏ…

ଦିଲ୍ଲୀର ଆଇଓଟି ଅଞ୍ଚଳରେ ବିଜେପି ସାଂସଦ ତଥା ପୂର୍ବ କ୍ରିକେଟର୍ ଗୌତମ ଗମ୍ଭୀରଙ୍କ ନିରୁଦ୍ଧିଷ୍ଟ ଥିବା ଲାଗିଲା ପୋଷ୍ଟର୍ । ପୋଷ୍ଟର ତଳେ ଲେଖା ହୋଇଛି କ’ଣ ଆପଣ ଏହି ମହାଶୟଙ୍କୁ କେଉଁଠି ଦେଖିଛନ୍ତି ? ଶେଷଥର ପାଇଁ ଇନ୍ଦୋରରେ ଜଲେବି ଖାଇବା ସମୟରେ ଦେଖାଯାଇଥିଲା । ପୁରା ଦିଲ୍ଲୀ ଏହି…

ଖୋଲୁନି ମଣ୍ଡି, ଉଠୁନି ଧାନ: ବଲାଙ୍ଗୀର, ସମ୍ବଲପୁର ଏବଂ ବରଗଡରୁ ଆସିଲା ସମାନ ଅଭିଯୋଗ; ଟୋକନ୍ ଅପେକ୍ଷାରେ ଚାଷୀ, ଖୋଲା…

କନକ ବ୍ୟୁରୋ: ମଣ୍ଡି ଖୋଲିବା ପୂର୍ବରୁ ମିଲରେ କୁଇଂଟାଲ କୁଇଂଟାଲ ଧାନ ଓ ଚାଉଳ ଭର୍ତ୍ତି । ପ୍ରଶାସନ ଏମିତିରେ ମିଲରଙ୍କୁ ଘଂଟ ଘୋଡାଉଛି । ପୁଣି ଛାଷୀଙ୍କୁ ଘାରିଲାଣି ଅଭାବୀ ବିକ୍ରୀ ଆଶଙ୍କା । ବଲାଙ୍ଗିରର ଜିଲ୍ଲାରେ ଜିଲ୍ଲାପାଳ ଡିଏଲପିସି ମିଟିଙ୍ଗରେ ନେଭମ୍ବର ୧୫ ଠାରୁ ଧାନ କିଣା ଦିନ…

ପରିବା ଦରରେ ନିଆଁ । ପିଆଜ ପରେ ୭୦ ଟପିଲା ପୋଟଳ କିଲୋପିଛା ଦର , ୬୦ ଛୁଇଁଲା କଲରା : ବାଇଗଣ , ବିନ୍, ଭେଣ୍ଡି କେଜି ୫୦…

କନକ ବ୍ୟୁରୋ : ପରିବା ଦରରେ ନିଆଁ । ବଜାରକୁ ଗଲେ ଡରାଉଛି ପରିବା ଦର । ପିଆଜ ପରେ ଏବେ ୭୦ ଟଙ୍କା ଟପି ଯାଇଛି ପୋଟଳ କିଲୋପିଛା ଦର । ସେହିପରି କଲରା କିଲୋପିଛା ଦର ମଧ୍ୟ ୬୦ ଉପରେ ରହିଛି । ବାଇଗଣ , ବିନ୍, ଭେଣ୍ଡି କେଜି ପିଛା ୫୦ ଉପରେ ରହିଛି । ଟିକେ ଭଲ ପରିବା ହେଲେ ଏହି ଦର ଆହୁରି…

ଖୋଲିଲା ସାବରିମାଳା ମନ୍ଦିର, ହେଲେ ଦର୍ଶନରୁ ବଞ୍ଚିତ ହେଲେ ମହିଳା । ପରମ୍ପରା ନାଁରେ ବେସ୍ କ୍ୟାମ୍ପରୁ ମହିଳା…

କନକ ବ୍ୟୁରୋ: ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର । ହେଲେ ପ୍ରଥମ ଦିନରେ କିନ୍ତୁ ମହିଳା ମନ୍ଦିରକୁ ପ୍ରବେଶ କରି ଦର୍ଶନ କରିବାକୁ ମିଳିଲାନି ସୁଯୋଗ । ସୁପ୍ରିମକୋର୍ଟଙ୍କ ରାୟ ପରେ ବି ସ୍ୱାମୀ ଅୟପ୍ପାଙ୍କ ପୂଜା ପାଇଁ ଯାଇଥିବା ମହିଳା ଭକ୍ତ ନିରାଶ ହୋଇ ଫେରିଛନ୍ତି । ଆନ୍ଧ୍ର…