Daily Archives

November 4, 2019

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମନ୍ଦିର ଭିତରେ ଭକ୍ତଙ୍କ ଠାରୁ ଦକ୍ଷିଣା ନେଇପାରିବେନି…

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର କ୍ଷେତ୍ରରେ ବଡ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ଏବଂ ଲଗାଇଛନ୍ତି କଟକଣା । ଏଣିକି ମନ୍ଦିର ଭିତରେ ସେବାୟତ ଭକ୍ତଙ୍କ ଠାରୁ ଦକ୍ଷିଣା ନେଇପାରିବେ ନାହିଁ । ଭକ୍ତଙ୍କୁ ହଇରାଣ କରି ସେବାୟତ, ଦକ୍ଷିଣା ଦାବି କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ…

ମରିନି ମଣିଷପଣିଆ: ରାସ୍ତା କଡରେ ପଡି ଛଟପଟ ହେଉଥିଲେ ଅସହାୟ ବ୍ୟକ୍ତି, ଦେବଦୂତ ସାଜି ସହାୟ ହେଲେ କଟକର ଦୁଇ ଯୁବକ

କନକ ବ୍ୟୁରୋ: ଜନଗହଳିପୂର୍ଣ୍ଣ ରାସ୍ତା ଆଉ ରାସ୍ତା କଡରେ ଅସହାୟ ମଣିଷ । ହାତର ୨ଟି ଆଙ୍ଗୁଳି କଟିଯାଇଛି, ଗୋଟିଏ ଆଖି ନଷ୍ଟ ହୋଇଯାଇଛି । ଯନ୍ତ୍ରଣା ଏତେ ହେଉଛି ଯେ ପାଟିରୁ କଥା ବାହାରୁନି କି ଉଠିବାକୁ ଜୁ ପାଉନି । କିଛି କରି ନପାରି କେବଳ ଗଛ ମୂଳେ ପଡି ରହି ନିସ୍ତେଜିଆ ଆଖିରେ ରାସ୍ତାକୁ…

ବାଲେଶ୍ୱରରେ ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର । କୁନି କୁନି ପିଲା ଖାଉଛନ୍ତି ପଥର ମିଶା ଥଣ୍ଡା ଭାତ ସାଙ୍ଗକୁ ପଚା ଆଳୁର…

କନକ ବ୍ୟୁରୋ : ବାଲେଶ୍ୱରରୁ ଆସିଛି ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର । ପିଲାଙ୍କ ଥାଳିରେ ପରଷା ଯାଉଛି ଗୋଡି, ପଥର ମିଶା ଥଣ୍ଡା ଭାତ ଓ ପଚା ଆଳୁର ତରକାରୀ । ଏପରି ନିମ୍ନମାନର ମଧ୍ୟାହ୍ନ ଭୋଜନ କୁନି କୁନି ପିଲାଙ୍କୁ କାହିଁକି ଖାଇବାକୁ ଦିଆଯାଉଛି ତାକୁ ନେଇ ପ୍ରଶ୍ନ ଉଠୁଛି । ପିଲାଙ୍କ…

ପୁରୁଣାଦଳର ପୁରୁଣା ରୋଗ ଜାରି । ନିରଞ୍ଜନ ହଟାଅ ଅଭିଯାନରେ ୧୦ ତାରିଖରେ ଦିଲ୍ଲୀ ଯିବେ କଂଗ୍ରେସ ନେତା, ପିସିସି…

କନକ ବ୍ୟୁରୋ : କଂଗ୍ରେସରେ ଜୋର ଧରିଛି ନିରଞ୍ଜନ ହଟାଅ ଅଭିଯାନ । ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବାରମ୍ବାର ମେଳି ବାନ୍ଧି , ବୈଠକ ପରେ ବୈଠକ କରୁଛନ୍ତି । ଏହାରି ଭିତରେ ଆସନ୍ତା ୧୦ ତାରିଖରେ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିବାକୁ ନିଷ୍ପତି ନିଆଯାଇଛି । ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ…

ଆଇପିଏଲରେ ଲାଗୁ ହୋଇପାରେ ‘ପାୱାର ପ୍ଲେୟାର’ ନିୟମ । ମ୍ୟାଚ୍ ମଝିରେ ବଦଳିବେ ଖେଳାଳି, ରୋମାଞ୍ଚକର ହେବ ମ୍ୟାଚ୍ ।

ବଦଳିବ ଆଇପିଏଲ ଢାଞ୍ଚା । ମ୍ୟାଚ୍ ମଝିରୁ ବଦଳିବେ ଖେଳାଳି । ଫଟାଫଟ୍ କ୍ରିକେଟର ଏହି ଫର୍ମାଟକୁ ଆହୁରି ରୋମାଞ୍ଚକର କରିବାକୁ ଆଇପିଏଲ ନିୟମରେ ଏକ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଆଇପିଏଲରେ ପାୱାର ପ୍ଲେୟାର ନିୟମ ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ବିସିସିଆଇ । ଏହି ନୂଆ…

ଅଫିସରେ ପଶି ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲା ଦୁର୍ବୃତ୍ତ । କାରଣ ଅସ୍ପଷ୍ଟ, ଘଟଣାର ତଦନ୍ତ କରୁଛି ପୋଲିସ

କନକ ବ୍ୟୁରୋ: ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲା ଦୁର୍ବୃତ୍ତ । ତେଲେଙ୍ଗାନାରୁ ଆସିଲା ଅଭାବନୀୟ ଘଟଣା । ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲାପୁରମେଟା ତହସିଲ ଦାରଙ୍କୁ ଜିଅନ୍ତା ନିଆଁ ଲଗାଇ ହତ୍ୟା କରାଯାଇଛି । ତେବେ ଏଭଳି ଉନ୍ମତ୍ତକାଣ୍ଡ ଘଟାଇବା ପରେ ଅପରାଧୀ ଫେରାର ହୋଇଯାଇଛି ।…