Daily Archives

October 13, 2019

ସମୟ ହୋଇନି କହି ବିଦା କରିଦେଲେ ଡାକ୍ତର, ଅଧା ବାଟରେ ଫୁଟପାଥରେ ଶିଶୁକୁ ଜନ୍ମ ଦେଲେ ପ୍ରସୂତି । କ୍ୟାପିଟାଲରେ…

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲ ଫୁଟପାଥରେ ଜଣେ ପ୍ରସୂତି ପ୍ରସବ କରିବା ଦିନ ରାତିରେ କଣ ଘଟିଥିଲା । ସେ ନେଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ମାଆ । ସେଦିନ ରାତିରେ ଘଟିଯାଇଥିବା ପୁରା ଘଟଣାର କାହାଣୀ ଆଜି କନକ ନ୍ୟୁଜରେ ବଖାଣିଛନ୍ତି ମହିଳା ଜଣଙ୍କ । କେମିତି ଡାକ୍ତରଙ୍କ…

ସାବଧାନ! ମୋ ସରକାର ସବୁ ଦେଖୁଛି । କାର୍ଯ୍ୟରେ ଅବହେଳା ପାଇଁ ସୁନ୍ଦରଗଡ ସିଡିଏମଓଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର,…

କନକ ବ୍ୟୁରୋ : ‘ମୋ ସରକାର’ ଯୋଜନାକୁ ଅତି ଗୁରୁତର ସହ ଲାଗୁ କରୁଛନ୍ତି ରାଜ୍ୟ ସରକାର । କାର୍ଯ୍ୟରେ ଅବହେଳା କଲେ ନିସ୍ତାର ନାହିଁ । ଆଜି ଏଭଳି ସନ୍ଦେଶ ଆସିଛି ସୁନ୍ଦରଗଡରୁ । ଫାଇଭ୍-ଟି ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଏନଆର୍ଏଚଏମ ନିର୍ଦ୍ଦେଶିକାଙ୍କ ଗସ୍ତବେଳେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ…

ଏୟାର ଇଣ୍ଡିଆ ପାଇଁ ସଙ୍କଟ ବଢିଲା । ଏକାସଙ୍ଗରେ ଇସ୍ତଫା ଦେଲେ ୧୨୦ ଜଣ ପାଇଲଟ ।

ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଏୟାର ଇଣ୍ଡିଆ ପାଇଁ ପୁଣି ଖରାପ ଖବର ଆସିଛି। କମ୍ପାନୀର ପ୍ରାୟ ୧୨୦ ଜଣ ଏୟାରବସ ଏ-୩୨୦ ପାଇଲଟ ସମୂହ ଇସ୍ତଫା ଦେଇଛନ୍ତି । ଏହି ସବୁ ପାଇଲଟମାନେ ନିଜ ବେତନ ଓ ପଦୋନ୍ନତିକୁ ନେଇ ଖୁସି ନଥିଲେ । ପାଇଲଟମାନଙ୍କ କହିବା ମୁତାବକ ଏୟାର ଇଣ୍ଡିଆ ପକ୍ଷରୁ…

ଦୀପାବଳି ପୂର୍ବରୁ ଦିଲ୍ଲୀ ପବନରେ ବିଷ! ଦେଖାଦେଇପାରେ ସାଂଘାତିକ ସ୍ଥିତି

ବିଷାକ୍ତ ବାୟୁ ବଳୟରେ ରାଜଧାନୀ ଦିଲ୍ଲୀ । ରାଜଧାନୀ ଦିଲ୍ଲୀର ପବନରେ ଏବେ ଭରିରହିଛି ବିଷ । ଯାହାର ଝଲକ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି । ଆଜି ସକାଳୁ ପୂରା ଦିଲ୍ଲୀ ଧୂଆଁମୟ ହୋଇଥିବାର ଦେଖିବାକୁ ମିଳିଛି । ପଡୋଶୀ ହରିୟାଣା ଓ ପଞ୍ଜାବର କୃଷକ ମାନେ ବିଲରେ ଯେଉଁ ନଡା ଜାଳୁଛନ୍ତି ତାହା…

‘5-T’ ସଚିବଙ୍କ ଆଗରେ ଦୁଃଖ ବଖାଣିଲେ ମହିଳା । ମେଡିକାଲରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ନବୁଝି ଡାକ୍ତର…

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଆଜି ରାଉରକେଲା ଯାଇଥିଲେ ୫ଟି ସଚିବ ଭି କେ ପାଣ୍ଡିଆନ । ଏହି ଅବସରରେ ଡାକ୍ତରଙ୍କ ଅବହେଳା ବାବଦରେ ପାଣ୍ଡିଆନଙ୍କ ସାମ୍ନାରେ ଆଜି ନିଜ ଦୁଃଖ ବଖାଣିଛନ୍ତି ଜଣେ ମହିଳା । ପାଣ୍ଡିଆନଙ୍କୁ ଭେଟିବାକୁ ମହିଳା ଜଣକ ବାରମ୍ବାର…

ଏ କେମିତିକା ତିନ୍ ତଲାକ୍ ? ମଦ ପିଇଲେନି କି, ମର୍ଡନ ମହିଳା ହେଲେନି ବୋଲି ପର କରିଦେଲା ସ୍ୱାମୀ ।

କନକ ବ୍ୟୁରୋ: ତିନ୍ ତଲାକ୍ ଆଇନ୍ ଲାଗୁ ପରେ ହୁଏତ ଦେଶରେ ଏହା ପ୍ରଥମ ଘଟଣା ଯାହା ଜାଣିଲେ ଆଚମ୍ବିତ ହୋଇଯିବେ । ବିହାରରେ ଜଣେ ମୁସଲମାନ ମହିଳା ଅଭିଯୋଗ କରିଛନ୍ତି ଯେ ସେ ମଦ ପିଉନଥିବା ଏବଂ ଛୋଟ ଡ୍ରେସ ପିନ୍ଧୁ ନଥିବାରୁ ତାଙ୍କର ସ୍ୱାମୀ ତିନି ତଲାକ ଦେଇଛନ୍ତି । ଏପରିକି ସେ ସାଧାରଣ…