Daily Archives

September 15, 2019

ରକ୍ତଦାନ କରି ଦୁନିଆକୁ ନୂଆ ବାର୍ତ୍ତା ଦେଲେ ଯାଜପୁରର ଦିବ୍ୟାଙ୍ଗ ଯୁବକଯୁବତୀ

କନକ ବ୍ୟୁରୋ: ସେମାନେ ଅକ୍ଷମ ନୁହଁନ୍ତି କି ଅସମର୍ଥ ନୁହଁନ୍ତି । ସମାଜ ପାଇଁ ସେମାନେ ବୋଝ ବି ନୁହଁନ୍ତି । ସେମାନଙ୍କ ଭିତରେ ସମ୍ଭାବନା ରହିଛି, ସମାଜ ପ୍ରତି କିଛି କର୍ତ୍ତବ୍ୟ ରହିଛି । ଦୁନିଆ ପାଇଁ ଦିବ୍ୟାଙ୍ଗ ଅଦରକାରୀ ନୁହଁନ୍ତି ବରଂ ଦାୟିତ୍ୱବାନ ଓ ଦୟାବାନ ବୋଲି ପ୍ରମାଣ କରି…

ଖପୁରୀ ପ୍ରତିରୋପଣ ପରେ ଜଗା ଯିବ ସ୍କୁଲ । ଜଗାର ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।

କନକ ବ୍ୟୁରୋ: ଯୋଡ଼ା ମୁଣ୍ଡରୁ ଅଲଗା ହୋଇ ଦିଲ୍ଲୀରୁ ଫେରିବା ପରେ ପୁଣି ଜଗା ବଳିଆଙ୍କୁ ନେଇ ଆସିଛି ବଡ଼ ଖବର । ସମୂର୍ଣ୍ଣ ସୁସ୍ଥ ଥିବା ଜଗାର ହେବ ଖପୁରୀ ପ୍ରତିରୋପଣ । କାରଣ ମୁଣ୍ଡରେ ଖପୁରୀ ନଥିବାରୁ ଜଗା ଏବେ ସ୍କୁଲ ଯାଇ ପାରିବ ନାହିଁ । ଖପୁରୀ ପ୍ରତିରୋପଣ ପରେ ହିଁ ସେ ସ୍କୁଲ ଯିବା ସମ୍ଭବ…

ଦ୍ୱନ୍ଦ୍ୱରେ ଦିବ୍ୟାଙ୍ଗ ଡ୍ରାଇଭର: ନୂଆ ଆଇନ ବନ୍ଦ କରିଦେବ କି ବେଉସାର ବାଟ, ଅଟକିଗଲେ ଅଟୋ କେମିତି ପୋଷିବେ ପରିବାରର…

କନକ ବ୍ୟୁରୋ: କଟକ ବକ୍ସିବଜାର ଅଞ୍ଚଳରେ ରୁହନ୍ତି ରବି ନାରାୟଣ ସିଂହ । ସେ ଜଣେ ଭନ୍ନକ୍ଷମ ଯୁବକ । ପେଶାରେ ଜଣେ ଅଟୋ ଡ୍ରାଇଭର ।  ଦିନ ସାରା ଅଟୋ ଚଲାଇ ନାରାୟଣ ଯାହା ଟଙ୍କା ରୋଜଗାର କରନ୍ତି, ସେଇଥିରେ ହିଁ ତାଙ୍କ ପୂରା ପରିବାର ଚଳନ୍ତି ।  ଆଉ ଯେଉଁ ଦିନ ଭଡା କିଛି ନମିଳେ ସେ ଦିନ…

ସାବଧାନ୍ ! ବଜାରରେ ବିକ୍ରି ହେଉଛି ନକଲି ସାମ୍ପୁ, ବିଭିନ୍ନ ଦୋକାନରୁ ୨ଶହରୁ ଅଧିକ ନକଲି ସାମ୍ପୁ ପାଉଚ ଜବତ

କନକ ବ୍ୟୁରୋ: ବଜାରରେ ବିକ୍ରି ହେଉଛି ପ୍ୟାକେଟ୍ ପ୍ୟାକେଟ୍ ନକଲି ସାମ୍ପୁ । କଂଟାବାଞ୍ଝିରେ ଚଢଉ ପରେ ଏପରି ଏକ ନକଲି ସାମ୍ପୁ କାରବାରର ପର୍ଦ୍ଦାଫାଶ ହୋଇଛି । ହିନ୍ଦୁସ୍ତାନ ଲିବର ନାଁରେ ଜାଲି ଦ୍ରବ୍ୟ ବିକ୍ରି ଅଭିଯୋଗ ପରେ ବିଭିନ୍ନ ଦୋକାନରେ ଚଢାଉ ହୋଇଥିଲା । ବାଙ୍ଗାଲୋରରୁ ଆସିଥିବା…

ଆସାମ ରେଜିମେଣ୍ଟ୍ ର ମାର୍ଚ୍ଚ ସଂଗୀତ ‘ବଦଲୁରାମ କା ବଦନ’ ରେ ନାଚିଲେ ଦୁଇ ଦେଶର ଯବାନ ! ଦେଖନ୍ତୁ ଭିଡିଓ 

ଭାରତୀୟ ସେନା ଏବଂ ଆମେରିକା ସେନା ଏକ ସଙ୍ଗେ ଆସାମ ରେଜିମେଣ୍ଟ୍ ର ମାର୍ଚ୍ଚ ସଂଗୀତ “ବଦଲୁରାମ କା ବଦନ ଜମିନ୍ କେ ନିଚେ ହେ ଔର୍ ହମକୋ ଉସକା ରାସନ୍ ମିଲତା ହେ” ରେ ନାଚୁଥିବା ଏବଂ ଗାଉଥିବା ଦେଖିବାକୁ ମିଳିଛି । ଏହି ହୃଦୟସ୍ପର୍ଶୀ ଭିଡିଓ ଆମେରିକାର ମେକହାର୍ଡର ବେସ୍ ଲୁଇସ୍ ରେ ଦେଖିବାକୁ…

କଂଟାବାଞ୍ଜିରେ ବାଇକ ଚାଳକକୁ ବଡ ଫାଇନ । ୨୨ ହଜାର ୫୦୦ ଟଙ୍କା ଫାଇନ୍ କାଟିଲା ପୁଲିସ

କନକ ବ୍ୟୁରୋ: କଂଟାବାଞ୍ଝିରେ ବାଇକ ଉପରେ ବାଇଶି ହଜାର ଟଙ୍କାର ଫାଇନ । ଗୋଟିଏ ବାଇକ ଚାଳକକୁ ଧରି ୨୨ ହଜାର ୫ ଶହ ଟଙ୍କାର ଚାଲାଣ କାଟିଛି ପୁଲିସ । ବେଲପଡାରୁ ଆଜି କଂଟାବାଞ୍ଝିକୁ ଏକ ହିରୋ ପେସନ ପ୍ରୋ ଗାଡିରେ ଆସୁଥଲେ ବେଲପଡାର ସୁଶାନ୍ତ ମେହେର । ବେଲପଡ ଓ କଂଟାବାଞ୍ଝି ମଝିରେ କୁର୍ଲି ଗାଁ…