Daily Archives

September 6, 2019

ଦିଲ୍ଲୀ ଏମ୍ସ ଛାଡ଼ି ଓଡ଼ିଶା ଅଭିମୁଖେ ଜଗା-ବଳିଆ । ସାଥିରେ ଅଛନ୍ତି ଦିଲ୍ଲୀ ଏମ୍ସର ୪ ଜଣିଆ ଟିମ୍, କାଲି କଟକରେ ପହଁଚି…

କନକ ବ୍ୟୁରୋ: ଦିଲ୍ଲୀ ଛାଡ଼ିଲେ ଜଗା-ବଳିଆ । ଏନେଇ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଏମ୍ସର ଡାକ୍ତର । ତେବେ ଏମ୍ସ ଡାକ୍ତରଙ୍କ କହିବା ମୁତାବକ, ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏମ୍ସରୁ ରେଳ ଷ୍ଟେସନକୁ ଉଭୟ ଜଗା-ବଳିଆଙ୍କୁ ନିଆ ଯାଇଥିଲା । ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ-ରାଜଧାନୀ ଏକ୍ସପ୍ରେସରେ…

ମଦୁଆ ଡ୍ରାଇଭରଙ୍କୁ ଗିରଫ କର ! ଆଜି ସନ୍ଧ୍ୟାରୁ ସବୁ ଟୋଲଗେଟରେ ହେବ କଡାକଡି ଯାଞ୍ଚ, ସର୍କୁଲାର ଜାରି କଲେ ପୋଲିସ ଡିଜି…

କନକ ବ୍ୟୁରୋ : ମଦୁଆ ଗାଡି ଚାଳକଙ୍କୁ ନିସ୍ତାର ନାହିଁ । ଏଣିକି ମଦ୍ୟପାନ କରି ଗାଡି ଚଳାଇଲେ ଗିରଫ କରିବ ପୋଲିସ । ରାଜ୍ୟର ସମସ୍ତ ଟୋଲଗେଟରେ ମଦ୍ୟପ ଚାଳକଙ୍କ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ଏନେଇ ଏକ ସର୍କୁଲାର ଜାରି କରିଛି ଓଡ଼ିଶା ପୋଲିସ । ରାଜ୍ୟର ସମସ୍ତ ୧୪ଟି ଟୋଲଗେଟରେ…

ପୋଲିସ୍ ଡାଳରେ କୁ ଲୋକ ପତରେ … ! ଟ୍ରାଫିକ୍ ନିୟମକୁ କଡାକଡି କଲେ କ’ଣ ହେବ ଲୋକ ତାଙ୍କ ସୁବିଧା ବାଟକୁ କେଉଁପଟୁ…

ପୋଲିସ୍ ଡାଳରେ କୁ ଲୋକ ପତରେ ... !  ପୋଲିସ୍ ଡାଳରେ କୁ ଲୋକ ପତରେ ...   ଦେଶରେ ସରକାରନୂଆ ମୋଟର୍ ଯାନ ଆଇନକୁ ମଞ୍ଜୁରୀ ଦେଲାପରେ ଆକ୍ସନକୁ ଆସିଯାଇଛନ୍ତି ଟ୍ରାଫିକ୍ ପୋଲିସ୍ । ଆଉ ଟ୍ରାଫିକ୍ ପୋଲିସର ଏଭଳି କଠୋର ରୁପକୁ ସହ୍ୟ କରିପାରୁନାହାନ୍ତି ସାଧାରଣ ଜନତା । ସୋସିଆଲ୍ ମିଡିଆରେ…

ଜଳପଥରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂଚନା : ତଟ ସୁରକ୍ଷା ବଢିଲା, ଅସ୍ତରଙ୍ଗ ଉପକୂଳରେ ନୌସେନା ଓ ପୁଲିସର ମିଳିତ…

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସମୁଦ୍ରପଥରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି । ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଉପକୂଳ ସୁରକ୍ଷାକୁ କଡାକଡି କରାଯାଇଛି । ଓଡିଶାର ୪୮୦ କିଲୋମିଟର ସାମୁଦ୍ରିକ ପଥରେ ଥିବା ୭ ଜିଲ୍ଲାର ଏସପିମାନଙ୍କୁ ଗୃହବିଭାଗ ପକ୍ଷରୁ…

ପୋଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ! ବାପା , ମା’,ଛୁଆ ଗୋଟିଏ ବାଇକରେ ଯାଇପାରିବେ , ଛୁଆର ବୟସ ୧୨…

ସରକାରଙ୍କ ଦ୍ୱାରା ନୂଆ ମୋଟର୍ ଯାନ ଆଇନ୍ ଆଗତ ହେବା ପରେ ଟ୍ରାଫିକ୍ ପୋଲିସଙ୍କ ଜାଲରେ ଫସୁଛନ୍ତି ନିୟମ ଭାଙ୍ଗୁଥିବା ଗାଡି ଚାଳକ । ଯାତାୟତ ସମୟରେ ନିୟମ ଉଲ୍ଲଘଂନ କଲେ କିମ୍ବା ଗାଡିର କାଗଜପତ୍ର ସଠିକ୍ ନଥିଲେ ମୋଟାଅଙ୍କର ଜରିମାନା ଭରୁଛନ୍ତି ଚାଳକ । ବସ୍ ,ଟ୍ରକ୍ , ବାଇକ୍ ଠାରୁ ଆରମ୍ଭ କରି…

ଅନେକ ବଦଳରେ ଗୋଟିଏ ଫାଇନ୍ : ୪୭୫୦୦ ଓ ୨୭୫୦୦ ଜୋରିମାନା ପରେ ଚାରିଆଡ଼େ ବିଦ୍ରୋହର ସ୍ୱର, ନିୟମ କୋହଳ ପାଇଁ ଯୋଜନା…

କନକ ବ୍ୟୁରୋ : ଗାଡ଼ିଚାଳକଙ୍କ ପାଇଁ ସାମୟିକ ଆଶ୍ୱସ୍ତି । ନୂଆ ସଂଶୋଧିତ ମୋଟର ଯାନ ଆଇନକୁ କୋହଳ କରିବାକୁ ଯୋଜନା କରୁଛି ରାଜ୍ୟ ପରିବହନ ବିଭାଗ । ଅନେକ ବଦଳରେ ଗୋଟିଏ ଫାଇନର ବ୍ୟବସ୍ଥା କରାଯିବ ।  ବିଭିନ୍ନ ପ୍ରକାର ଫାଇନ୍ ଆଦାୟ ବଦଳରେ ଗୋଟିଏ ଫାଇନ୍ ଆଦାୟ କଲେ ଲୋକଙ୍କ ପାଇଁ ସୁବିଧା ହେବ ।…