Daily Archives

September 6, 2019

ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ବି ମାସେ ପର୍ଯ୍ୟନ୍ତ କଟିବନି ଚାଲାଣ । ନିୟମ କୋହଳ କଲେ ସରକାର, ଗୋଟିଏ ମାସ ମଧ୍ୟରେ…

କନକ ବ୍ୟୁରୋ : ମାସେ ପାଇଁ କୋହଳ ହେଲା ପ୍ରଦୂଷଣ ପ୍ରମାଣପତ୍ର ନିୟମ । ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଗାଡି ଚାଳକଙ୍କୁ ତଣ୍ଡ ଗଣିବାକୁ ପଡିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଜି ଶ୍ରୀନିବାସନ । ଆଗାମୀ ଗୋଟିଏ ମାସ ମଧ୍ୟରେ ଗାଡି ଚାଳକଙ୍କୁ…

ଅଟୋ ମହାସଂଘର କଡା ଚେତାବନୀ । ମାତ୍ରାଧିକ ଫାଇନ୍ ଆଦାୟକୁ ବରଦାସ୍ତ କରାଯିବନି, ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ…

କନକ ବ୍ୟୁରୋ : ଅଟୋ ମହାସଂଘର କଡା ଚେତାବନୀ । ମାତ୍ରାଧିକ ଜରିମାନା ଆଦାୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ଅଟୋ ମହାସଂଘ । ଏଭଳି ମନଇଚ୍ଛା ଫାଇନକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ଅଟୋ ମହାସଂଘର ସଭାପତି ନବ ମହାନ୍ତି । ଏ ବାବଦରେ ଆସନ୍ତାକାଲି ଅଟୋ ମହାସଂଘର ବୈଠକ…

ଜଳବନ୍ଦୀ ବଲାଙ୍ଗୀର : ପୁଣି ଘରେ ପଶିଲା ପାଣି : ସେପଟେ ମାଲକାନଗିରି କାଲିମେଳା କାଙ୍ଗୁରକୋଣ୍ଡା ପୋଲ ଉପରେ ବହୁଛି ୨ଫୁଟ…

କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର ସହର । ପ୍ରବଳ ବର୍ଷା ଯୋଗୁଁ ଆଜି ପୁଣି ସହରର ବିଭିନ୍ନ ସ୍ଥାନରେ ଘର ଭିତରେ ପାଣି ପଶି ଯାଇଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତା ଉପରେ ମଧ୍ୟ ପାଣିର ସ୍ରୋତ ଚାଲିଛି । ରାସ୍ତା ଉପରେ ନଦୀ ଭଳି ପ୍ରଖର…

ଜମ୍ମୁ –କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଏହି ହୋଟେଲରେ ମିଳୁଛି ୩୭୦ ଥାଳି ! ଗୋଟିଏ ଥାଳିରେ ରହିଛି ସବୁ ରାଜ୍ୟର…

ଜମ୍ମୁ –କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଘାଟିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତେବେ ଏଥିମଧ୍ୟରେ ବର୍ତ୍ତମାନ ଏକ ରେଷ୍ଟୁରାଣ୍ଟ୍ ରେ ମିଳୁଥିବା ଖାଦ୍ୟ ଖୁବ୍ ଚର୍ଚ୍ଚାରେ ରହିଛି । ଦିଲ୍ଲୀର କନାଟ୍ ପାଲେସ୍ ରେଷ୍ଟୁରାଣ୍ଟ୍ ରେ ଗ୍ରାହକଙ୍କ ପାଇଁ ଖାସ୍ ଅଫର୍ ରହିଛି । ଧାରା ୩୭୦…

ଆପରୁ ଇସ୍ତଫା ଦେଲେ ବିଦ୍ରୋହୀ ବିଧାୟିକା ଅଳକା ଲାମ୍ବା : ଖୁବ ଶୀଘ୍ର କଂଗ୍ରେସରେ ସାମିଲ ହୋଇପାରନ୍ତି 

କନକ ବ୍ୟୁରୋ : ଆପରୁ ଇସ୍ତଫା ଦେଲେ ବିଦ୍ରୋହୀ ବିଧାୟିକା ଅଳକା ଲାମ୍ବା । ଆପର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଚାନ୍ଦିନୀଚୌକ ବିଧାୟିକା ଅଳକା ଲାମ୍ବା  । ଇସ୍ତଫା ଦେବାପରେ ଟ୍ୱିଟ କରି ଲେଖିଛନ୍ତି ‘ଆପକୁ ବିଦାୟ କହିବାର ସମୟ ଆସିଛି’ । ଖୁବଶୀଘ୍ର ସେ କଂଗ୍ରେସରେ ଯୋଗଦେବେ ବୋଲି…

ସରଳତାର ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ ! ଫଟୋ ଉତ୍ତୋଳନ ସମୟରେ ବସିବା ପାଇଁ ସୋଫାର ହୋଇଥିଲା ଆୟୋଜନ କିନ୍ତୁ ସାମାନ୍ୟ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ୍ ଗସ୍ତରେ ୨ ଦିନ ପାଇଁ ଯାଇଥିବା ବେଳେ ଶୁକ୍ରବାର ଭାରତ ଫେରିଛନ୍ତି । ଏହି ଗସ୍ତର ଅନ୍ତିମ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସରଳତାର ଉଦାହରଣ ଦେଇଥିବା ନଜର ଆସିଛନ୍ତି । ଫଟୋ ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବସିବା ପାଇଁ ସୋଫାର ଆୟୋଜନ…