Daily Archives

August 21, 2019

ବଢ଼ିଲା ଚିଦାମ୍ବରମଙ୍କ ଅଡ଼ୁଆ । ସୁପ୍ରିମକୋର୍ଟରୁ ମିଳିଲାନି ତତ୍କାଳ ଆଶସ୍ତି, ଶୁକ୍ରବାରକୁ ଘୁଞ୍ଚିଲା ଯାମିନ୍ ଆବେଦନ…

କନକ ବ୍ୟୁରୋ : ନିରାଶ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମଙ୍କ । ସୁପ୍ରିମକୋର୍ଟରେ ଚିଦାମ୍ବରମଙ୍କୁ ତତ୍କାଳ ଆଶ୍ୱସ୍ତି ମିଳିନାହିଁ । ଆଇଏନଏକ୍ସ ମିଡିଆ ଲାଞ୍ଚ କାରବାର ମାମଲାରେ ସେ କରିଥିବା ଅଗ୍ରୀମ ଜାମିନ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ପୁଣି ଥରେ ମନା କରିଦେଇଛନ୍ତି…

ଦିଲ୍ଲୀ ଦରବାରରେ ସମ୍ମାନିତ ହେବେ ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ : କୋରାପୁଟର ନିଆରା ଶିକ୍ଷକ ପବିତ୍ର ମୋହନ ଦାସଙ୍କୁ…

କନକ ବ୍ୟୁରୋ : ଦିଲ୍ଲୀ ଦରବାରରେ ସମ୍ମାନିତ ହେବେ ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ । ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନିତ କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଆସନ୍ତା ସେପ୍ଟମ୍ବର - ୫ ତାରିଖରେ କୋରାପୁଟର ଶିକ୍ଷକ ପବିତ୍ର ମୋହନ ଦାସଙ୍କୁ ଆଦର୍ଶ ଶିକ୍ଷକ ପୁରସ୍କାରରେ ସମ୍ମାନିତ…

ସମ୍ବଲପୁରରେ ଖୋଲିଲା ରାଜ୍ୟର ପ୍ରଥମ ମହିଳା ଡାକଘର : ପୋଷ୍ଟ ମାଷ୍ଟରଙ୍କ ସମେତ ସବୁ କର୍ମଚାରୀ ମହିଳା

କନକ ବ୍ୟୁରୋ : ଆଉ ପଛରେ ନାହାନ୍ତି ମହିଳା । କେବଳ ଘର କାମରେ ନିଜକୁ ସୀମିତ ନରହି ଘର ଚଳାଉଛନ୍ତି । ଓଡ଼ିଶା ଆଜି ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ । ଏହି ଉଦ୍ଦେଶ୍ୟରେ ସମ୍ବଲପୁରରେ ପ୍ରଥମ ମହିଳା ଡାକଘର ଆରମ୍ଭ ହୋଇଛି । ସମ୍ବଲପୁର ଗୋଲବଜାରଠାରେ ଏହି ଡାକଘର ଆରମ୍ଭ…

ବଜ୍ରାଘାତ ନେଲା ଜୀବନ : କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୫ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ : ବଜ୍ରାଘାତରେ ୫ ମୃତ, ୨ ଗୁରତର । କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ କେନ୍ଦ୍ରାପଡ଼ା ମେଡ଼ିକାଲରେ ଭର୍ତି କରାଯାଇଛି । ମାର୍ଶାଘାଇ ନରଣପୁରରେ ଜଣଙ୍କର ମୃତ୍ୟୁ ହୋଇଛି ।…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା : ବଜ୍ରପାତ ଆଶଙ୍କା କରି ସତର୍କ ସୂଚନା ଜାରି କଲା ପାଣିପାଗ…

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ଘଡ଼ଘଡ଼ି ବିଜୁଳି ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, କଟକ, ମଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଆଦି ରହିଛି । ସେହିପରି…

ଦେଶର ୯ଟି ରାଜ୍ୟରେ ବନ୍ୟା ସାଙ୍ଗକୁ ଭୁସ୍ଖଳନ : ଅଧିକାଂଶ ସ୍ଥାନରେ ସ୍କୁଲ ଓ ଶିକ୍ଷା ପ୍ରତିଷ୍ଠାନ ବନ୍ଦ

କନକ ବ୍ୟୁରୋ : ଦେଶର ଅଧିକାଂଶ ସ୍ଥାନରେ ବନ୍ୟା ତାଣ୍ଡବ ଜାରି ରହିଛି । ମୁଖ୍ୟତ ଭାବେ ୯ଟି ରାଜ୍ୟରେ ଚାଲିଛି କରାଳ ବନ୍ୟା ସାଙ୍ଗକୁ ଭୁସ୍କଳନ । ଜମ୍ମୁକଶ୍ମୀରୁ କନ୍ୟାକୁମାରୀ ,ଗୁଜରାଟରୁ ମହାରାଷ୍ଟ୍ର ସବୁଠି ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ଉତରାଖଣ୍ଡ, ହିମାଚଳପ୍ରଦେଶ ପରି ପାହାଡିଆ…