Daily Archives

August 21, 2019

ବଣୁଆ ମାଙ୍କଡଙ୍କ ଦରଦୀ ବନ୍ଧୁ : ପୁରୀ ଗୋପର କୃପାସିନ୍ଧୁଙ୍କ ଆନ୍ତରିକତାରେ ବନ୍ଧା ପଡ଼ିଛନ୍ତି ୧୦୦ ବଣୁଆ ମାଙ୍କଡ଼

କନକ କ୍ୟୁରୋ : ମାଙ୍କଡ଼ଙ୍କ ଦରଦୀ ବନ୍ଧୁ କୃପାସିନ୍ଧୁ । ବଣୁଆ ମାଙ୍କଡ଼ଙ୍କ ପ୍ରେମରେ ଗୋପର ତିନିତିଅର ଗାଁର କୃପାସିନ୍ଧୁ ।  ମାଙ୍କଡ଼ ଓ କୃପାସିନ୍ଧୁଙ୍କ ବନ୍ଧୁତା ଏବେକାର ନୁହେଁ,ପ୍ରାୟ ୨୫ ବର୍ଷ ପୂର୍ବରୁ ସୃଷ୍ଟି ହୋଇଛି ଏହି ନୀବିଡ଼ ସମ୍ପର୍କ । ଦରଦୀ ମଣିଷର ପ୍ରେମରେ ବାନ୍ଧି ହୋଇଯାଇଛନ୍ତି…

ଚିଦାମ୍ବରମଙ୍କ ସମର୍ଥନରେ ପ୍ରିୟଙ୍କା ଓ ରାହୁଲ: ରାହୁଲ କହିଲେ, ସିବିଆଇକୁ ବ୍ୟବହାର କରୁଛନ୍ତି ସରକାର; ପ୍ରିୟଙ୍କା…

କନକ ବ୍ୟୁରୋ: ପି ଚିଦାମ୍ବରମଙ୍କ ସମର୍ଥନରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ପରେ ବାହାରିଲେ ରାହୁଲ ଗାନ୍ଧୀ । ଇଡି ଓ ସିବିଆଇକୁ ମୋଦି ସରକାର ବ୍ୟବହାର କରୁଛନ୍ତି । ଏହାକୁ ଦୃଢ ଭାବରେ ସେ ବିରୋଧ କରୁଥିବା ରାହୁଲ ଟୁଇଟ କରିଛନ୍ତି । ସେପଟେ ପ୍ରିୟଙ୍କା କହିଛନ୍ତି ଚିଦାମ୍ବରମ ସତ…

ବନ୍ୟା ପ୍ରଭାବିତ ଅଞ୍ଚଳକୁ ରିଲିଫ୍ ସାମଗ୍ରୀ ନେଇଯାଉଥିବା ବେଳେ ବିଜୁଳୀ ତାରରେ ଫସିଲା ହେଲିକ୍ୟାପ୍ଟର ! ୨ ପାଇଲଟ୍ ଓ…

ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ନେଇଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ହେଲିକ୍ୟାପ୍ଟର । ଏହି ହେଲିକ୍ୟାପ୍ଟର ଦେହରାଦୁନ୍ ରୁ ବନ୍ୟା ପ୍ରପୀଡିତଙ୍କ ପାଇଁ ରିଲିଫ୍ ସାମଗ୍ରୀ ନେଇ ମୋଲଡିରୁ ଅରାକୋଟ୍ ଯାଉଥିଲା । ତେବେ ଉତ୍ତରକାଶୀ ପହଁଚିଲା ବେଳକୁ ଦୁର୍ଘଟଣାର…

ପାରାଦୀପରୁ ଚୋରି ଅଢ଼େଇ ମାସର ଶିଶୁ ହେଲା ଉଦ୍ଧାର: ଚାକରାଣୀ ଅଟକ, ଘରେ କେହି ନଥିବା ବେଳେ ଚୋରି କରିନେଇଥିଲା ଶିଶୁକୁ

କନକ ବ୍ୟୁରୋ: ପାରାଦୀପରୁ ଅପହୃତ ହୋଇଥିବା ଅଢେଇ ମାସର ଶିଶୁକୁ ଶେଷରେ ଉଦ୍ଧାର କରିଛି ପୋଲିସ । ଏହାସହ ସଂପୃକ୍ତ ଚାକରାଣୀକୁ ବି ଅଟକ ରଖାଯାଇଛି । ସମ୍ପତ୍ତି ଲୋଭ ଦେଖାଇ ତିନି ତିନିଟା ପରିବାରର ଲୋକଙ୍କୁ ବୋକା ବନେଇ ଚାକରାଣୀ କାମ କରୁଥିବା ଜଣେ ମହିଳା ଅଢେଇ ମାସ ଶିଶୁକୁ ନେଇ ଚମ୍ପଟ…

ପୁଣି ସୋସିଆଲ୍ ମିଡିଆରେ ଘୁରିବୁଲିଲା ଆଉ ଜଣେ ଭଣ୍ଡବାବାଙ୍କ କେଳେଙ୍କାରୀ ! ଆଶ୍ରମକୁ ଆସୁଥିବା ମହିଳା ଶ୍ରଦ୍ଧାଳୁ ଏବଂ…

ବାବା ରାମ ରହିମ୍ ଏବଂ ଆଶାରାମ୍ ବାପୁଙ୍କ ପରେ ହରିୟାଣାର ଆଉ ଜଣେ ବାବା ଏବେ ଚର୍ଚ୍ଚାରେ । ଏହି ବାବାଙ୍କ ନାଁରେ ମହିଳାଙ୍କ ସାଙ୍ଗରେ ଯୌନ ଶୋଷଣ ଏବଂ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ଭଳି ଅଭିଯୋଗ ଲାଗିଛି । ହରିୟାଣାର ଗୁରୁଗ୍ରାମ୍ ର ବହେଡା କଲା ଗାଁର ବାବା ଜ୍ୟୋତିଗୀରି ମହାରାଜ୍…

ଯୋଗୀ ମନ୍ତ୍ରିମଣ୍ଡଳ ସଂପ୍ରସାରଣ : ଶପଥ ଗ୍ରହଣ କଲେ ୨୩ ନୂଆ ମନ୍ତ୍ରୀ

କନକ ବ୍ୟୁରୋ : ଯୋଗୀ ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ଆଜି ଉତ୍ତରପ୍ରଦେଶ ରଯୋଗୀ ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ରାଜ୍ୟପାଳ ଆନନ୍ଦି ବେନ ୨୩ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି ।…