Daily Archives

August 9, 2019

ନବରଙ୍ଗପୁରରେ ଲଗାଣ ବର୍ଷା ପରେ ଜମିରେ ଲୋଟି ପଡିଲା ମକା ଗଛ : ଉଜୁଡା କ୍ଷେତକୁ ଦେଖି ଚିନ୍ତାରେ ଚାଷୀ

କନକ ବ୍ୟୁରୋ : ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ଏଇ ଯେମିତି ବର୍ଷା ଅଭାବରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଚାଷ କାମ ଠପ୍ ହୋଇଯାଇଛି । ଆଉ ଏତିକି ବେଳେ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁରରେ ମକା ଫସଲ ଉଜୁଡି ଯାଇଛି । ୪ ଦିନର ବର୍ଷାରେ ଉମରକୋଟ ଅଂଚଳରେ ଜନଜୀବନ ଯେତିକି…

ହାତୀ ଘଉଡ଼ାଇବା ପାଇଁ ଅନୁଗୁଳ ବନଖଣ୍ଡର ନୂଆ ଯୋଜନା ‘ଗଜବନ୍ଧୁ’: ଗ୍ରାମାଞ୍ଚଳ ଯୁବକଙ୍କୁ ପ୍ରଶିକ୍ଷଣ ଦେବେ ବନକର୍ମଚାରୀ,…

କନକ ବ୍ୟୁରୋ : ଅନେକ ସମୟରେ ଜଙ୍ଗଲ ଛାଡି ଗାଁ ମୁହାଁ ହୋଇଥାନ୍ତି ହାତୀପଲ । ଫସଲ ଦଳିବା ସହ ଘରଦ୍ୱାର ଭାଙ୍ଗି ଦେଇଥାନ୍ତି ହାତୀ । ହାତୀ-ମଣିଷ ଲଢେଇ ଖବର ବି ଗଣମାଧ୍ୟମର ଶିରୋନାମା ପାଲଟେ । ଏହାରି ଭିତରେ ହାତୀ-ମଣିଷ ଲଢେଇରେ ଅବସାନ ଘଟେଇବା ପାଇଁ ଉଦ୍ୟମ କରୁଛି ବନବିଭାଗ । ହାତୀପଲଙ୍କୁ…

ପାକିସ୍ତାନ ବନ୍ଦ କଲା ଆଉ ଏକ ଟ୍ରେନ୍ : କରାଚୀରୁ ଯୋଧପୁର ସଂଯୋଗ କରୁଥିବା ଥର ଏକ୍ସପ୍ରେସ ଚଳାଚଳ ଉପରେ ରୋକ ଲଗାଇଲା…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରୁ୩୭୦ ଧାରା ଓ ୩୫ ଏ ଧାରା ଉଠିବା ପରେ ଲଗାତାର ଭାରତ ବିରୋଧରେ ଚାଲ କରୁଛି ପାକିସ୍ତାନ । ଗତକାଲି ଲାହୋର-ଦିଲ୍ଲୀ ସମଝୌତା ଏକ୍ସପ୍ରେସକୁ ହଠାତ ବନ୍ଦ କରିବା ପରେ ଆଜି ପାକିସ୍ତାନ ଯୋଧପୁରରୁ କରାଚି ଚଳାଚଳ କରୁଥିବା ଥର ଏକ୍ସପ୍ରେସକୁ ବନ୍ଦ କରିଛି । ଏ…

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ସାଂସଦଙ୍କ ଚିଠି : ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ…

କନକ ବ୍ୟୁରୋ : କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ । ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କକୁ ଉଲ୍ଲେଖନୀୟ ପର୍ଯ୍ୟଟନସ୍ଥଳୀ ଘୋଷଣା ଦାବି କରି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟର ସବୁ ବିଜେପି ସାଂସଦ । ଚଳିତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଲା…

ଆଜି ବିଶ୍ୱ ଆଦିବାସୀ ଦିବସ : ଆଧୁନିକତାର ଛାପ ଭିତରେ ମଳିନ ପଡ଼ିନି ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତି

କନକ ବ୍ୟୁରୋ : ଆଜି ବିଶ୍ୱ ଆଦିବାସୀ ଦିବସ । ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ପାଳନ ହୁଏ ବିଶ୍ୱ ଆଦିବାସୀ ଦିବସ । ଆଦିବାସୀ ଜନସଂଖ୍ୟା, ଅଧିକାର ଓ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିନକୁ ପାଳନ କରାଯାଏ । ପ୍ରାୟତଃ ସମସ୍ତ ପ୍ରକାର ଆଦିବାସୀ ସମ୍ପ୍ରଦାୟର ପରମ୍ପରା ଧୀରେ ଧୀରେ ଲୋପ…

ଆଉ ମାତ୍ର ୫ ଦିନ ପରେ ସ୍ୱାଧୀନତା ଦିବସ : ଜାଣନ୍ତୁ, କେଉଁ ନେତା କେଉଁଠି ପତାକା ଉତ୍ତୋଳନ କରିବେ ?

କନକ ବ୍ୟୁରୋ : ଆଉ ମାତ୍ର ୫ ଦିନ ପରେ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ କେଉଁ ମନ୍ତ୍ରୀ କେଉଁଠାରେ ପତାକା ଉତ୍ତୋଳନ କରିବେ ତାହାର ତାଲିକା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପ୍ରପକ୍ଷରୁ ପ୍ରକାଶ ପାଇଛି । ତାଲିକା ଅନୁଯାୟୀ, କଟକରେ ସ୍ୱାଧୀନତା ଦିବସରେ ଅର୍ଥମନ୍ତ୍ରୀ…