Daily Archives

August 9, 2019

ମାଲକାନଗିରି ପାଇଁ ବିପତି ଆଣିଲା ପୋଲାଭରମ ଜଳପ୍ରକଳ୍ପ! ସିଲେରୁ ନଦୀରୁ ହୋଇପାରୁନି ଜଳ ନିଷ୍କାସନ;କାଙ୍ଗୁରକୋଣ୍ଡା ପୋଲ…

କନକ ବ୍ୟୁରୋ: ମାଲକାନଗିରି ପାଇଁ ବିପତ୍ତି ଆଣିଲା ପୋଲାଭରମ ଜଳପ୍ରକଳ୍ପ । ସିଲେରୁ ନଦୀରୁ ହୋଇପାରୁନି ଜଳ ନିଷ୍କାସନ । ସ୍ଥିତି ଯଦି ଏପରି ଲାଗିରହେ ତେବେ ମୋଟୁ ପାଇଁ ଆଗକୁ ବିପଦ ରହିଛି ବୋଲି କହିଛନ୍ତି ତହସିଲଦାର । ପୋଲଭରମ ପ୍ରକଳ୍ପ ଯୋଗୁ ସାବେରୀ ଓ ସିଲେରୁ ନଇର ବନ୍ୟା ଜଳ ନିଷ୍କାସିତ…

ଅପରାଧି ପ୍ରେମରେ ପାଗଳି ହେଲେ ଲେଡି କନଷ୍ଟେବଳ: କୋର୍ଟରେ ଭେଟିଥିବା ଦୁର୍ଦ୍ଦାନ୍ତ ଅପରାଧିକୁ ପ୍ରେମ କରି ବାହା ହେଲେ…

ପ୍ରେମ ପାଇଁ ସବୁ ମାଫ୍.. ଏଭଳି ହିଁ କିଛି ଘଟଣା ଦେଖିବାକୁ ମିଳିଛି ନୋଇଡାରେ । ଜଣେ ଦୁର୍ଦ୍ଦାନ୍ତ ଅପରାଧିର ପ୍ରେମରେ ପାଗଳ ହୋଇ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜଣେ ମହିଳା ପୁଲିସ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କୋର୍ଟରେ ଦେଖା ଚାହାଁ ହୋଇଥିବା ଜଣେ ହାର୍ଡକୋର…

ତ୍ରିରଙ୍ଗା ଉତ୍ତୋଳନ କରିବେ ଧୋନୀ ! ସ୍ୱାଧୀନତା ଦିବସ ଅବସରରେ ଯବାନ ୟୁନିଫର୍ମ ପିନ୍ଧି ଲଦାଖରେ ତ୍ରିରଙ୍ଗା ପତାକା…

ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବ ଅଧିନାୟକ ତଥା ୱିକେଟ୍ କିପର୍ ମହେନ୍ଦ୍ର ସିଂହ ଧୋନୀ ଏବେ ଭାରତୀୟ ସେନା ଟ୍ରେନିଙ୍ଗ୍ ରେ ବ୍ୟସ୍ତ ଅଛନ୍ତି । ଦକ୍ଷିଣ କାଶ୍ମୀରରେ ସେ ୟୁନିଟ୍ ସହ ଜଣେ ସାଧାରଣ ଯବାନଙ୍କ ଭଳି ରହୁଛନ୍ତି । ତେବେ ବର୍ତ୍ତମାନ ଧୋନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ।…

କେରଳ ସମେତ ୫ ରାଜ୍ୟରେ ବନ୍ୟାର ତାଣ୍ଡବ: ପ୍ରଖର ସ୍ରୋତରେ କେଉଁଠି ଧୋଇଗଲା ହାତୀର ଗୋଡ ତ ପୁଣି କେଉଁଠି ଉଦ୍ଧାର…

କନକ ବ୍ୟୁରୋ: ପ୍ରବଳ ବର୍ଷା ପରେ ପରେ କେରଳ ସମେତ ୫ଟି ରାଜ୍ୟରେ ଦେଖିବାକୁ ମିଳିଛି ବନ୍ୟାର ବିଭିଷୀକା । ଆଜି ସୁଦ୍ଧା ମହାରାଷ୍ଟ୍ର ବନ୍ୟାମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ପଶ୍ଚିମ ମହାରାଷ୍ଟ୍ରର ବନ୍ୟା ପ୍ରଭାବିତ ୫ ଟି ଜିଲ୍ଲାରୁ ପ୍ରାୟ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।…

ପ୍ୟୁମା ସହ ଚୁକ୍ତି କଲେ ଦୂତୀ ଚାନ୍ଦ: ଦୁଇ ବର୍ଷ ପାଇଁ କମ୍ପାନୀର ରହିବେ ‘ବ୍ରାଣ୍ଡ ଆମ୍ବାସଡ଼ର’

କନକ ବ୍ୟୁରୋ: ଅନ୍ତର୍ଜାତୀୟ ଓଡିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କ ସହିତ ଜାପାନର ସ୍ପୋର୍ଟସ ସାମଗ୍ରୀ ନିର୍ମାଣକାରୀ କମ୍ପାନୀ ଚୁକ୍ତି କରିଛି । ପ୍ୟୁମା ସହିତ ଦୂତୀ ଚାନ୍ଦଙ୍କର ଏହି ଚୁକ୍ତି ଦୁଇ ବର୍ଷ ପାଇଁ ହୋଇଛି । ଏପରି କରିବାରେ ଉସେନ୍ ବୋଲ୍ଟଙ୍କ ପରି କିମ୍ୱଦନ୍ତୀ ଧାବକ କ୍ଲବରେ ସାମିଲ…

ଇତିହାସ ପୃଷ୍ଠାରେ ଆଜିର କଳାଦିନ ! “ଫ୍ୟାଟମ୍ୟାନ୍” ନାମକ ମାତ୍ର ଗୋଟିଏ ବୋମା ନେଇଥିଲା ୮୦ ହଜାର ନୀରିହଙ୍କ ଜୀବନ ।  

୧୯୪୫ ମସିହା ଅଗଷ୍ଟ ୯ ତାରିଖ ଆଜିର ଦିନରେ ଫ୍ୟାଟମ୍ୟାନ୍ ନାମକ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଥିଲା ଜାପାନର ନାଗାସାକି ସହରରେ । ଇତିହାସ ପୃଷ୍ଠାରେ ମଧ୍ୟ ଏହି ଦିନଟି କଳା ଅକ୍ଷରରେ ନାଗାସାକି ଦିବସ ରୁପେ ଲିପିବଦ୍ଧ ହୋଇରହିଛି । ଆମେରିକା ଦ୍ୱାରା ଅଗଷ୍ଟ ୯ ତାରିଖରେ ଦକ୍ଷିଣ ଜାପାନର…