Daily Archives

August 3, 2019

ବିଧାନସଭାରେ ଉପସ୍ଥାପିତ ହେଲା ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ତଦନ୍ତ ରିପୋର୍ଟ । କମିଶନ କହିଲେ, ରହସ୍ୟ…

କନକ ବ୍ୟୁରୋ : ବିଧାନସଭାରେ ଉପସ୍ଥାପନ ହେଲା ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ତଦନ୍ତ ରିପୋର୍ଟ । ମାମଲାର ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ,…

୧୦ ବର୍ଷରେ ଆତ୍ମ ସମର୍ପଣ କରିଥିବା କେତେ ମାଓବାଦୀଙ୍କୁ ଦିଆଯାଇଛି ଦକ୍ଷତା ତାଲିମ ? ଉତ୍ତର ରଖିଲେ ସରକାର

କନକ ବ୍ୟୁରୋ: ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବାକୁ ପଦକ୍ଷେପ ନେଉଛନ୍ତି ସରକାର । ତେବେ ଗତ ୧୦ ବର୍ଷରେ କେଉଁ ମାଓପ୍ରବଣ ଜିଲ୍ଲାରୁ କେତେ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ମାଓବାଦୀଙ୍କୁ ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଶିକ୍ଷଣ ଦେଇଛନ୍ତି…

ଖାଲି ପଡିଛି ମହିଳା କମିଶନ ଗାଦି? କର୍ଣ୍ଣପାତ କରୁନାହାନ୍ତି ସରକାର, କାହାକୁ ଗୁହାରି କରିବେ ମହିଳା?

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ଉପରେ ଆକ୍ରମଣ ବଢିଚାଲିଛି । ପ୍ରତ୍ୟେକ ଦିନ ରାଜ୍ୟର କେଉଁଠୁ ନା କେଉଁଠି ମହିଳା ମାନେ ଅତ୍ୟାଚାରର ଶିକାର ହେଉଥିବାର ଖବର ସାମ୍ନାକୁ ଆସୁଛି । ଏପରିକି କିଛି ଘଟଣାରେ ନ୍ୟାୟ ପାଇବା ପାଇଁ ମହିଳା ମାନଙ୍କୁ ବାର ଦୁଆର ହେବାକୁ ପଡୁଛି । କିନ୍ତୁ…

କ୍ରିକେଟ୍ ଗ୍ରାଉଣ୍ଡରୁ କାଶ୍ମୀର ସୀମାରେ ଧୋନୀ ! ହାତରେ ବ୍ୟାଟ୍ ନୁହେଁ ଟାଭର ରାଇଫଲ୍ । ଟ୍ୱିଟରରେ ଟ୍ରେଣ୍ଡ,…

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ବଡ ଧରଣର ଅପରେସନ ପାଇଁ ଚାଲିଛି କ୍ଷେତ୍ର ପ୍ରସ୍ତୁତି । ଗତ ସପ୍ତାହରେ ଜାମ୍ମୁ-କାଶ୍ମୀରରେ ୧୦ ହଜାର ଅତିରିକ୍ତ ଅର୍ଦ୍ଧ ସାମରିକ ବଳଙ୍କୁ ମୁତୟନ କରାଯାଇଥିଲା । ଆଉ ଏବେ ପୁଣି ୨୮ ହଜାର ଅଧିକ ସିଆରପିଏଫ୍ ଯବାନ ଜାମ୍ମୁ-କାଶ୍ମୀରରେ ମୁତୟନ ହୋଇଛନ୍ତି ।…

ଜେଜେ ମାଆର ଜୁଲମ ! ନେହୁରା ହେଉଥିଲା ନାତି, ନିର୍ମମ ଭାବେ ପିଟୁଥିଲା ଜେଜେ ମା, ଭିଡ଼ିଓ ଭାଇରାଲ ପରେ ବନ୍ଧାହେଲେ

କନକ ବ୍ୟୁରୋ: ଯେତେବେଳେ ବାପା ମା’ ପିଲାଟିକୁ ଆକଟ କି ଗାଳି କରନ୍ତି, ସେତେବେଳେ ପିଲାଟି ତା’ର ଜେଜେ ମା'ର ଶରଣ ପଶିଥାଏ । ହେଲେ ଆଜି ଏମିତି ଏକ ଜେଜେ ମାକୁ ଦେଖିବାକୁ ମିଳିଛି, ଯାହାର ଅମାନବୀୟ ଅକଥନୀୟ ନିର୍ଯାତନାର ଶିକାର ହୋଇଛି ନିଜ ନାତି । ଓଃ... କେତେ କରୁଣ ଆଉ କେତେ ହୃଦୟ ବିଦାରକ…

ଆଜି ଆଉ ଏକ ରେକର୍ଡ କରିପାରନ୍ତି ରୋହିତ ! ଗେଲଙ୍କ ଛକା କୀର୍ତ୍ତିମାନ ଭାଙ୍ଗିବେ ‘ହିଟମ୍ୟାନ୍’ ।

କନକ ବ୍ୟୁରୋ : ଗେଲଙ୍କ ରେକର୍ଡ ଭାଙ୍ଗିବେ ଟିମ୍ ଇଣ୍ଡିଆର ଉପଅଧିନାୟକ ରୋହିତ ଶର୍ମା । ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚରେ ସର୍ବାଧିକ ଛକା ମାରିବାର କୀର୍ତ୍ତିମାନ ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କ ନାମରେ ରହିଛି । ଗେଲ୍ ଏହି ଫର୍ମାଟରେ ୧୦୫ ଆନ୍ତର୍ଜାତିକ…