Daily Archives

July 30, 2019

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା : ୮ଟି ଜିଲ୍ଲାକୁ ରେଡ଼୍ ଆଲର୍ଟ

କନକ ବ୍ୟୁରୋ : ରାଜ୍ୟରେ ଆଗାମୀ ସମୟରେ ପ୍ରବଳ ବର୍ଷା ସମ୍ଭାବନା । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଓଡ଼ିଶାର ଆଠଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ…

ଆବର୍ଜନା ମୁକ୍ତ ହେବ ସ୍ୱର୍ଣ୍ଣାଭ ପୁରୀ ବେଳାଭୂମି : ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ମୋ ବିଚ୍ ଅଭିଯାନ, ଗୋଟିଏ ଦିନରେ…

କନକ ବ୍ୟୁରୋ : ନୂଆରୂପ ନେବ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି । ବେଳାଭୂମିକୁ ପ୍ରଦୂଷଣମୁକ୍ତ ଓ ପରିସ୍କାର ପରିଚ୍ଛନ ରଖିବା ପାଇଁ ଆଗେଇ ଆସିଛନ୍ତି ପୁରୀ ଜିଲ୍ଲାପାଳ । ଦୁଇଟି କାରଣ ପାଇଁ ପୁରୀକୁ ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟେ । ପ୍ରଥମଟି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ…

ରାଜ୍ୟସଭାରେ ତିନି ତଲାକ୍ ବିଲ୍: ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥାପନ କରି ରଖିଲେ ସରକାରଙ୍କ ପକ୍ଷ

କନକ ବ୍ୟୁରୋ: ରାଜ୍ୟସଭାରେ ଆଗତ ହେଲା ତିନି ତଲାକ ବିଲ । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲକୁ ଉପସ୍ଥାପନା କରି ସରକାରଙ୍କ ପକ୍ଷ ରଖିଛନ୍ତି । ଆଇନ ମନ୍ତ୍ରୀଙ୍କ ବିଲ ଉପସ୍ଥାପନା ପରେ ଗୃହରେ ବିତର୍କ ଚାଲିଛି । ବିଜେଡି ତିନି ତଲାକ୍ ବିଲକୁ ସମର୍ଥନ କରିବ । ରାଜ୍ୟସଭାରେ ବିଜେଡି ନେତା…

ପୁଣି ଗାନ୍ଧୀଙ୍କୁ ନେଇ ବିଧାନସଭାରେ ବିରୋଧୀ ମୁହାଁମୁହିଁ । ସୁର ରାଉତରାୟ ଓ ବିଷ୍ଣୁ ସେଠୀଙ୍କ ମଧ୍ୟରେ ଗୃହରେ କଥା…

କନକ ବ୍ୟୁରୋ: ଆଜି ପୁଣି ଗାନ୍ଧୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇଛି ବିଧାନସଭା । ଗାନ୍ଧୀଙ୍କୁ ନେଇ ଶୂନ୍ୟକାଳରେ ମୁହାଁମୁହିଁ ହୋଇଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । ଏପରିକି କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ବିଜେପି ନେତା ବିଷ୍ଣୁ ସେଠୀ ଗୃହରେ କଥା କଟାକଟି ମଧ୍ୟ ହୋଇଛନ୍ତି । ତେବେ…

ଗୃହରେ ଉଠିଲା ବେସରକାରୀ ସ୍କୁଲ ଗୁଡିକର ମନ ଇଚ୍ଛା ଫି ଆଦାୟ ପ୍ରସଙ୍ଗ : ପ୍ରଶ୍ନ ଉଠାଇଲେ ବିଧାୟକ ସୌମ୍ୟରଂଜନ…

କନକ ବ୍ୟୁରୋ : ବେସରକାରୀ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ଭାରି ବାଧୁଛି । ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଫି ଆଦାୟ ଉପରେ କୌଣସି ଅଙ୍କୁଶ ନାହିଁ । ଏହି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ବେସରକାରୀ ସ୍କୁଲରେ ମନଇଛା ଫି ନିର୍ଦ୍ଧାରଣ କରି ଫି…

ଏବେ ସ୍ୱିଗି , ଜମାଟୋକୁ ଟକ୍କର ଦେବ ଆମାଜନ୍ ! ଖୁବଶୀଘ୍ର ଭାରତରେ ଲଞ୍ଚ୍ ହେବାକୁ ଯାଉଛି ଆମାଜନ୍ ଫୁଡ୍ ସେବା , ମାତ୍ର…

ଇ-କମର୍ସ କମ୍ପାନୀ ଆମାଜନ୍ ଖୁବଶୀଘ୍ର ଭାରତରେ ନିଜର ଫୁଡ୍ ଡେଲିଭରୀ ସେବା ଯୋଗାଇଦେବାକୁ ଯାଉଛି । ଫୁଡ୍ ଡେଲିଭରୀ ଆପ୍ ମଧ୍ୟରେ ସ୍ୱିଗି,ଜମାଟୋ,ଫୁଡ୍ ପାଣ୍ଡା ଏବଂ ଉବର୍ ଇଟସ୍ ରେ ଏବେ ଆଉ ଏକ ନାଁ ସାମିଲ୍ ହେବାକୁ ଯାଉଛି । ଆମାଜନ୍ ଏବେ ଏହି ଖାଦ୍ୟସେବା ଯୋଗାଇଦେବା ପାଇଁ ଯୋଜନା ଆରମ୍ଭ…