Daily Archives

July 30, 2019

ପାଟଣାଗଡର ଦରଦୀ ବିଧାୟକ: ଦରମା ଟଙ୍କାକୁ ଗରିବ ଲୋକଙ୍କୁ ବାଣ୍ଟି ଦେଉଛନ୍ତି ବିଜେଡି ବିଧାୟକ ସରୋଜ ମେହେର

କନକ ବ୍ୟୁରୋ: ପାଟଣାଗଡ ବିଧାୟକଙ୍କ ଭିନ୍ନ ରୂପ । ଜଣେ କାର୍ଯ୍ୟରତ କର୍ମଚାରୀଙ୍କୁ ସର୍ବସମ୍ମୁଖରେ ଉଠ୍ ବସ କରାଇ ଜେଲ ଦଣ୍ଡ ଭୋଗିବା ନେଇ ଚର୍ଚ୍ଚାକୁ ଆସିଥିଲେ ପାଟଣାଗଡ ବିଧାୟକ ସରୋଜ ମେହେର । ହେଲେ ଜେଲରୁ ବେଲରେ ଆସିବା ପରେ ବିଧାୟକଙ୍କର ଗୋଟିଏ ପରେ ଗୋଟିଏ ମହତ୍ କାର୍ଯ୍ୟ ପାଇଁ ଏବେ ସେ…

ନିଖୋଜ ହେବା ପୂର୍ବରୁ ପରିବାର ପାଇଁ ଭାବୁକ ପୂର୍ଣ୍ଣ ଚିଠିି ଲେଖିଲେ କ୍ୟାଫେ କଫି ଡେ’ର ମାଲିକ ବିଜି ସିଦ୍ଧାର୍ଥ !…

କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ଏସଏମ୍ କୃଷ୍ଣାଙ୍କ ଜ୍ୟୋଇଁ ତଥା ଏସିଆର ସବୁଠାରୁ ବଡ କଫି କମ୍ପାନୀ କ୍ୟାଫେ କଫି ଡେ’ର ସଂସ୍ଥାପକ ତଥା ମାଲିକ ବିଜି ସିଦ୍ଧାର୍ଥ ବାଙ୍ଗାଲୋରର ମାଙ୍ଗଲୋରରୁ ଅଚାନକ ନିଖୋଜ ହୋଇଯାଇଛନ୍ତି । ପରିବାର କହିବାନୁସାରେ ସେ ସୋମବାର ସନ୍ଧ୍ୟାରେ ଘରୁ ବାହାରିଥିଲେ…

ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ଗାଡି ଦୁର୍ଘଟଣାକୁ ନେଇ ସଂସଦରେ ହଙ୍ଗାମା: ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ଲାକାର୍ଡ ଧରି…

କନକ ବ୍ୟୁରୋ: ଉନ୍ନାଓ ପୀଡିତାଙ୍କ ଗାଡି ଦୁର୍ଘଟଣା ମାମଲାରେ ସଂସଦ ଭିତରେ ଓ ବାହାରେ ଜୋରଦାର ହଙ୍ଗାମା ହୋଇଛି । ସଂସଦ ପରିସରରେ ସାଂସଦମାନେ ପ୍ରତିବାଦ କରିଚନ୍ତି । ସମାଜବାଦୀ ପାର୍ଟି, ଡିଏମକେ ଓ ଟିଏମସି ସାଂସଦ ମାନେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ…

ନିଖୋଜ ହେଲେ କ୍ୟାଫେ କଫି ଡେ’ର ମାଲିକ ବିଜି ସିଦ୍ଧାର୍ଥ ! ହେଲିକ୍ୟାପ୍ଟର ଏବଂ ଡଙ୍ଗା ସାହାଯ୍ୟରେ ଚାଲିଛି…

ଏସିଆର ସବୁଠାରୁ ବଡ କଫି କମ୍ପାନୀ କ୍ୟାଫେ କଫି ଡେ’ର ସଂସ୍ଥାପକ ତଥା ମାଲିକ ବିଜି ସିଦ୍ଧାର୍ଥ ବାଙ୍ଗାଲୋରର ମାଙ୍ଗଲୋରରୁ ଅଚାନକ ନିଖୋଜ ହୋଇଯାଇଛନ୍ତି । ପରିବାର କହିବାନୁସାରେ ସେ ସୋମବାର ସନ୍ଧ୍ୟାରେ ଘରୁ ବାହାରିଥିଲେ ସେହି ସମୟଠାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ । ତାଙ୍କ ଫୋନ୍ ବନ୍ଦ…

ଫନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘର ଯାଂଚ ପାଇଁ ଧାର୍ଯ୍ୟ ହେଲା ମୋଡାଲିଟି। ପଂଚାୟତ ସ୍ତରରେ ଟିମ୍ ଗଠନ କରାଯାଇ ହେବ…

କନକ ବ୍ୟୁରୋ: ଫନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଘର ଯାଂଚ ପାଇଁ ମୋଡାଲିଟିଜ ଧାର୍ଯ୍ୟ କଲେ ରାଜ୍ୟ ସରକାର । ଏ ନେଇ ଜିଲ୍ଲାପାଳ ଓ ପିଡି ଡିଆରଡିଏଙ୍କୁ ଚିଠି ଲେଖିଛି ପଂଚାୟତରାଜ ବିଭାଗ । ପଂଚାୟତସ୍ତରରେ ଟିମ ଗଠନ କରାଯାଇ ଯାଂଚ ହେବ । ଯାଂଚ ପ୍ରକ୍ରିୟାର ଭିଡିଓ ନିର୍ଦ୍ଦିଷ୍ଟ ସମୟ ଭିତରେ…

ଛୋଟ ପିଲାଙ୍କ ଗାଲ କିମ୍ବା ଓଠକୁ ଚୁମ୍ବନ ଦେଉଥିଲେ ସତର୍କ ରୁହନ୍ତୁ ! ବ୍ୟାପୁଛି ହର୍ପ୍ସ ଭାଇରସ୍ , ଅକାଳରେ ଚାଲିଯାଉଛି…

ଛୋଟ ପିଲାଙ୍କୁ ବାପା’ମା କାହିଁକି ଅନ୍ୟକୁ ଚୁମ୍ବନ ଦେବା ପାଇଁ ମନା କରନ୍ତି ତାହା ଆଜି ଜଣାପଡୁଛି । ଅଷ୍ଟ୍ରେଲିଆର ଏଡିଲେଡ୍ ରୁ ଏକ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି । ଯେଉଁଠି ମାତ୍ର ଗୋଟିଏ ଚୁମ୍ବନ ଏକ ଛୋଟ ଛୁଆର ଜୀବନ ନେଇଯାଇଛି । ବ୍ରିୟୋନୀ ନାମକ ଏକ ଦେଢବର୍ଷର ଛୁଆର ଦେହ ଅଚାନକ ଖରାପ…