Daily Archives

July 19, 2019

ପାଟକୁରା ନିର୍ବାଚନକୁ ସ୍ୱଚ୍ଛ ଓ ଭୟମୁକ୍ତ କରିବାକୁ ଡିଜି ଓ ସିଇଓଙ୍କୁ ଭେଟିଲେ ବିଜେଡି ପ୍ରତିନିଧି ଦଳ: ସମ୍ବେଦନଶୀଳ…

କନକ ବ୍ୟୁରୋ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡିର ଏକ ପ୍ରତିନିଧି ଦଳ । ଆସନ୍ତାକାଲି ହେବାକୁ ଯାଉଥିବା ପାଟକୁରା ନିର୍ବାଚନକୁ ସ୍ୱଚ୍ଛ ଓ ଭୟମୁକ୍ତ କରିବାକୁ ସମ୍ବେଦନଶୀଳ ବୁଥରେ ୱେବକାଷ୍ଟିଙ୍ଗ କରିବା ସହ ସିସିଟିଭି ଲଗାଇବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି । ବିରୋଧୀ ଦଳ…

ରାଜ୍ୟର ୫ଟି ଜିଲ୍ଲାରେ ଗଜା ମରୁଡି ସ୍ଥିତି : ବିଧାନସଭାରେ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ, ୫ଜିଲ୍ଲାକୁ ମରୁଡି…

କନକ ବ୍ୟୁରୋ : ରାଜ୍ୟର ୫ଟି ଜିଲ୍ଳାରେ ଗଜା ମରୁଡି ସ୍ଥିତି । ଚଳିତ ବର୍ଷ ନିୟମିତ ବର୍ଷା ହେଉନାହିଁ । ବର୍ଷା ଅଭାବରୁ ଚାଷୀ ହତାଶ । ଧାନ ଅମଳ କରିବାର ସ୍ଥିତି କ୍ଷୀଣ । ମୌସୁମୀ ବର୍ଷା ଲୁଚକାଳି ଖେଳୁଛି । ସ୍ୱାଭାବିକ ବର୍ଷା ହେଉନଥିବାରୁ ଚାଷ କାର୍ଯ୍ୟ ବ୍ୟାହତ ହେଉଛି । ଜଳାଭାବ ଯୋଗୁଁ…

ପ୍ରିୟଙ୍କାଙ୍କ ଗାଡିକୁ ଅଟକାଇଲେ ଉତ୍ତରପ୍ରଦେଶ ପୋଲିସ୍ ! ରାସ୍ତା ଉପରେ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ ।

ପ୍ରିୟଙ୍କା ଗାନ୍ଧି ୟୁପି ସୋନଭଦ୍ର ଗସ୍ତ ସମୟରେ ଉତେଜନା । ତାଙ୍କୁ ଅଧା ବାଟରୁ ଅଟକାଇଲା ୟୁପି ପୋଲିସ୍ । ମିର୍ଜାପୁର ଯାଇ ଫେରୁଥିବା ବେଳେ ପ୍ରିୟଙ୍କାଙ୍କୁ ପୋଲିସ ଅଟକାଇବାରୁ ସେଠାରେ ବେଶ କିଛି ସମୟ ଧରି ଉତେଜନା ପ୍ରକାଶ ପାଇଥିଲା । ତାଙ୍କୁ କାହିଁକି ମୃତକଙ୍କ ପରିଜନଙ୍କୁ ଭେଟିବାକୁ…

ସାପ ଫଣା ସହ ଚୁମା ଭିଡିଓ ଭାଇରାଲ ପ୍ରସଙ୍ଗ: ଭୁଲ୍ ମାଗିଲେ ଭିଡିଓ ଅପଲୋଡ କରିଥିବା ଯୁବକ; କହିଲେ ଆଉ କରିବିନି ଭୁଲ,…

କନକ ବ୍ୟୁରୋ: ସାପ ଫଣା ସହ ଚୁମା ଭିଡିଓ ଭାଇରାଲ ପ୍ରସଙ୍ଗରେ କନକ ନ୍ୟୁଜରେ ଭୁଲ ମାଗିଛନ୍ତି ଭିଡିଓ ଅପଲୋଡ କରିଥିବା ଯୁବକ । ଭୁଲକୁ ସ୍ୱୀକାର କରିଥିବା ବେଳେ ଆଉ ଏପରି ଭୁଲ କରିବିନି ବୋଲି କହିଛନ୍ତି ଭିଡିଓ ଅପଲାଡ କରିଥିବା ରୋହିିତ ମେହେର । ତେବେ ସଉକ ପାଇଁ ସାପ ସହ ଭିଡିଓ ବନାଇଥିଲେ ,…

କର୍ଣ୍ଣାଟକ ରାଜନୀତିରେ ନାଟକୀୟ ମୋଡ: ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସରକାର

କନକ ବ୍ୟୁରୋ: କର୍ଣ୍ଣାଟକ ରାଜନୀତିରେ ନାଟକୀୟ ମୋଡ । ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କର୍ଣ୍ଣାଟକ ସରକାର । ରାଜ୍ୟପାଳ ଜାଣିଶୁଣି ବାଚସ୍ପତିଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ସହ ଏକ ଦଳୀୟ ଏଜେଂଟ ଭଳି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ…

ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି ଭଦ୍ରକର ପୋଲିସ କର୍ମଚାରୀ : ରାସ୍ତା କଡ଼ର ଅସହାୟଙ୍କ ମୁହଁରେ ଦାନା ଦେଇ ହସ…

କନକ ବ୍ୟୁରୋ : ମହାତ୍ମା ଗାନ୍ଧୀଙ୍କ କ୍ଷୁଧାମୁକ୍ତ ଭାରତ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଛି । ଦେଶରେ ଭୋକିଲାଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଆଜି ବି ଭୋକ ବିକଳରେ ଲୋକେ ପ୍ରାଣ ହରାଉଛନ୍ତି । ସରକାରଙ୍କ କୌଣସି ନୀତି କାମ କରୁନି । ଗଣ୍ଡିଏ ଖାଇବାକୁ ନପାଇ ରାସ୍ତା କଡ଼ରେ ପଡ଼ିରହୁଥିବା…