Daily Archives

July 18, 2019

ବିଧାନସଭାରେ ଉଠିଲା ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗ: ଏସପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ…

କନକ ବ୍ୟୁରୋ: ବିଧାନସଭାରେ ଉଠିଲା ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗ । ଏସପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀ ଦଳ ନେତା । ବିଜେପି ନେତା ମାନେ ଗୃହରେ ଏନେଇ ହୋହାଲ୍ଲା କରିବା ସହ ନାରାବାଜି ଦେଇଥିଲେ । ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ଆଣିବାକୁ ଦାବି…

ମାନ କଲେ ମହାରଥୀ, ରାତି ସାରା ଉପାସ । ପ୍ରମିଳା କହିଲେ, ଯାତ୍ରା ଡାଇଲଗ୍ ମାରୁଛନ୍ତି ମହାରଥୀ ।

କନକ ବ୍ୟୁରୋ: ମହାରଥୀ ବନାମ ମନ୍ତ୍ରୀଙ୍କ ମଧ୍ୟରେ ଲାଗିଥିବା ନିଆଁରେ ଘିଅ ଢ଼ାଳିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଗତକାଲି ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଆକ୍ଷେପ ନେଇ ଆଜି ଗୃହରେ ମହାରଥୀ ରଖିଥିବା ଜବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା । ମନ୍ତ୍ରୀଙ୍କ କଥା ତାଙ୍କୁ…

କାଲି ଠାରୁ ଖାଇ ନାହାନ୍ତି ମହାରଥୀ, ବାଧିଲା ମନ୍ତ୍ରୀଙ୍କ ଆକ୍ଷେପ : ଶୂନ୍ୟକାଳରେ ନିରଞ୍ଜନଙ୍କୁ କଡ଼ା ଜବାବ ଦେଲେ…

କନକ ବ୍ୟୁରୋ : କାଲି ନିରଞ୍ଜନ ଘାଇଲା କରିଥିଲେ, ଆଜି ମହାରଥୀ ଶାଣିତ ସ୍ୱରରେ ଜବାବ ଦେଲେ । ପୁଣି ଗୃହରେ ମୁହାଁମୁହିଁ ହେଲେ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ । ଗତକାଲି ବିଧାନସଭାରେ ମନ୍ତ୍ରୀ ନିରଞ୍ଜନ ମାରିଥିବା ତେରଛା ବାଣର ଜବାବ ଦେଇଛନ୍ତି ପ୍ରଦୀପ ମହାରଥୀ । ଆଳୁ ମିଶନ ଓ ଶୀତଳ ଭଣ୍ଡାର…

ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ବେଳେ ସ୍କୁଲ ଭିତରକୁ ପଶିଲେ ବିଧାୟକ ! ଘଣ୍ଟାଏ ପଢାଇଲେ , ପିଲାଙ୍କୁ ବିଜେପି ବିଜେପି…

ଗୋଟିଏ ସ୍କୁଲରେ ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ବେଳେ ବିଧାୟକ ସ୍କୁଲକୁ ପ୍ରବେଶ କରିବା ଏବଂ ଛାତ୍ର୍ରଛାତ୍ରୀଙ୍କୁ ଏକଜୁଟ୍ କରି ବିଜେପି ସଦସ୍ୟତା ଦେବା ଭଳି ଘଟଣା ଏବେ ଘଟିଛି ବାରାଣାସୀର ସେୟଦରାଜା ଅଞ୍ଚଳରେ । ଏଠାକାର ବିଜେପି ବିଧାୟକ ସୁଶୀଲ ସିଂହ ନ୍ୟାସନାଲ୍ ଇଣ୍ଟର କଲେଜରେ ପହଂଚି ପାଠ…

ଇତିହାସ ରଚିବାକୁ ଆଉ ମାତ୍ର ୪ ଦିନ । ୨୨ରେ ଚନ୍ଦ୍ରକୁ ଯିବ ଭାରତର ‘ଚନ୍ଦ୍ରାୟନ-୨’ ।

କନକ ବ୍ୟୁରୋ: ଇତିହାସ ରଚିବାକୁ ଆଉ ମାତ୍ର ୪ ଦିନ । ଆସନ୍ତା ୨୨ ତାରିଖରେ ଚନ୍ଦ୍ରାୟନ-୨ର ଉତକ୍ଷେପଣ । ପୂର୍ବ ନିର୍ଦ୍ଧାରିତ ଗତ ୧୫ ତାରିଖରେ ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ଆସନ୍ତା ୨୨ ତାରିଖ ଅପରାହ୍ନ ୨ଟା ୪୩ ମିନିଟରେ ଏହାର ଉତକ୍ଷେପଣ…

ମମତାଙ୍କ ଫୋକସରେ ୨୦୨୧ ! ପ୍ରଶାନ୍ତ କିଶୋରଙ୍କ ରଣନୀତି ସହ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିବେ ଦିଦି, ୨୧…

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବ ତୃଣମୂଳ କଂଗ୍ରେସ । ମମତାଙ୍କ ଫୋକସରେ ୨୦୨୧ ବିଧାନସଭା ନିର୍ବାଚନ । ଲୋକସଭା ନିର୍ବାଚନରେ ଫଳାଫଳ ଦେଖି ବିଧାନସଭା ନିର୍ବାଚନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।୨୧ ଜୁଲାଇରେ ଆୟୋଜିତ…