Daily Archives

July 11, 2019

ପାଖରେ ଅର୍ଥ ନାହିଁ ହେଲେ ଆଖିରେ ଅସୁମାରୀ ସ୍ୱପ୍ନ : ଯୁକ୍ତ ଦୁଇରେ ରାୟଗଡା ସ୍ୱୟଂଶାସିତ କଲେଜରେ ପ୍ରଥମ ସ୍ଥାନ ଅଧିକାର…

କନକ ବ୍ୟୁରୋ : ଦୃଢ଼ ଇଚ୍ଛା ଶକ୍ତି ଓ ଅଧ୍ୟବସାୟ ସମସ୍ତ ବାଧା ବିଘ୍ନକୁ ପରାସ୍ତ କରି ପାରେ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ରାୟଗଡ଼ା ଜିଲ୍ଲା ମେଲକଯୁବା ଗାଁର ସଦାନନ୍ଦ ଭଦ୍ରା । ଜଣେ ସାମାନ୍ୟ ଗାଈଚରାଳି ପୁଅଙ୍କ ସଫଳତାକୁ ରୋକି ପାରିନାହିଁ ଦାରିଦ୍ର‌୍ୟ । ହେଲେ ଆଗକୁ ବଢ଼ିବାକୁ ପାଦରେ…

ଶେଷ ମୁହୂର୍ତ୍ତରେ ରନ୍ ଆଉଟ ହୋଇଗଲେ ଧୋନି । ହୃଦଘାତରେ ଚାଲିଗଲା କ୍ରିକେଟ ଫ୍ୟାନଙ୍କ ଜୀବନ ।

ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେବା ସହ ବିଶ୍ୱକପ ଅଭିଯାନ ଶେଷ କରିଛି ଟିମ୍ ଇଣ୍ଡିଆ । ଲିଗ୍ ପର୍ଯ୍ୟାୟରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବିରାଟ ବାହିନୀ ନ୍ୟୁଜିଲାଣ୍ଡ ଭଳି ଟିମ୍ ଠାରୁ ପରାସ୍ତ ହେବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟ ଫ୍ୟାନ୍ । ଭାରତର ପରାଜୟ…

ରାସ୍ତା ପାଇଁ ବଳିପଡ଼ିବ ୧୧ଶହ ଗଛ : ସୁବର୍ଣ୍ଣପୁରରେ ୩କିଲୋମିଟର ରାସ୍ତା ପ୍ରଶସ୍ତିକରଣ ପାଇଁ ଗଛ କାଟିବାକୁ ନିଷ୍ପତ୍ତି,…

କନକ ବ୍ୟୁରୋ : ରାସ୍ତା ପ୍ରଶସ୍ତିକରଣ ପାଇଁ ହେବ ଗଛକଟା । ସୁବର୍ଣ୍ଣପୁରରେ ଗଛ ଲଗାଇବା ବଦଳରେ ଗଛ କାଟିବା ପାଇଁ ନିଷ୍ପତ୍ତି ନେଇଛି ଗୃହ ଓ ପର୍ତ୍ତ ବିଭାଗ । ହେଲେ ଏହାକୁ ବିରୋଧ କରିଛନ୍ତି ସହରବାସୀ । ପୂର୍ବରୁ ରାସ୍ତା ପ୍ରଶସ୍ତିକରଣ ପାଇଁ ଅନେକ ଗଛ କଟାଯାଇଛି । ବିକାଶ ନାଁରେ ଜିଲ୍ଲାର…

ଦିବା ଆଲୋକରେ ବ୍ୟାଙ୍କ ଲୁଟ୍: କଲେଜ ୟୁନିଫର୍ମରେ ଆସିଲେ, ୪୦ ଲକ୍ଷ ଲୁଟିନେଇ ଚମ୍ପଟ୍ ମାରିଲେ ଦୁବୃର୍ତ୍ତ ।

କନକ ବ୍ୟୁରୋ: ଦିବା ଆଲୋକରେ ମାତିଛନ୍ତି ଲୁଟେରା । ବ୍ୟାଙ୍କରେ ବୁଲାଇଦେଲେ କଳାକନା, ଲୁଟିନେଲେ ୪୦ଲକ୍ଷ ଟଙ୍କା । ଏଭଳି କିଛି ଘଟଣା ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଶ୍ରୀରାମପୁର ଷ୍ଟେଟବ୍ୟାଙ୍କ ଶାଖାରେ ଘଟିଥିବା ସୂଚନା ମିଳିଛି । ବ୍ୟାଙ୍କ କର୍ତ୍ତୁପକ୍ଷ ଓ ସ୍ଥାନୀୟ ଲୋକଙ୍କ କହିବା ମୁତାବକ,…

ଡରାଇଲା ଡିଜେଲ ଦର। ରାଜ୍ୟରେ ବଢ଼ିଲା ବସ୍ ଭଡ଼ା, ଜାଣନ୍ତୁ କିଲୋମିଟର ପ୍ରତି କେଉଁ ବସରେ କେତେ ପଇସା ବଢ଼ିଲା ।

କନକ ବ୍ୟୁରୋ: ବଢ଼ିଲା ବସ୍ ଭଡ଼ା । ଅହେତୁକ ଡିଜେଲ୍ ଦରରେ ବୃଦ୍ଧି ଯୋଗୁଁ ବସ୍ ଭଡ଼ା ମଧ୍ୟ ବୃଦ୍ଧି କଲେ ରାଜ୍ୟ ସରକାର । ଏହି ଆଧାରରେ ସାଧାରଣ, ଏକ୍ସପ୍ରେସ ବସ୍ ଭଡ଼ା ପ୍ରତି କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି । ସେହିଭଳି ଡିଲକ୍ସ, ଏସି ଡିଲକ୍ସ ବସର ପ୍ରତି କିଲୋମିଟର ପିଛା ୨ ପଇସାକୁ…

ଭାରତ ବିଶ୍ୱକପରୁ ବିଦା ହେବାପରେ ଭାଙ୍ଗିଲା କୁନି ପ୍ରଂଶସକଙ୍କ ମନ : କଇଁକଇଁ କାନ୍ଦିବା ସହ କହିଲେ ମୁଁ ଖେଳିଥିଲେ…

କନକ ବ୍ୟୁରୋ : ଭାରତର ତୃତୀୟ ଥର ପାଇଁ ୱାଲ୍ଡ ଚାମ୍ପିଆନ୍ ହେବାର ସ୍ୱପ୍ନ ମଉଳିଗଲା । ବିଶ୍ୱକପର ସେମିଫାଇନାଲରେ ହାରିବା କ୍ରିକେଟ୍ ଫ୍ୟାନଙ୍କୁ କରିଛି ନିରାଶ । ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ୧୩୦ କୋଟି ଲୋକଙ୍କ ହୃଦୟ ଭାଙ୍ଗିଗଲା । ମାଂଚେଷ୍ଟରରେ ଭାରତ ହାରିଯିବା ପରେ…