Daily Archives

July 11, 2019

ବିଶ୍ୱକପ୍ ୨୦୧୯ ! ସେମିଫାଇନାଲରେ ପରାଜୟ ପରେ ବି ଖାଲିହାତରେ ନୁହଁ କୋଟିପତି ହୋଇ ସ୍ୱଦେଶ ଫେରିବ ଟିମ୍ ଇଣ୍ଡିଆ ।

ବିଶ୍ୱକପ୍ ୨୦୧୯ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରେ ଟିମ୍ ଇଣ୍ଡିଆକୁ ନେଇ ଏବେ ଚାରିଆଡେ ଖୁବ୍ ଚର୍ଚ୍ଚା ହେଉଛି । କ୍ରିକେଟ୍ ପ୍ରେମୀ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ସମର୍ଥନ ଏବଂ ସମାଲୋଚନାକୁ ନେଇ ତର୍କବିତର୍କ ଚାଲିଥିବା ବେଳେ ଭାରତୀୟ କ୍ରିକେଟ୍ ଟିମ୍ ପରାଜୟ ପରେ ବି କୋଟିପତି…

ବିଶ୍ୱକପ୍ ପାଇଁ ବିଷ ପିଇଲେ…ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ହାରିବା ଦୁଃଖରେ ଆତ୍ମହତ୍ୟା ଉଦ୍ୟମ କଲେ…

କନକ ବ୍ୟୁରୋ: ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ହାରି ବିଶ୍ୱକପରୁ ବିଦାୟ ନେଇଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳର ବ୍ୟାଟିଂ ଆରମ୍ଭରୁ ଟିଭି ସେଟ୍ ଆଗରେ ସ୍ତବ୍ଧ ହୋଇ ବସିଥିବା କୋଟି କୋଟି ଭାରତୀୟ ଶେଷରେ ନିରାଶ ହେବାକୁ ପଡିଥିଲା । ତେବେ ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରି ବିଶ୍ୱକପ…

ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟ୍ । କଟକ ସିଡିଏ ଅଞ୍ଚଳରେ ଲୁଟେରାଙ୍କ ଉତ୍ପାତ

କନକ ବ୍ୟୁରୋ: ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟ । ସିସିଟିଭିରେ କଏଦ ହେଲା ପୂରା ଘଟଣା । କଟକ ସିଡିଏ ଅଂଚଳରେ ଲୁଟେରାଙ୍କ ଉତ୍ପାତକୁ ନେଇ ଚାଂଚଲ୍ୟ ସୃଷ୍ଟି ହୋଇଛି । ସେକ୍ଟର ୬ରେ ଥିବା ଶ୍ରୀରାମ ଜୁଏଲାରୀରେ ୪ ଜଣ ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିଛନ୍ତି । ଦୋକାନରୁ…

ସରିଲା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ : ୫ ସୂତ୍ରୀ ଗୁରୁମନ୍ତ୍ର ଦେବା ସହ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ସନ୍ତୋଷ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସରିଲା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ଏହା ସହ କାଳିଆ ଯୋଜନା ପାଇଁ ଆପତକାଳୀନ ପାଣ୍ଠିରୁ ନିଆଯାଇଥିବା ଟଙ୍କାକୁ ଫେରସ୍ତ ନେଇ ବୈଠକରେ ଅନୁମୋଦନ ମିଳିଛି । ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ…

ହୋଟେଲରେ ମହିଳାଙ୍କ ସହ ଅଭଦ୍ରାମି କରି କ୍ରିକେଟରୁ ବାଦ୍ ପଡିଲେ ଏହି କ୍ରିକେଟର୍ ! ଏକବର୍ଷ ପାଇଁ ଖେଳିପାରିବେ ନାହିଁ…

ଚଳିତ ବର୍ଷ ବିଶ୍ୱକପ୍ ୨୦୧୯ କ୍ରିକେଟ୍ ଯେତିକି ରୋମାଞ୍ଚକର ହୋଇଛି ତା ଠାରୁ ଅଧିକ ଚର୍ଚ୍ଚାରେ ରହିଛି ଖେଳାଳୀଙ୍କ ବ୍ୟବହାର । ବିଶ୍ୱକପ୍ ଏବେ ଶେଷ ହୋଇନଥିବା ବେଳେ ଜଣେ ଖେଳାଳୀଙ୍କୁ ହୋଟେଲରେ ମହିଳାଙ୍କୁ ଅସଦାଚରଣ କରିବା ମାମଲାରେ ଏକ ବର୍ଷ ପାଇଁ ଟିମ୍ ରୁ ବାହାର କରିଦିଆଯାଇଛି । ଖୋଦ୍…

ହାଇକୋର୍ଟଙ୍କ ବଡ ନିଷ୍ପତ୍ତି ! ଲିଙ୍ଗ ପରିବର୍ତ୍ତନ କରିଥିବା ପୁରୁଷଙ୍କୁ ମହିଳା ଏବଂ ମହିଳାଙ୍କୁ ପୁରୁଷ ବିଚାର କରାଯିବ…

ହାଇକୋର୍ଟ ତରଫରୁ ପ୍ରଦେଶ ସରକାରଙ୍କୁ କୁହାଯାଇଛି ଯେ ଲିଙ୍ଗ ପରିବର୍ତ୍ତନ କରି ମହିଳା ପାଲଟିଥିବା ଜଣେ ପୁରୁଷଙ୍କୁ ମହିଳାଙ୍କ ନଜରରେ ହିଁ ଦେଖାଯିବ । ଶୁକ୍ରବାର ହାଇକୋର୍ଟ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କୋଟଦ୍ୱାର ସହ ସମ୍ବନ୍ଧୀତ ଏହି ମାମଲାରେ ଜଣେ ମହିଳା ହାଇକୋର୍ଟରେ ଯାଚିକା…