Daily Archives

July 6, 2019

ବିଦେଶରେ କୁମାରସ୍ୱାମୀ, ସଂକଟରେ କର୍ଣ୍ଣାଟକ ସରକାର । ଇସ୍ତଫା ଦେଲେ କଂଗ୍ରେସ-ଜେଡିଏସ୍ ମେଣ୍ଟର ୧୧ ବିଧାୟକ ।…

କନକ ବ୍ୟୁରୋ: କର୍ଣ୍ଣାଟକରେ ଦେଖା ଦେଇଛି ଏକ ବଡ ରାଜନୈତିକ ସଂକଟ । କଂଗ୍ରେସ ଓ ଜେଡିଏସ ମେଂଟର ୧୧ ଜଣ ବିଧାୟକ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ଫଳରେ ମେଂଟ ସରକାର ସଂଖ୍ୟା ଗରିଷ୍ଠତା ବଢାଇବାର ଆଶଙ୍କା ବଢି ଯାଇଛି । ପୂର୍ବରୁ ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିବା ବେଳେ ଜଣେ…

ମ୍ୟାଥୁସଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ । ବିରାଟ ବାହିନୀ ଆଗରେ ୨୬୫ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଶ୍ରୀଲଙ୍କା, ଭାରତର…

କନକ ବ୍ୟୁରୋ : ଆଞ୍ଜେଲୋ ମ୍ୟାଥୁସ୍‌ଙ୍କ ଶତକ (୧୧୩ ରନ୍‌, ୧୨୮ ବଲ) ଓ ପଂଚମ ଓ୍ଵିକେଟ୍‌ରେ ଲାହିରୁ ଥିରମାନେ (୫୩ ରନ୍‌, ୬୮ ବଲ, ୪ ଚୌକା)ଙ୍କ ସହିତ ଶତକୀୟ ଭାଗିଦାରୀ (୧୨୪ ରନ୍‌) ବଳରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୭ଟି ଓ୍ଵିକେଟ୍‌ ହରାଇ ୨୬୪ ରନ୍‌ କରିଛି । ଲିଡସ୍‌ରେ ଶନିବାର ଟସ୍‌…

ବିଶ୍ୱକପ ମ୍ୟାଚ୍ ମଝିରେ ପୁଣି ଷ୍ଟାଡିୟମ ଉପରେ ଉଡିଲା ଉଡାଜାହାଜ । କାଶ୍ମୀର ନାରା ଥିବା ବ୍ୟାନର ଦେଖି ତାଜୁବ ହୋଇଗଲେ…

ଭାରତ-ଶ୍ରୀଲଙ୍କା ମଧ୍ୟରେ ଲିଡସ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳାଯାଉଥିବା ବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଷ୍ଟାଡିୟମ ଉପରେ ଏକ ଉଡାଜାହାଜ ଉଡୁଥିବା ବେଳେ ସେଥିରେ ଏକ ବ୍ୟାନର ଝୁଲୁଥିବାର ଦେଖିବାକୁ ମିଳିଥିଲା । ଆଉ ଏହି ବ୍ୟାନରରେ ‘କାଶ୍ମୀର ପାଇଁ ନ୍ୟାୟ’ ଲେଖାଯାଇଥିଲା । ଚଳିତ…

ବିଶ୍ୱକପରେ ଧୋନିଙ୍କୁ ମିଳିଲା ବଡ ଗିଫ୍ଟ । ଜନ୍ମଦିନ ପୂର୍ବରୁ ଧୋନିଙ୍କୁ ଆଇସିସି ଦେଲା ବଡ ଉପହାର, ପସନ୍ଦ କଲେ…

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଆଇସିସିର ଜନ୍ମଦିନ ଭେଟି । ଆସନ୍ତାକାଲି ମହେନ୍ଦ୍ର ସିଂ ଧୋନି ୩୮ ବର୍ଷରେ ପାଦ ଦେବେ । ଜନ୍ମଦିନ ପୂର୍ବରୁ ଧୋନିଙ୍କୁ ଏକ ବଡ ଉପହାର ଦେଇଛି ଆଇସିସି । ଯାହାକୁ ବେଶ୍ ପସନ୍ଦ କରିଛନ୍ତି କ୍ରିକେଟପ୍ରେମୀ । ଜନ୍ମଦିନର ଗୋଟିଏ ଦିନ…

ମହାପ୍ରଭୁଙ୍କୁ ନେଇ ଚଳଚଞ୍ଚଳ ଗୁଣ୍ଡିଚା ମନ୍ଦିର । ଜନ୍ମବେଦୀରେ ଚତୁର୍ଦ୍ଧା ମୁରତିଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

କନକ ବ୍ୟୁରୋ: ମହାପ୍ରଭୁଙ୍କର ବହୁ ପ୍ରତିକ୍ଷୀତ ଆଡ଼ପ ଅବଢ଼ା ଆଜିଠାରୁ ଭକ୍ତଙ୍କୁ ମିଳିଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ପୂର୍ବାହ୍ଣରେ ପ୍ରଥମ ଅବଢ଼ା ବାହାରିଥିଲା। ପ୍ରଥମ ଅବଢ଼ା ପାଇବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖାଯାଇଥିଲା। କାରଣ ଶ୍ରୀମନ୍ଦିରର ଆନନ୍ଦ…

ଆରମ୍ଭ ହେଲା ପାଟକୁରା ଲଢେଇ । ଗାଁ ଗାଁରେ ପହଞ୍ଚିଲେଣି ନେତା । ଭୋଟରଙ୍କୁ ମନାଇବାକୁ ଚାଲିଛି ପ୍ରୟାସ

କନକ ବ୍ୟୁରୋ: ଆରମ୍ଭ ହେଲା ପାଟକୁରା ଲଢେଇ । ଗାଁ ଗାଁରେ ପହଞ୍ଚିଲେଣି ନେତା । ଭୋଟରଙ୍କୁ ମନାଇବାକୁ ଦଳ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଯାଇଛି । ବିଜେଡି, ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଚଳିତ ମାସ ୨୦ ତାରିଖରେ ପାଟକୁରା ବିଧାନସଭା ଆସନପାଇଁ ନିର୍ବାଚନ ହେବ । ଭୋଟଗଣତି ୨୪…