Daily Archives

July 6, 2019

୨୦୨୧ ଜନଗଣନା ପାଇଁ ପ୍ରଶାସନର ପ୍ରସ୍ତୁତି । ପ୍ରଥମଥର ବ୍ୟବହାର ହେବ ସ୍ୱତନ୍ତ୍ର ମୋବାଇଲ୍ ଆପ୍, ତହସିଲୱାରୀ ହେବ ଗଣନା…

କନକ ବ୍ୟୁରୋ: ଓଡ଼ିଶାରେ ଜନଗଣନା-୨୦୨୧ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜନଗଣନାକୁ ଅଧିକ ସଠିକ୍ ଏବଂ ସହଜ କରିବା ପାଇଁ ପ୍ରଥମଥର ସ୍ୱତନ୍ତ୍ର ମୋବାଇଲ୍ ଆପର ବ୍ୟବହାର କରାଯିବ । ଏନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ହୋଇଛି । ଏଥର…

ଏଣିକି ନୋ ପାର୍କିଂ ଜୋନରେ ଗାଡି ଛିଡା କରିବା ପଡିବ ମହଙ୍ଗା । ଦେବାକୁ ହେବ ମୋଟା ଅଙ୍କର ଜୋରିମାନା ।

କନକ ବ୍ୟୁରୋ : ଭାରତରେ ଜନସଂଖ୍ୟା ବଢୁଥିବା ବେଳେ ଯାନବାହନର ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଆଉ ସବୁଠୁ ବଡ ସମସ୍ୟା ହେଉଛି ବେଆଇନ୍ ପାର୍କିଂ । ଲୋକମାନେ ରାସ୍ତା କଡରେ ମନ ଇଛା ଗାଡି ପାର୍କିଂ କରୁଛନ୍ତି । ଯେଉଁଥିପାଇଁ ଟ୍ରାଫିକ୍ ସମସ୍ୟା ଏବେ ସବୁଠାରୁ ଚିନ୍ତାର ବିଷୟ । ଆଉ ଏଭଳି…

ବୁମରାହଙ୍କ ବଡ ରେକର୍ଡ । ଦିନିକିଆ ୧୦୦ ୱିକେଟ୍ କ୍ଲବରେ ହେଲେ ସାମିଲ, ଭାଙ୍ଗିଲେ ଜାହିର ଖାନଙ୍କ ରେକର୍ଡ ।

ବିଶ୍ୱର ଏକ ନମ୍ବର ବୋଲର ଯଶପ୍ରୀତ ବୁମରାହଙ୍କ ନାଁରେ ଆଉ ଏକ ରେକର୍ଡ । ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ବୁମରାହ । ଶ୍ରୀଲଙ୍କା ବ୍ୟାଟସମ୍ୟାନ୍ ଦିମୁଥ କରୁଣାରତ୍ନେଙ୍କୁ ଆଉଟ୍ କରିବା ସହ ଦିନିକିଆ କ୍ରିକେଟରେ ୧୦୦ ତମ ୱିକେଟ କ୍ଲବରେ ସାମିଲ…

ବର୍ଷାକୁ ଦେଖିଲେ ଛାନିଆ ନଇ କୂଳିଆ ଗାଁ। ଲୋକଙ୍କ ଆଖିରୁ ନିଦ ହଜେଇ ଦେଇଛି ଜଗତସିଂହପୁର ଦେବୀନଦୀର ଦୁର୍ବଳବନ୍ଧ

କନକ ବ୍ୟୁରୋ: ନଦୀବନ୍ଧ ସାଜିଛି ମରଣଜନ୍ତା । ଦେବୀନଦୀର ବନ୍ଧକୁ ନେଇ ଆତଙ୍କରେ ଗ୍ରାମବାସୀ । ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀବନ୍ଧ ଏବେ ବିପଦ ସଂକୁଳ ଅବସ୍ଥାରେ । ଯାହାକି ଏବେ ଗ୍ରାବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆକାଶରେ ମେଘ…

ସୁନ୍ଦରଗଡ ଏସପି ଓ ତାଙ୍କ ଟିମ୍ ବିରୋଧରେ ସାଙ୍ଘାତିକ ଅଭିଯୋଗ। ଘରେ ଘରେ ପଶି ମହିଳା ଓ ଶିଶୁଙ୍କୁ ପୁଲିସ ମାଡ ମାରିଥିବା…

କନକ ବ୍ୟୁରୋ: ସୁନ୍ଦରଗଡରେ ଅଭାବନୀୟ ଘଟଣା । ଏକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ଏବଂ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଆଲୋଚନା ପାଇଁ ମନା କରିବାକୁ ଉତ୍ୟକ୍ତ ଲୋକେ ଫାଣ୍ଡି ପରିସରରେ ଭଙ୍ଗାରୁଜା କରିଥିଲେ । ପରେ ପୋଲିସ ପ୍ରାୟ ୩୦ରୁ ୪୦…

ଟିମ୍ ଇଣ୍ଡିଆର ଦମଦାର ବୋଲିଂ ପ୍ରଦର୍ଶନ । ୪ଟି ୱିକେଟ୍ ହରାଇଲା ଶ୍ରୀଲଙ୍କା ।

କନକ ବ୍ୟୁରୋ : ଭାରତର ଦମଦାର ବୋଲିଂ ପ୍ରଦର୍ଶନ । ଆଇସିସି ବିଶ୍ୱକପ୍ କ୍ରିକେଟର ୪୪ତମ ମ୍ୟାଚରେ ଆଜି ଲିଡ୍ସ ଠାରେ ମୁହାଁମୁହିଁ ହେଉଛନ୍ତି ଭାରତ ଶ୍ରୀଲଙ୍କା । ଶ୍ରୀଲଙ୍କା ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ତେବେ ଦଳକୁ ପ୍ରଥମରୁ ହିଁ ଲାଗିଛି ଜୋରଦାର ଝଟକା । ଦଳୀୟ…