Daily Archives

July 6, 2019

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପୁଣି ମିଳିଲା ଜାମିନ । ୧୦ହଜାର ଟଙ୍କା ବ୍ୟକ୍ତିଗତ ମୁଚଲିକାରେ ମିଳିଲା ଜାମିନ

କନକ ବ୍ୟୁରୋ: ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ପାଟନା ସିଭିଲ କୋର୍ଟରେ ଆଜି ମାନହାନି ମାମଲାରେ ହାଜର ହୋଇଥିଲେ ରାହୁଲ । ୧୦ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ପାଟନା ସିଭିଲ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦି ରୁଜୁ…

ବିଜେପି ଆରମ୍ଭ କଲା ‘ସଦସ୍ୟତା ସଂଗ୍ରହ ଅଭିଯାନ’ । ୫୦ ଲକ୍ଷ ଲୋକଙ୍କୁ ସାମିଲ କରିବା ସହ ପ୍ରତି ବୁଥରେ ୫ଟି ଗଛ ଲଗାଇବ…

କନକ ବ୍ୟୁରୋ : ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳିର ଭିମଟାଙ୍ଗିରେ ପ୍ରବାଦ ପୁରୁଷ ଶ୍ୟାମା ପ୍ରସାଦ ମୁଖାର୍ଜିଙ୍କ ଜନ୍ମତିଥୀରେ ରାଜ୍ୟ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି । ସାରା…

ସାପ-ସିଡ଼ିର ଗୋଲଧନ୍ଦାରେ ଛନ୍ଦି ହୋଇଗଲେ ଆଇପିଏସ୍ ଅଧିକାରୀ। ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ପଦରୁ ବିଦା ହେଲେ…

କନକ ବ୍ୟୁରୋ: ଛଅ ମାସ ତଳେ ମୋଦି ସରକାରର ପ୍ରିୟ ଅଫିସର ଥିଲେ । ହେଲେ ଛଅ ମାସ ପରେ ଅଲୋଡା ହୋଇପଡିଲେ ଆଇପିଏସ ନାଗେଶ୍ୱର ରାଓ । ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ପଦରୁ ହଟାଇ ନାଗେଶ୍ୱର ରାଓଙ୍କୁ ଅଗ୍ନିଶମ, ସିଭିଲ୍ ଡିଫେନ୍ସ ଓ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି । ସିବିଆଇର ଟପ…

ବଜେଟ ବଢ଼ାଇଲା ତେଲ ଦର, ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼। ଭୁବେନଶ୍ୱରରେ ପେଟ୍ରୋଲ ୨ ଟଙ୍କା ୪୩ ପଇସା ଓ ଡିଜେଲ ୨ ଟଙ୍କା…

କନକ ବ୍ୟୁରୋ: ବଜେଟ ପରେ ବଢିଲା ତେଲ ଦର । ଚଳିତ ବଜେଟରେ ଏକସାଇଜ ଡ୍ୟୁଟି ବଢିବାରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଆନ୍ତର୍ଜାତୀୟ ବଜାରରେ ତେଲ ଦର କମିଥିବା ବେଳେ ଏକସାଇଜ ଡ୍ୟୁଟି ବୃଦ୍ଧି ସାଧାରଣ ଗ୍ରାହକଙ୍କ ପକେଟ ଉପରେ ମାଡ କରିଛି । ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟରେ…

କେତେ କାର୍ଯ୍ୟକାରୀ ହୋଇଛି ନିର୍ବାଚନୀ ଇସ୍ତାହାର ? ସରିଲା ସମୟ, ସବୁ ମନ୍ତ୍ରୀ ଦେଲେ ରିପୋର୍ଟ ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ମାସିକିଆ ରିପୋର୍ଟ କାର୍ଡ ଦେଲେ ମନ୍ତ୍ରୀ । ସବୁ ବିଭାଗର ମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି । ନିର୍ବାଚନୀ ଇସ୍ତାହାରରେ ଯାହା ସବୁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା କେତେ କାର୍ଯ୍ୟକାରୀ ହୋଇଛି, ସେନେଇ…

କିଏ ପିନ୍ଧିବ ପାଟକୁରାରେ ବିଜୟ ମୁକୁଟ? ବିଜୟ ନା’ ବିଜେଡି; ଗାଁ ଗାଁରେ ଚାଲିଛି ଅଙ୍କକଷା, ଭୋଟରଙ୍କୁ ମନେଇବା ପାଇଁ…

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ପରେ ପାଟକୁରା ପଲିଟିକ୍ସ ଚଳଚଞ୍ଚଳ ହୋଇପଡିଛି । ଗାଁ ଗାଁରେ ପହଞ୍ଚି ନେତା ଭୋଟରଙ୍କୁ ମନାଇବାକୁ କସରତ ଆରମ୍ଭ କରିଦେଲେଣି । ଏଭଳି ସ୍ଥିତିରେ ପାଟକୁରା ନିର୍ବାଚନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ଥିବା ବେଳେ ବିଜେପି ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି…