Monthly Archives

June 2019

ବର୍ମିଂହାମରେ ବେୟାରଷ୍ଟ୍ରୋଙ୍କ ଦମଦାର ଶତକ ! ଛକା, ଚୌକାର ବର୍ଷା କରୁଛି ଇଂଲଣ୍ଡ ।

କନକ ବ୍ୟୁରୋ : ବର୍ମିଂହାମରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରୁଛି ଇଂଲଣ୍ଡ । ଆଉ ଏହାରି ଭିତରେ ଶତକ ହାସଲ କରିଛନ୍ତି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟ୍ରୋ । ବିଶ୍ୱକପର ୩୮ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଏବଂ ଇଂଲଣ୍ଡ । ବର୍ମିଂହାମରେ ଖେଳାଯାଉଥିବା ଏହି…

ବିଧାୟକଙ୍କ ଭାଇଙ୍କ ଗୁଣ୍ଡାଗିରି ! ବୃକ୍ଷରୋପଣ ପାଇଁ ଯାଇଥିବା ବନବିଭାଗର ମହିଳା ଅଧିକାରୀଙ୍କୁ ନିସ୍ତୁକ ପିଟିଲେ,…

କନକ ବ୍ୟୁରୋ : ବିଧାୟକଙ୍କ ଭାଇଙ୍କ ଗୁଣ୍ଡାଗିରି । ଏହା ଏମିତି ଏକ ଲଜ୍ଜାଜନକ ଘଟଣା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସିରପୁରର ବିଧାୟକ କୋନେରୁ କୋନେପ୍ପାଙ୍କ ଭାଇ କୋନେରୁ କୃଷ୍ଣା ରାଓଙ୍କ ଗୁଣ୍ଡାଗର୍ଦି ଏବେ ସମସ୍ତଙ୍କ ସାମ୍ନାକୁ…

ଆସନ୍ତାକାଲି ଠାରୁ ଆଖିବୁଜା ବର୍ଷା ! ପଶ୍ଚିମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ଆଖିବୁଜା ବର୍ଷା । ଲଘୁଚାପ ପ୍ରଭାବରେ କାଲି ଠାରୁ ଓଡିଶାରେ ଆରମ୍ଭ ହେବ ବର୍ଷା । ଲଘୁଚାପ ବର୍ଷା ପାଇଁ ଓଡିଶାକୁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣି ପାଗ ବିଭାଗ । ତେବେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅବପାତର…

ଭାରତର ଖରାପ ବୋଲିଂ ! ଦୁଇ ଓପନରଙ୍କ ଦମଦାର ଅର୍ଦ୍ଧଶତକ, ଦୃଢ ସ୍ଥିତିରେ ଇଂଲଣ୍ଡ ।

କନକ ବ୍ୟୁରୋ : ସୁପରସଣ୍ଡେର ସୁପର ମୁକାବିଲା । ବିଶ୍ୱକପର ୩୮ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଏବଂ ଇଂଲଣ୍ଡ । ବର୍ମିଂହାମରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ତେବେ ପ୍ରଥମରୁ ଭାରତ ଖରାପ ବୋଲିଂ…

ବଡମୁକାବିଲା ପାଇଁ ବଦଳିଲେ ଖେଳାଳି: ବିଜୟଙ୍କ ସ୍ଥାନରେ ପଡିଆକୁ ଓହ୍ଲାଇଲେ ପନ୍ଥ

କନକ ବ୍ୟୁରୋ: ବର୍ମିଂହାମ ବଡମୁକାବିଲା ପାଇଁ ବଦଳିଲେ ଖେଳାଳି । ଇଂଲଣ୍ଡକୁ ପରାଜିତ କରିବାକୁ ଆଜିର ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରିଛି ଟିମ୍ ଇଣ୍ଡିଆ । ପ୍ଲେଇଂ ଇଲେଭେନରେ ଋଷଭ ପନ୍ଥଙ୍କୁ ସାମିଲ କରାଯାଇଛି । ବିଜୟ ଶଙ୍କରଙ୍କ ସ୍ଥାନରେ ପନ୍ଥଙ୍କୁ ବଡ ମୁକାବିଲାରେ ସାମିଲ କରାଯାଇଛି ।…

ମିଶନ ଆଜବେଷ୍ଟନ୍: ଟସ୍ ଜିତିଲା ଇଂଲଣ୍ଡ, ବଲ୍ ଧରି ପଡିଆକୁ ଓହ୍ଲାଇବ ବିରାଟ ବାହିନୀ

କନକ ବ୍ୟୁରୋ: ବର୍ମିଂହାମ ବଡମୁକାବିଲା ପାଇଁ ପଡିଲା ଟସ୍ । ଟସ୍ ଜିତିଲା ଇଂଲଣ୍ଡ । ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଲା ଇଂଲଣ୍ଡ । ବଲ ଧରି ପଡିଆକୁ ଓହ୍ଲାଇବ ବିରାଟ ବାହିନୀ ଅର୍ଥାତ ଫିଲ୍ଡିଂ କରିବ ଭାରତ । ଆଜିର ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ପ୍ଲେଇଂ ଇଲେଭେନରେ…