Daily Archives

June 26, 2019

ଜାଲ ସାର୍ଟିଫେକେଟ୍ ଦେଇ ଛାତ୍ରଛାତ୍ରୀଙ୍କୁ ଠକୁଥିଲେ ସାବଧାନ! ଫେଲ ଛାତ୍ରଙ୍କୁ ପାସ୍ ସାର୍ଟିଫିକେଟ୍ ଦେଇ ଫସିଲେ ଘରୋଇ…

କନକ ବ୍ୟୁରୋ: ଆପଣଙ୍କ ପୁଅ କିମ୍ବା ଝିଅ ମାଟ୍ରିକ କି ଯୁକ୍ତ ଦୁଇ ପରିକ୍ଷାରେ ଫେଲ ହୋଇଛନ୍ତି କି? ଆପଣଙ୍କ ପୁଅ-ଝିଅକୁ ତୁରନ୍ତ ପାସ କରାଇବାକୁ କିଏ ପ୍ରଲୋଭନ ଦେଖାଉଛନ୍ତି କି..? ଯଦି ହଁ.. ତାହା ହେଲେ ସଚେତନ ହୋଇ ଯାଆନ୍ତୁ । ବଜାରରେ ଏବେ ଅନେକ ଶିକ୍ଷା ଅନୁଷ୍ଠାନ ଆପଣଙ୍କ ପିଲାଙ୍କୁ ପାସ…

ବରଗଡର ବିସ୍ମୟ ବାଳିକା ! ଆଖି ବନ୍ଦ କରି ସବୁ ଦେଖି ପାରୁଛି କୁନି ଝିଅ ଆଲିଶା; କଷି ପାରୁଛି ଗଣିତ, ଚିହ୍ନି ପାରୁଛି…

କନକ ବ୍ୟୁରୋ: ବରଗଡର ଆଲିଶା ସିଂଘଲ । ଡ଼ାକ ନାମ ବ୍ରେବି । ବ୍ରେବି ପାଖରେ ଏବେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ ପ୍ରତିଭା । ଆଖିରେ କପଡ଼ା ବାନ୍ଧି ଦେଇ ସାମ୍ନାରେ କଣ ଅଛି ବୋଲି ପଚାରିଲେ ଆଲିଶା ଆରାମରେ କହିଦେଉଛନ୍ତି । ଏହା ଜଣାପଡ଼ିବା ପରେ ଆଲିଶାଙ୍କ ପ୍ରତିଭା ବିଷୟରେ ଏବେ ଚାରିଆଡେ ଚର୍ଚ୍ଚା…

ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ: ଭୋଟ୍ ସରିବା ପରେ ଇସିଙ୍କୁ ଦେଲେ ତଥ୍ୟ, ପଢନ୍ତୁ କିଏ କରିଛି କେତେ ଖର୍ଚ୍ଚ, କାହାର…

କନକ ବ୍ୟୁରୋ: ନିର୍ବାଚନ ସରିିବାର ମାସକ ମଧ୍ୟରେ ପ୍ରାର୍ଥୀମାନଙ୍କୁ ନିିର୍ବାଚନ କମିଶନଙ୍କ ନିକଟରେ ଖର୍ଚ୍ଚର ହିସାବ ଦେବାକୁ ପଡ଼େ । ବିଧାୟକମାନେ ସର୍ବାଧିକ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ରହିଥିବା ବେଳେ ସାଂସଦମାନେ ସର୍ବାଧିକ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।…

ବିଜେପି ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି: ନିଗମ ଅଧିକାରୀଙ୍କୁ ଗୋଡାଇ ଗୋଡାଇ ବ୍ୟାଟରେ ପିଟିଲେ ଆକାଶ ବିଜୟବର୍ଗୀୟ, ଦେଖନ୍ତୁ…

କନକ ବ୍ୟୁରୋ: ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି । ବିଜେପି ବିଧାୟକ କୈଳାଶ ବିଜୟବର୍ଗିୟଙ୍କ ପୁଅ ତଥା ବିଧାୟକ ଆକାଶ ବିଜୟବର୍ଗୀୟ ମାରପିଟ କରୁଥିବା ଘଟଣା ସାମ୍ନାକୁ ଆସିଛି । ଆକାଶ ବିଜୟବର୍ଗୀୟ ନିଗମ ଅଧିକାରୀଙ୍କୁ ମାରପିଟ କରୁଥିବା ଭିଡିଓରେ ଦେଖିବାକୁ ମିଳଛି । ଇନ୍ଦୋରରେ ନିଗମ ଅଧିକାରୀଙ୍କ…

ସଂସଦରୁ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ୍: କହିଲେ ‘ଓଲ୍ଡ ଇଣ୍ଡିଆ’ ଚାହୁଁଛନ୍ତି ବିରୋଧୀ, ହାରିବା ପରେ ଇଭିଏମକୁ…

କନକ ବ୍ୟୁରୋ: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି । ଏଥିରେ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । PM: Now they…

ବିଧାନସଭାରେ ପୁଣି ଅଶ୍ୱିନୀ ଝଡ : ଖଣି ବେପାରୀଙ୍କୁ ରାଜ୍ୟସଭା ପଠାଯାଇଥିବା ଅଭିଯୋଗ ଆଣିଲା କଂଗ୍ରେସ, ଅଭିଯୋଗକୁ…

କନକ ବ୍ୟୁରୋ : ଅଶ୍ୱିନୀଙ୍କୁ ନେଇ ବିବାଦ ଥମୁନି । ରାଜ୍ୟ ରାଜନୀତିରେ ବିଜେପି ଲୋକସଭା ପ୍ରାର୍ଥୀଙ୍କୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ବିଜେଡ଼ି ସମର୍ଥିତ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ପୁଣି ଚର୍ଚ୍ଚାରେ । ନବୀନଙ୍କ ସମର୍ଥନ ନିଷ୍ପତ୍ତି ପରେ ରାଜ୍ୟ ରାଜନୀତି…