Daily Archives

June 26, 2019

କ୍ଷତିରେ ଚାଲୁଥିବା ୧୯ ଟି ବଡ ସରକାରୀ କମ୍ପାନୀକୁ ବନ୍ଦ କରିବାକୁ ଆଦେଶ ଦେଲେ ମୋଦି ସରକାର ! ତାଲିକାରେ ରହିଛି ଏହି ବଡ…

ମୋଦି ସରକାର କ୍ଷତିରେ ଚାଲୁଥିବା ୧୯ ଟି ବଡ ସରକାରୀ କମ୍ପାନୀକୁ ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି । ଏହି କମ୍ପାନୀ ମଧ୍ୟରେ ଏଚଏମଟି,ହିନ୍ଦୁସ୍ଥାନ କେବଲସ୍ ଏବଂ ଇଣ୍ଡିୟାନ୍ ଡ୍ରଗ୍ସ ଭଳି ବଡ ବଡ କମ୍ପାନୀ ମଧ୍ୟ ସାମିଲ୍ ରହିଛି । ମଙ୍ଗଳବାର ଲୋକସଭାରେ କଂଗ୍ରେସ ସାଂସଦ ଅଦୁର ପ୍ରକାଶଙ୍କ…

ଜଗା ଦେଖେନି ଭକ୍ତର ଜାତି, ଧର୍ମ ଆଉ ବର୍ଣ୍ଣ ! କିଏ କେତେ ନିଜକୁ ସମର୍ପଣ କରୁଛି, ତାହାହିଁ ଦେଖନ୍ତି ଜଗତର ନାଥ…

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ, ମୋ ଆରତ ନଳିନୀ ବନକୁ କଲ ଦଳନ..ଆହେ ନୀଳ ଶଇଳ...। ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏଇ ଜଣାଣର ରଚୟିତା ହିନ୍ଦୁ ନୁହଁ, ଜଣେ ମୋଗଲ ବାପାର ପୁଅ। ସେ ସାଲବେଗ। ପ୍ରଭୁ ଜଗନ୍ନାଥଙ୍କର ଏମିତି ଜଣେ ଭକ୍ତ ହେଲେ ସାଲବେଗ । ସାଲେବେଗ ଏକ ଗରିବ ମୁସଲମାନ…

ଓଡିଶାରେ ଚାଷୀ ସଂଖ୍ୟା ପ୍ରସଙ୍ଗରେ ବିଧାନସଭାରେ ବାକଯୁଦ୍ଧ : ଅରୁଣ ସାହୁଙ୍କୁ ନରସିଂହ ମିଶ୍ରଙ୍କ ପ୍ରଶ୍ନବାଣ, ୨୦୧୯ ରେ…

କନକ ବ୍ୟୁରୋ : ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଦିନରେ କୃଷି ଓ କୃଷକ ପ୍ରସଙ୍ଗରେ ବାକଯୁଦ୍ଧ । ଚାଷୀ ପ୍ରସଙ୍ଗରେ ଆଜି ବିଧାନସଭାରେ ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । କୃଷି ଓ କୃଷକଙ୍କ ଉପରେ ପ୍ରଶ୍ନ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ତଥ୍ୟ ରଖିପାରିନାହାଁନ୍ତି ।…

ରାଜ୍ୟର ୯୬୬ଟି ସ୍କୁଲରେ ପଡିବ ତାଲା: ସୂଚନା ଦେଲା ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ, କେଉଁ ଜିଲ୍ଲାରେ କେତେ ସ୍କୁଲ…

କନକ ବ୍ୟୁରୋ: ରାଜ୍ୟରେ ବନ୍ଦ ହେବ ୯୬୬ ଟି ପ୍ରାଥମିକ ସ୍କୁଲ । ଏନେଇ ସୂଚନା ଦେଇଛି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ । ଦଶ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ୯୬୬ଟି ପ୍ରାଥମିକ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କ୍ରମରେ ରାଜ୍ୟର ରାୟଗଡା ଜିଲ୍ଲାରୁ ବନ୍ଦ ହେବ ସର୍ବାଧିକ…

ଟ୍ରିଟମେଣ୍ଟ ବଦଳରେ ଟିକଟକ : ମାଲକାନଗିରି ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସାଧୀନ ଶିଶୁଙ୍କ ଧରି ଭିଡିଓ କଲେ ନର୍ସ,ଭାଇରାଲ…

କନକ ବ୍ୟୁରୋ : ଟିକଟକ୍ ମାୟାରେ ବାୟା । ପିଲା ଠାରୁ ବୁଢ଼ାଯାଏଁ ସମସ୍ତେ ଟିକଟକ ପାଇଁ ପାଗଳ । ଟିକଟକ ମାୟାରୁ ବର୍ତ୍ତି ପାରିଲେନି କାର୍ଯ୍ୟରତ ନର୍ସ । ଚିକିତ୍ସା ଛାଡ଼ି ଟିକଟକ୍ ଭିଡ଼ିଓ ସୁଟ କରିବାରେ ଲାଗିଲେ ମାଲକାନଗିରିର ନର୍ସ । ଟ୍ରିଟମେଣ୍ଟ ବଦଳରେ ଟିକଟକ ଭିଡିଓ । ସାରା ଦେଶରେ ଏବେ…

ବିଧାୟକଙ୍କୁ ଲୁଟିଲେ ଦୁର୍ବୃତ୍ତ: ଏକ୍ସପ୍ରେସ୍ ଟ୍ରେନରେ ଲୁଟର ଶିକାର ହେଲେ ୨ ଜଣ ବିଧାୟକ

କନକ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନରେ ଭାଗ ନେବାକୁ ମୁମ୍ବାଇ ଆସୁଥିବା ୨ ଜଣ ବିଧାୟକ ଲୁଟ ଓ ଚୋରିର ଶିକାର ହୋଇଛନ୍ତି। ବିଶେଷ କଥା ହେଉଛି କି ଏହି ତିନିଜଣ ବିଧାୟକ ଏକ୍ସପ୍ରେସ୍‌ ଟ୍ରେନ୍‌ର ସ୍ୱତନ୍ତ୍ର ଏସି ବଗିରେ ବସି ମୁମ୍ବାଇ ଆସୁଥିଲେ। ଏହି ଲୁଟ ଘଟଣାକୁ ନେଇ…