Daily Archives

June 22, 2019

ଅଧରାତିରେ ଲୁଟ୍ ଉଦ୍ୟମ ବେଳେ ଚୋରଙ୍କୁ ଚକମା ଦେଲେ ବ୍ୟବସାୟୀ । ଲୁଟେରାଙ୍କୁ କାବୁ କଲା ପୋଲିସ, ୨୦ ଦିନରେ ରାଜଧାନୀରେ…

କନକ ବ୍ୟୁରୋ : ରାଜଧାନୀରେ ରାତି ଅଧରେ ଲୁଟେରାଙ୍କ ରାଜ । ଗତକାଲି ରାତିରେ ଜଣେ ବ୍ୟବସାୟୀଙ୍କୁ ବାଇକରେ ଫଲୋ କରିଥିଲେ କିଛି ଲୁଟେରା । ହେଲେ ବ୍ୟବସାୟୀ ଜଣଙ୍କ ସାହସର ସହ ଲୁଟେରାମାନଙ୍କୁ ମୁକାବିଲା କରିଥିଲେ । ଶେଷରେ ପୋଲିସ ଧରିଥିଲା ସେହି ଲୁଟେରାମାନଙ୍କୁ । ଫେଲ ମାରିଥିଲା ଲୁଟେରାଙ୍କ…

ପଞ୍ଚମ ପାଳିରେ ସକ୍ରିୟ ନବୀନ ସରକାର: ପ୍ରଶାସନକୁ ଲୋକାଭିମୂଖୀ କରିବାକୁ ନିର୍ଦ୍ଦେଶ ଦେଲେ, ଅଫିସ୍ ଟାଇମ୍ ବଦଳାଇଲେ ।

କନକ ବ୍ୟୁରୋ: ଆକ୍ଟିଭ୍ ମୋଡରେ ରାଜ୍ୟ ସରକାର । ବଦଳିଲା ରାଜ୍ୟ ସରକାରୀ ଅଫିସ ଟାଇମ୍ । ଏଣିକି ସକାଳ ୧୦ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଚାଲୁ ରହିବ ରାଜ୍ୟର ସମସ୍ତ ସରକାରୀ ଦଫ୍ତର । ଏପରିକି ମାତ୍ର ଅଧଘଂଟାଏ ଲଂଚ ବ୍ରେକ୍ ଅର୍ଥାତ୍ ମଧ୍ୟାହ୍ନ ୧.୩୦ରୁ ୨ଟା ଭିତରେ ଶେଷ କରିବାକୁ ନିର୍ଦ୍ଦେଶ…

ପ୍ରତିଶ୍ରୁତି ରଖିଲେନି ସୁପ୍ରିମୋ, ପାଟ୍ଟଶାଣୀ ଗାଇଲେ ବିରହ କବିତା । ସେପଟେ ପ୍ରାର୍ଥୀ ନହେବା ପରେ ବି ତୁଟିନାହିଁ…

କନକ ବ୍ୟୁରୋ : ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା ପରେ ସୁପ୍ରିମୋଙ୍କ ଠାରୁ ପ୍ରତିଶ୍ରୁତି ପାଇଥିବା ନେତା ପରୋକ୍ଷରେ କ୍ଷୋଭ ପ୍ରକାଶ କରିଛନ୍ତି । ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ମୁହଁରେ ଆଜି ବିରହ କବିତା ଶୁଣିବାକୁ ମିଳିଛି । ସେପଟେ ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା…

ବାହାଘର ପାଇଁ ଅଫିସ୍ ଛୁଟି ! ଚେୟାର ଫାଙ୍କା କରି ବସରେ ଗଲେ, ସେଲ୍ଫି ଉଠାଇଲେ । ବିବାଦରେ ଭୋଜି ଖିଆ ଘଟଣା

କନକ ବ୍ୟୁରୋ: ସରକାରୀ ଅଫିସରେ ସବୁ ସମ୍ଭବ । ଅଫିସ ଖୋଲା ଥିବ, ଅଫିସର ନଥିବେ । ଚେୟାର ଫାଙ୍କା ଥିବ, ବାବୁ ବୁଲିବାକୁ ଯାଇଥିବା । ଭୋଜିଭାତ ହେଉଥିବ, ଖଟିମଜା ହେଉଥିବ, ହେଲେ ଲୋକଙ୍କ କାମ ହେଉନଥିବା । ଲୋକେ କାମ ପାଇଁ ତରତର ହେଉଥିବେ ମାତ୍ର ଅଫିସରଙ୍କ ହାତ ଧିମେଇ ଯାଉଥିବ । ଆଉ ଯଦି କାମ…

କୋହଲି-କେଦାରଙ୍କ ଦମଦାର ଅର୍ଦ୍ଧଶତକ । ଆଫଗାନିସ୍ତାନ ଆଗରେ ୨୨୫ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ବିରାଟ ବାହିନୀ ।

କନକ ବ୍ୟୁରୋ : ଆଫଗାନିସ୍ତାନ ଆଗରେ ୨୨୫ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ବିରାଟ ବାହିନୀ । ବିଶ୍ୱକପର ୨୮ତମ ମ୍ୟାଚରେ ସାଉଥହମ୍ପଟନ ଠାରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଆଫଗାନିସ୍ତାନ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ…

ଜରରେ କମ୍ପୁଛନ୍ତି ଶ୍ରୀଜିଉ, ଚାଲିଛି ଗୁପ୍ତସେବା ! ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ, କାଲିିଠୁ…

ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜରରେ ପୀଡିତ ଅଛନ୍ତି ଚତୁର୍ଦ୍ଧା ବିଗ୍ରହ । ଏବେ ଅଣସର ଘରେ ଚାଲିଛି ଗୁପ୍ତ ଉପଚାର । ଅଣସର ଘରେ ବିଭିନ୍ନ ପ୍ରକାର ଉପଚାରରେ ବିଶ୍ୱନିୟନ୍ତାଙ୍କ ସେବା କରୁଛନ୍ତି ଦଇତାପତି ସେବାୟତ । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଶ୍ରୀବିଗ୍ରହଙ୍କ ପାଖରେ ଲାଗି ହେବ…