Daily Archives

June 22, 2019

ପୌର ନିର୍ବାଚନ ପୂର୍ବରୁ ପୁର୍ନଗଠନ! ବଦଳିପାରନ୍ତି ବିଜେଡି ମହିଳା ସଭାନେତ୍ରୀ, ପଢ଼ନ୍ତୁ କାହାକୁ ମିଳିପାରେ ନୂଆ…

କନକ ବ୍ୟୁରୋ: ଖୁବଶୀଘ୍ର ସାଂଗଠନିକ କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଯାଉଛି ବିଜେଡି । ମହିଳା ସଂଗଠନକୁ ଗତ କିଛିମାସ ପୂର୍ବେ ପୁର୍ନଗଠିନ କରିବା ସହ ନୂଆ ସଭାନେତ୍ରୀ ଏବଂ ଏକାଧିକ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ନିଯୁକ୍ତ କରିଥିଲେ ସୁପ୍ରିମୋ । ହେଲେ ଏହି ସଂଗଠନର କାର୍ଯ୍ୟଶୈଳୀ ମଧ୍ୟ…

‘ବିଶ୍ୱକପ ଜିତିବ ଭାରତ’ : ପାକିସ୍ତାନ ପଟୁ ଆସିଲା ଭବିଷ୍ୟବାଣୀ । ଜାଣନ୍ତୁ କିଏ କହିଲେ ଏମିତି କଥା ।

କନକ ବ୍ୟୁରୋ : କିଏ ଜିତିବ ୨୦୧୯ କ୍ରିକେଟ୍ ବିଶ୍ୱକପ ? ବିଶ୍ୱକପ ଟାଇଟଲର ଦାବିଦାର ନେଇ ଭବିଷ୍ୟବାଣୀ କରୁଛନ୍ତି ଅନେକ ପୂର୍ବତନ ଖେଳାଳୀ । ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍ ବିଶ୍ୱକପର ଅଧା ଯାତ୍ରା ଶେଷ ହେଲାଣି । କେଉଁ ୪ଟି ଟିମ୍ ସେମି-ଫାଇନାଲ ଟିକେଟ୍ ହାତେଇବେ ଏବେ ତା ଉପରେ ରହିଛି…

‘ଭକ୍ତି’ ହିଁ ଭକ୍ତ-ଭଗବାନଙ୍କୁ ଏକାକାର କରିବାର ଏକମାତ୍ର ମାଧ୍ୟମ ! ଯାହାର ଜ୍ୱଳନ୍ତ ଉଦାହରଣ ହେଲେ ବାଲିଗ୍ରାମର…

ଜଗତର ନାଥ ଜଗନ୍ନାଥ । କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା । ତାକୁ ଯିଏ ଯେଉଁ ମନରେ, ଯେଉଁ ପରିସ୍ଥିତିରେ ବି ଡାକେ, ସିଏ ତାଙ୍କୁ ସେଇଠି ଦର୍ଶନ ଦିଏ । ଭକତ ଭାବରେ ବନ୍ଧା କାଳିଆ ସାଆନ୍ତ । ସେଥିପାଇଁ ତ ଶ୍ରୀନଅରର ରତ୍ନବେଦୀକୁ ମୁରୁଛି ଦେଇ ଭକତଙ୍କୁ ଦର୍ଶନ ଦେବା ପାଇଁ ଚାଲିଆସନ୍ତି…

ଅନାଥ ଶିଶୁଙ୍କ ଦରଦୀ ମାଆ କାଞ୍ଚନବାଳା। ନିଜ ସୁଖ କହିଲେ କୁନି କୁନି ଝିଅଙ୍କ ମୁହଁର ହସ

କନକ ବ୍ୟୁରୋ: ବାପା ମାଆ ଛେଉଣ୍ଡ ଅନାଥ ଶିଶୁଙ୍କ ଦରଦୀ ମାଆ ଜଳେଶ୍ୱରର କାଂଚନବାଳା । ନିଜ ସୁଖ କହିଲେ କୁନି କୁନି ଝିଅଙ୍କ ମୁହଁର ହସ । ସ୍ୱାମୀଙ୍କ ମୃତ୍ୟୁ ପରେ ଆନନ୍ଦାୟନ ନାମକ ଏକ କନ୍ୟାଶ୍ରମ ଖୋଲି ଶିଶୁ କନ୍ୟାଙ୍କ ଲାଳନ ପାଳନ କରୁଛନ୍ତି କାଂଚନ । ବିଦେଶରେ ଥିବା ପୁଅଙ୍କ ପାଖକୁ ନ ଯାଇ…

ଭାରତକୁ ଦ୍ୱିତୀୟ ଝଟକା । ରୋହିତଙ୍କ ପରେ ପ୍ୟାଭିଲିୟନ୍ ଲେଉଟିଲେ ରାହୁଲ ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ଲାଗିଛି ଦ୍ୱିତୀୟ ଝଟକା । ୩୦ ରନ୍ କରି ପ୍ୟାଭିଲିୟନ୍ ଫେରିଯାଇଛନ୍ତି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କେଏଲ ରାହୁଲ । ସାଉଥହମ୍ପଟନରେ ଖେଳାଯାଉଥିବା ବିଶ୍ୱକପର ୨୮ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଏବଂ ଆଫଗାନିସ୍ତାନ । ଟସ୍ ଜିତି ଭାରତ ପ୍ରଥମେ…

ମଦ ବନ୍ଦ ପାଇଁ ତାତିଲେ ମହିଳା: ଆକ୍ରୋଶରୁ ବର୍ତ୍ତିଲାନି ପୁଲିସ, ମଦ କାରବାରକୁ ସୁରକ୍ଷା ଦେଉଥିବା ଅଭିଯୋଗରେ…

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲାର ସୋରରେ ଚୋରା ଦେଶୀ ମଦ ବ୍ୟବସାୟରେ ରୋକ୍ ଲଗାଇବାକୁ ଅଂଟା ଭିଡିଲେ ମହିଳା । ପୋଲିସରେ ଅଭିଯୋଗ କରିବା ପରେ ବି ଗାଁରେ ବନ୍ଦ ହେଉନଥିଲା ଚୋରା ମଦ ବ୍ୟବସାୟ । ସୋର ଥାନାର ବଳଙ୍ଗା ଗ୍ରାମ ପଂଚାୟତର ବୁଡାଆଡି ଗାଁରେ ଡେଡେ ହାଁସଦା ନାମକ ଜଣେ ବ୍ୟକ୍ତି ଚୋରା…