Daily Archives

June 18, 2019

ଯିଏ ପାରିଲା ସିଏ ପିଟିଲା: ଭୁଲ କଣ ନବୁଝି ରସୁଲଗଡ଼ ଓଭରବ୍ରିଜ ଉପରେ ଗାଡି ଡ୍ରାଇଭରଙ୍କୁ ପିଟି ରକ୍ତାକ୍ତ କଲେ ଲୋକେ ।

କନକ ବ୍ୟୁରୋ: ଯିଏ ପାରିଲା ସିଏ ପିିଟିଲା, ଯିଏ ଆସିଲା ସିଏ ଛେଚିଲା । ବିଧା, ଗୋଇଠା, ଚାପୁଡ଼ା ଠାରୁ ମୁଥ ମରା ଯାଏ ଯିଏ ଯେମିତି ପାରୁଥିଲା ସେମିତି ପିଟୁଥିଲା । କିଏ ଚୁଟି ଝିଙ୍କୁଥିଲା ତ କିଏ ହେଲମେଟରେ ବାଡଉଥିଲା । ରାଜଧାନୀ ଛାତି ଉପରେ ଅତି ନିର୍ମମ ଭାବେ ଚାଲିଥିଲା ଏଇମିତି ଆକ୍ରମଣ ।…

ମନ୍ତ୍ରୀ ଜାଣୁ ନାହାନ୍ତି ବିଭାଗ କଥା ! ବଢ଼ିଲା ଖରାଛୁଟି, ଖବର ରଖିଲେନି ବିଭାଗୀୟ ମନ୍ତ୍ରୀ

କନକ ବ୍ୟୁରୋ: ମନ୍ତ୍ରୀଙ୍କ ପାଖରେ ନାହିଁ କି ବିଭାଗର ଖବର ? ନିଜ ବିଭାଗର ଖବର ରଖୁନାହାନ୍ତି କି ମନ୍ତ୍ରୀ ? ନିଜ ବିଭାଗରେ କେତେବେଳେ କଣ ହେଉଛି, କେଉଁ ପରିସ୍ଥିତିରେ କେଉଁ ନିଷ୍ପତ୍ତି ନିଆଯାଉଛି ତାହା କଣ ମନ୍ତ୍ରୀ ଜାଣୁନାହାନ୍ତି? ଖରା ଛୁଟି ବଢି଼ବା ନେଇ ବଡ ଖବର ଆସିବା ପରେ ସ୍କୁଲ ଓ…

ପେଟିଏମ୍ ଏବଂ ଗୁଗଲ୍ ପେ ଉପରେ ମାଡିଲା ସଙ୍କଟ ! ଫେସବୁକ୍ ଲଞ୍ଚ୍ କଲା Libra , ଏବେ ସୋସିଆଲ୍ ସାଇଟରୁ ନେଣଦେଣ…

ସୋସିଆଲ୍ ମିଡିଆ ବରିଷ୍ଠମାନେ କ୍ରିପ୍ଟୋକରେନ୍ସୀ ଉପରେ ଆଧାରିତ Calibra ପ୍ଲାଟଫର୍ମକୁ ଲଞ୍ଚ୍ କରିଛନ୍ତି । ଏହା ଏକ ପ୍ରକାରର ପେମେଣ୍ଟ୍ ସିଷ୍ଟମ୍ ଯାହା ଆଗାମୀ ବର୍ଷ ସାଧାରଣ ୟୁଜର୍ସଙ୍କୁ ମିଳିବ । ଏଥିରେ ଲିବ୍ରାର ଟ୍ରାଞ୍ଜାକ୍ସନ୍ ମଧ୍ୟ କରାଯିବ । ଲଞ୍ଚ୍ ହେବା ପରେ ଏହା ଉଭୟ ହ୍ୱାଟସଆପ୍…

ଛତିଶଗଡ଼ର ଛଳନା । ଉପରମୁଣ୍ଡରେ ବନ୍ଧ ବାନ୍ଧିଲା, ଓଡିଶାର ଇବ୍ ନଦୀ ମରୁଭୂମି ପାଲଟିଲା ।

କନକ ବ୍ୟୁରୋ : ପଡୋଶୀ ରାଜ୍ୟ ଛତିଶଗଡର ଛଳନାରେ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲା ସୁନ୍ଦରଗଡ ଶୁଖିଗଲାଣି । ଛତିଶଗଡ ଷଡଯନ୍ତ୍ର କରି ସୁନ୍ଦରଗଡର ଲାଇଫ ଲାଇନ୍ କୁହାଯାଉଥିବା ଇବ୍ ନଦୀର ପାଣି ଅଟକାଇବା ଫଳରେ ଜିଲ୍ଲାରେ ଏବେ ଉକ୍ରଟ ଜଳ ସମସ୍ୟା ଦେଖିବାକୁ ମିଳିଛି । ପୂର୍ବରୁ ଜଳପୂର୍ଣ୍ଣ ହୋଇ…

ସବୁଠି ସୋଲ ହେଲେ କେନ୍ଦୁଝରରେ ଅଁଳା ଓ ତୁଳସୀ ପତ୍ରରେ ହୁଏ ଗଜବେଶ । ଜାଣନ୍ତୁ ଏହି ନୀତି ସମ୍ପର୍କରେ କିଛି…

କନକ ବ୍ୟୁରୋ : ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ମହାସ୍ନାନ କରିବାପରେ ଜରରେ ପଡିଛନ୍ତି ମହାବାହୁ । ଆଜିଠୁ ଆଉ ନିଜର ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ । ଅତ୍ୟଧିକ ସ୍ନାନ କରିବା ପରେ ଜରରେ କାଳିଆ ସାଆନ୍ତ । କାଲି ଦେବସ୍ନାନ ମଣ୍ଡପରେ ମହାସ୍ନାନ କରିବା ପରେ…

ବଢିଲା ଖରାଛୁଟି । ଆସନ୍ତାକାଲି ନୁହେଁ, ଜୁନ୍ ୨୬ରେ ଖୋଲିବ ସ୍କୁଲ । ସ୍ପଷ୍ଟ କଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ

କନକ ବ୍ୟୁରୋ : ବଢିଲା ଖରାଛୁଟି । ଆସନ୍ତା ୨୫ ତାରିଖ ଯାଏଁ ବଢିଲା ଖରାଛୁଟି ।ରାଜ୍ୟର ସମସ୍ତ ସ୍କୁଲ ଆସନ୍ତା ୨୫ ତାରିଖ ଯାଏଁ ଛୁଟି ରହିବ ଓ ୨୬ ତାରିଖରେ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି…