Daily Archives

June 18, 2019

ସହିଦ୍ ଶତେନ୍ଦ୍ର କଶ୍ୟପଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ ! ପାର୍ଥୀବ ଶରୀରକୁ ଧରି ବାହୁନି ବାହୁନି କାନ୍ଦି ପତ୍ନୀ ସୋନିଆ…

ମୋତେ ଏକାକୀ କରି କୁଆଡେ ଚାଲିଗଲ , ଏବେ ମୁଁ କେଉଁଠି ଯିବି କ’ଣ କରିବି? ଏ ପ୍ରଶ୍ନ ଏବଂ ଶବ୍ଦ ସହିଦ୍ ଶତେନ୍ଦ୍ର କଶ୍ୟପଙ୍କ ପତ୍ନୀ ସୋନିଆଙ୍କର ଥିଲା । ସୋନିଆ ସ୍ୱାମୀ ଶତେନ୍ଦ୍ରଙ୍କ ପାର୍ଥୀବ ଶରୀରକୁ ଧରି ବାହୁନି ବାହୁନି କାନ୍ଦୁଥିବା ବେଳେ ଏହି ହୃଦୟବିଦାରକ ଦୃଶ୍ୟ ଦେଖି ସମସ୍ତଙ୍କ ଆଖି…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଭୁବନେଶ୍ୱର ଏମ୍ସ । ସ୍ୱାସ୍ଥ୍ୟମନ୍ତ୍ରୀ ଓ ଏମ୍ସ ନିର୍ଦ୍ଦେଶିକାଙ୍କ…

କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସରେ ମିଳିବ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ । ରାଜ୍ୟର ସମସ୍ତ ସରକାରୀ ଓ ଅନୁବନ୍ଧିତ ହସ୍ପିଟାଲ ଭଳି ଏମ୍ସରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଫାଇଦା ପାଇବେ ଲୋକେ । ଆଜି ଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ୱର ଏମ୍ସରେ ବିଜୁ…

ଦୁର୍ନୀତିକୁ ନେଇ ମୋଦି ସରକାର ହେଲେ ଶକ୍ତ ! ୧୫ ଜଣ ବରିଷ୍ଠ ଅଧିକାରୀଙ୍କୁ କଲେ ବିଦା ।

କେନ୍ଦ୍ର ସରକାର ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନଙ୍କ ବିରୋଧରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛନ୍ତି । ଗତ ୧୦ ତାରିଖରେ ୧୨ ଜଣ ବରିଷ୍ଠ ଆୟକର ଅଧିକାରୀଙ୍କୁ ବହିଷ୍କାର କରିବା ପରେ ଆଜି ସମାନ ଧରଣର ଏକ ପଦକ୍ଷେପ ନିଆଯାଇ ଆଉ ୧୫ ଅଧିକାରୀଙ୍କୁ ବିଦା କରାଯାଇଛି । ଏମାନେ ସମସ୍ତେ କଷ୍ଟମ୍ସ…

ଜୟ ଶ୍ରୀରାମ ନାରା ପରେ ମମତାଙ୍କୁ ପୁଣି ଝଟକା ! ହିନ୍ଦୁ ରୀତିନୀତିରେ ବିବାହ କରିବାକୁ ଯାଉଛନ୍ତି ମୁସଲିମ୍ ତୃଣମୂଳ…

ଜୟ ଶ୍ରୀରାମ ନାରା ଓ ହିନ୍ଦୁତ୍ୱକୁ  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାରମ୍ବାର ବିରୋଧ କରୁଥିବାବେଳେ ତାଙ୍କ ଦଳର ସାଂସଦ କିନ୍ତୁ ହିନ୍ଦୁ ଧର୍ମରେ ବିବାହ କରିବାକୁ ମନ ବଳାଇଛନ୍ତି । ତୃଣମୂଳ କଂଗ୍ରେସର ସବୁଠାରୁ ସୁନ୍ଦରୀ ସାଂସଦ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁଙ୍କ…

ନିୟମ ଭାଙ୍ଗି ନାକେଦମ ହେଲେ ନେତା: ସାମ୍ବାଦିକଙ୍କ ପ୍ରଶ୍ନ ବାଣରେ ଥା ଥା ମା ମା ହେଲେ ବିଜେପି ନେତା…

କନକ ବ୍ୟୁରୋ: ସାମ୍ବାଦିକଙ୍କ ପ୍ରଶ୍ନରେ ଘାଇଲା ହେଲେ ବିଜେପି ନେତା । ନିୟମ ଭାଙ୍ଗିଥିବାରୁ ସାମ୍ବାଦିକଙ୍କ ନନଷ୍ଟପ ପ୍ରଶ୍ନରେ ଅଣନିଶ୍ୱାସୀ ହେଲେ ନେତା । ମେଡିକାଲରେ ସମସ୍ତଙ୍କ ପାଇଁ ଯେଉଁ ନିୟମ ରହିଛି ତାକୁ ଭାଙ୍ଗିଥିବାରୁ ଏବେ ହରଡ ଘଣାରେ ପଡିଛନ୍ତି ବିହାର ମୁଜାଫରପୁରର ଜଣେ ବିଜେପି…

ଭାଇରାଲ୍ ହେଲା ୩୦ ସେକେଣ୍ଡର ଲୋମଟାଙ୍କୁରା ତ୍ରିରଙ୍ଗା ଭିଡିଓ ! ଓଡିଶାର ରାଉରକେଲାରୁ ଭିଡିଓ ହୋଇଛି ଭାଇରାଲ୍ ।…

ଆଜିର ସମୟରେ ପ୍ରସାରଣର ଗତି ଏତେ ଅଧିକ ବଢିଯାଇଛି ଯେ ନିମିଶକେ ମାତ୍ରରେ ଗୋଟିଏ ଭିଡିଓ ସେନସେସନ୍ ପାଲଟିଯାଉଛି । ଏଥିପାଇଁ ସୋସିଆଲ୍ ମିଡିଆ ମୁଖ୍ୟ ରୋଲ୍ ରହିଛି । ସୋସିଆଲ୍ ମିଡିଆରେ ୩୦ ସେକେଣ୍ଡର ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ୨ ଦିନ ଧରି ଏହି ଭିଡିଓ ଟ୍ରେଣ୍ଡିଙ୍ଗ୍ ଲିଷ୍ଟରେ…