Daily Archives

May 27, 2019

ନିର୍ବାଚନ ପରେ ମୋଦିଙ୍କ ପ୍ରଥମ ବାରଣାସୀ ଗସ୍ତ । କାଶୀ ବିଶ୍ୱନାଥଙ୍କ ମନ୍ଦିରରେ କଲେ ରୁଦ୍ରାଭିଷେକ, କାଶୀନାଥଙ୍କୁ…

କନକ ବ୍ୟୁରୋ : କାଶୀ ବିଶ୍ୱନାଥ ମନ୍ଦିରରେ ମୋଦିଙ୍କ ପୂଜାର୍ଚ୍ଚନା । ରୂଦ୍ରାଭିଷେକ କରି ଭଗବାନଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି ମୋଦି । ପୁଣି ଥରେ ଶପଥ ନେବା ପୂର୍ବରୁ କାଶୀରେ ବାବା ବିଶ୍ୱନାଥଙ୍କ ଆର୍ଶୀବାଦ ନେଇଛନ୍ତି । କାଶୀ ବିଶ୍ୱନାଥ ମନ୍ଦିରରେ ପାରମ୍ପରିକ ରୀତିନୀତିରେ ଦୀର୍ଘ ସମୟ…

ଏମିତି ବି ଆସେ ମୃତ୍ୟୁ ! ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭର ବ୍ରିଜରୁ ୩୦ ଫୁଟ ତଳକୁ ଖସିପଡିଲେ ବାପା,ପୁଅ । ମଝି…

କନକ ବ୍ୟୁରୋ : ବାପା ପୁଅ ଆସୁଥିଲେ ଏସସିବି ମେଡିକାଲ । ହେଲେ ମଝିରାସ୍ତାରେ ଆସିଗଲା ମୃତ୍ୟୁ । ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭର ବ୍ରିଜ ଉପରକୁ ପ୍ରାୟ ୩୦ଫୁଟ ତଳକୁ ଖସିଲେ । ଆଉ ଘଟଣାସ୍ଥଳରେ ଚାଲିଗଲା ଜୀବନ । କେବଳ ଏହି ଘଟଣା ନୁହେଁ ଗତ ସପ୍ତାହେ ମଧ୍ୟରେ ରାଜଧାନୀରେ ଦୁର୍ଘଟଣାରେ ୫ଜଣଙ୍କ…

ପରାଜୟ ନେଇ ମୁହଁ ଖୋଲିଲେ ମହେଶ୍ୱର । କହିଲେ, ଷଡଯନ୍ତ୍ର କରିଛନ୍ତି ଦଳୀୟ କର୍ମୀ । ବିଜୟୀ ନେତା ଜୟନ୍ତ କହିଲେ, ମୋତେ…

କନକ ବ୍ୟୁରୋ : ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଚାଲିଛି ମନ୍ଥନ । କେଉଁ କାରଣରୁ ହାରିଲେ ଦଳୀୟ ନେତା, ବିଜେଡି ସୁପ୍ରିମୋଙ୍କ ନେତୃତ୍ୱରେ ଚାଲିଛି କାରଣ ଖୋଜା । ଆଉ ଏହି କ୍ରମରେ ପୁରୀ ବିଧାନସଭା ପରାଜୟର କାରଣ ସଂପର୍କର୍ରେ ଯେଉଁ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି…

ଟଙ୍କା ନଥିଲେ ବି ଜିତନ୍ତି, ଟଙ୍କା ଥାଇ ବି ହାରନ୍ତି । ଇଲେକ୍ସନ ୱାଚ୍ ଏଡିଆର ରିପୋର୍ଟରୁ ତଥ୍ୟ, ୬୫ ପ୍ରତିଶତ ବିଧାୟକ…

କନକ ବ୍ୟୁରୋ : ଚଳିତ ନିର୍ବାଚନରେ ବିଧାୟକମାନେ ନିର୍ବାଚିତ ହେବା ପରେ ଏବେ ଆସିଛି ସେମାନଙ୍କ ଏଡିଆର ରିପୋର୍ଟ । ଇଲେକ୍ସନ ୱାଚର ଏଡିଆର ରିପୋର୍ଟ ଅନୁସାରେ ବର୍ତମାନ ବିଧାନସଭାରେ ୬୫ ପ୍ରତିଶତ ବିଧାୟକ ହେଉଛନ୍ତି କୋଟପତି ବିଧାୟକ । ମୋଟ ୧୪୬ ବିଧାୟକଙ୍କ ମଧ୍ୟରୁ ୯୫ ଜଣ ହେଉଛନ୍ତି କୋଟିପତି…

ମୋର ବିକଳ୍ପ ଖୋଜନ୍ତୁ! କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନିଜ ଜିଦରେ ଅଟଳ ଅଛନ୍ତି ରାହୁଲ, ଦଳୀୟ ନେତାଙ୍କୁ…

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ସଭାପତି ପଦରୁ ଇସ୍ତଫା ଦେବାକୁ ଅଡି ବସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସିଡବ୍ଲୁସି ବୈଠକରେ ରାହୁଲଙ୍କ ପ୍ରସ୍ତାବକୁ ଖାରଜ କରି ଦିଆଯାଇଥିଲେ ମଧ୍ୟ ନିଜ ଜିଦରେ ଅଟଳ ରହିଥିବା ରାହୁଲଙ୍କ ନିକଟତମ…