Daily Archives

May 15, 2019

ଫୋନି ବିତ୍ପାତରେ ଛାରଖାର ହୋଇଯାଇଛି ବାଲୁଖଣ୍ଡ : ଆକାଶମାର୍ଗରୁ ଆସିଲା ଅଭୟାରଣ୍ୟର ଚିତ୍ର, ସେପେଟ କାଲିଠୁ ଡ୍ରୋନ…

କନକ ବ୍ୟୁରୋ : ଆକାଶ ମାର୍ଗରୁ ଆସିଲା ବାଲୁଖଣ୍ଡ ଅଭୟାରଣ୍ୟ ଚିତ୍ର । ଛାରଖାର ହୋଇଯାଇଛି ଅଭୟାରଣ୍ୟ । ବାତ୍ୟା ଉଜାଡି ଦେଇଛି ଅଭୟାରଣ୍ୟର ସବୁଜିମା । ଜୁଆଡେ ଅନେଇଲେ ବିପର୍ଯ୍ୟୟର ବିକଳ ଚିତ୍ର । ଗଛ ଗୁଡିକ ମୂଳରୁ ଉପୁଡି ଭୂଇଁରେ ଲୋଟିଛି । କାଁ ଭାଁ ଗୋଟେ ଯୋଡେ ଗଛ ଥୁଂଟା ହୋଇ ଛିଡା ହୋଇଛି…

ବାତ୍ୟା ପରର ବନ୍ଧୁ ସାଜିଲେ ବିଧାୟକ । ଫୋନି ବିପନ୍ନଙ୍କୁ ଦେଲେ ରନ୍ଧାଖାଦ୍ୟ

କନକ ବ୍ୟୁରୋ : ଫୋନି ମାଡରେ କ୍ଷତାକ୍ତ ପୁରୀ ଜିଲ୍ଲା । କାକଟପୁର ଅସ୍ତରଙ୍ଗ ଭଳି ଜିଲ୍ଲାର ପ୍ରାୟ ସବୁ ବ୍ଲକ ବାତ୍ୟା ମାଡ ଖାଇଛି । ଫୋନିର ୧୨ ଦିନ ପରେ ସ୍ଥିତି ଧିରେ ଧିରେ ସ୍ୱଭାବିକ ହେଉଛି । ହେଲେ ଝଡ ତୋଫାନରେ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଖାଇବା ପିଇବାରେ ବହୁ ଅସୁବିଧା ଭୋଗୁଛନ୍ତି…

ବାତ୍ୟା ପରେ ଏବେ ଘରସଜାଡ ବେଳ । ଏବେବି ଘର ଉପରେ ପଡିରହିଛି ବଡବଡ ଗଛ, ସମସ୍ୟା ଘେରରେ ବାତ୍ୟା ବିପନ୍ନ

କନକ ବ୍ୟୁରୋ : ପ୍ରକୃତିର ପ୍ରଳୟରେ ଉଜୁଡି ଯାଇଥିବା ସଂସାରକୁ ସଜାଡିବା ବ୍ୟସ୍ତ ବାତ୍ୟା ବିପନ୍ନ । ଗଛ ପଡି ଭାଙ୍ଗି ଯାଇଥିବା ଘରକୁ ସଜାଡିବାର ବେଳ । ମନରେ ସାହାସ ଓ ଶରୀରରେ ବଳ ରଖି ଖଟିବାର ବେଳ । କାରଣ ହାତକୁ କାମ ଦେଇ ଚାଲିଯାଇଛି ସାମୁଦ୍ରିକ ଝଡ । ଫୋନି ଦ୍ୱାରା ପ୍ରଭାବିତ ଅଂଚଳରେ ଏବେ…

ବାତ୍ୟା ବିପନ୍ନଙ୍କୁ ଠକିଲା କିଏ ? ଘୋଷଣାରେ ୫୦ କେଜି ହେଲେ ବସ୍ତାରେ ୩୦ କେଜି,ରିଲିଫ ବଂଟନରେ ଦୁର୍ନୀତିର ଗନ୍ଧ

କନକ ବ୍ୟୁରୋ : ରିଲିଫ ବଂଟନରେ ଦୁର୍ନିତୀ ଗନ୍ଧ । ବାତ୍ୟା ସହାୟତା ବଂଟନରେ ବ୍ୟାପକ ଦୁର୍ନୀତି କରାଯାଉଥିବା ଅଭିଯୋଗ କରି ହଙ୍ଗାମା କରିଛନ୍ତି ବାତ୍ୟା ବିପନ୍ନ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗରୁ । ସରକାରଙ୍କ ପକ୍ଷରୁ ୫୦ କିଲୋଗ୍ରାମ ଚାଉଳ ଦିଆଯାଉଥିବା ବେଳେ…

ଇନଷ୍ଟାଗ୍ରାମ୍ ସର୍ଭେରେ ଯୁବତୀ ଫଲୋଅର୍ସଙ୍କୁ ପଚାରିଲେ ମୋତେ ବଚିଂବା ଦରକାର ନା ମରିଯିବି ? ଫଲୋଅର୍ସ ଦେଲେ ଏଭଳି…

ସୋସିଆଲ୍ ମିଡ଼ିଆ କିଭଳି ଜଣଙ୍କ ଜୀବନକୁ ବରବାଦ୍ କରିଦିଏ ତାହାର ଏକ ମାମଲା ଏବେ ସାମ୍ନାକୁ ଆସିଛି । ମାଲେସିଆରେ ଜଣେ ୧୬ ବର୍ଷୀୟା କିଶୋରୀ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜ ଫଲୋଅର୍ସଙ୍କୁ ପଚାରିଥିଲେ ତାଙ୍କୁ ବଞ୍ôଚବା ଦରକାର ନା ମରିବା ଦରକାର । ତେବେ ୬୯ ଫଲୋଅର୍ସ କିଶୋରୀ ଜଣଙ୍କୁ ମରିଯିବା…

କଲିକତା ରାଜନୀତିର ରୋଚକ ଦୃଶ୍ୟ ! ହିଂସାର ଗୋଟିଏ ଦିନପରେ ନିଜ ଫେସବୁକ ଓ ଟ୍ୱିଟର ଆକାଉଣ୍ଟରେ ଫଟୋ ବଦଳାଇଲେ ମମତା

କନକ ବ୍ୟୁରୋ : ସାରା ଦେଶରେ ବର୍ତମାନ ସମୟରେ କଲିକତା ରାଜନୀତିକୁ ନେଇ ବେଶ ଚର୍ଚ୍ଚା ଧରିଛି । ପ୍ରତ୍ୟେକ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ମିଳିଥିବା ସୂଚନା ଅନୁସାରେ, କଲିକତାରେ ହିଂସାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫେସବୁକ ଓ ଟ୍ୱିଟରରେ ନିଜ…