Daily Archives

April 25, 2019

ଉତ୍ତର ଓଡିଶାରୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । କହିଲେ, ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ…

କନକ ବ୍ୟୁରୋ: ଉତ୍ତର ଓଡିଶାରୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । ଆଜି ମୟୁରଭଞ୍ଜର ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାରବେଳେ ନାଁ ନ ନେଇ ଜଣେ କେନ୍ଦମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ । ସେ କହିଛନ୍ତି, ରଘୁନାଥ ମୁର୍ମୁ ମେଡିକାଲ କଲେଜ ପାଇଁ ରାଜ୍ୟ…

ପୁରୁଷଙ୍କ ଆଖିଆଗକୁ ନ ଆସିବା ପାଇଁ ଘରର ଝିଅମାନଙ୍କୁ ଦିଆଯାଏ ଛାତିରେ ଶେକ ! ୧୦୦୦ ରୁ ଅଧିକ ଝିଅ ହେଲେଣି ଏହି ଗମ୍ଭୀର…

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି କଥାର ଖୁଲାସା ହୋଇଛି କି ଇଂଲଣ୍ଡରେ ପ୍ରାୟ ୧୦୦୦ ଝିଅଙ୍କ ଛାତି ଉପରେ ଗରମର ପଥର ଶେକ ଦିଆଯାଇଛି । ଏପରି କରିବାର କାରଣ ଝିଅଙ୍କ ଛାତିର ବିକାଶକୁ କମ୍ କରିବା । ଯୌନ ଶୋଷଣ ଏବଂ ଦୁଷ୍କର୍ମରୁ ବଞ୍ôଚବା ପାଇଁ ଝିଅମାନଙ୍କ ଉପରେ ଏଭଳି କ୍ରୁରତା କରାଯାଉଛି ।…

କଣାସରେ ଇଭିଏମ ମେସିନ ଭଙ୍ଗା ମାମଲା: ପୁରୀ ଏସପି କହିଲେ, ବିଧାୟକ ପ୍ରାର୍ଥୀଙ୍କୁ ଖୋଜୁଛି ପୁଲିସ;ଆତ୍ମସମର୍ପଣ ନକଲେ…

କନକ ବ୍ୟୁରୋ: ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ କଣାସ ବୁଥରେ ଆକ୍ରମଣ ଘଟଣାକୁ ନେଇ ସତ୍ୟବାଦୀ ବିଜେପି ପ୍ରାର୍ଥ ଓମ୍ ପ୍ରକାଶ ମିଶ୍ରକୁ ଖୋଜୁଛି ପୋଲିସ । ଏହି ଘଟଣାରେ ସେ ଫେରାର ହୋଇଯାଇଛନ୍ତି । ତେବେ ତାଙ୍କୁ ଖୋଜିବା କାମ ଜାରି ରହିଛି । ଖୁବଶୀଘ୍ର ସେ ଆତ୍ମସମର୍ପଣ ନ କଲେ ତାଙ୍କୁ ପଳାତକ…

କଳ୍ପନା ଜଳ୍ପନାର ଅନ୍ତ ! ବାରାଣାସୀରେ ମୋଦିଙ୍କୁ ଚ୍ୟାଲେଞ୍ଜ ଦେବେ ଅଜୟ ରାୟ, ପ୍ରିୟଙ୍କା ଗାନ୍ଧୀଙ୍କ ବଦଳରେ ଅମାନତ…

କନକ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାର ଅନ୍ତ । ବାରାଣାସୀ ଲୋକସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ରଣାଙ୍ଗନରେ ଓହ୍ଲାଇବାକୁ ନେଇ ଚର୍ଚ୍ଚା ଉପରେ ବ୍ରେକ୍ ଲଗାଇ ଅଜୟ ରାୟଙ୍କୁ ଟିକେଟ ଦେଇଛି ଦଳ । ନରେନ୍ଦ୍ର ମୋଦିଙ୍କ…

ଶ୍ରୀମନ୍ଦିର ବୁଲି ବଡଠାକୁରଙ୍କୁ ଦର୍ଶନ କଲେ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ! ମନସ୍କାମନା ପୂରଣ ହେଲା ପରେ କଲେ କାଳିଆ…

ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଆଜି ସକାଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ନିଜର ମାନସିକ ପୂରଣ ହୋଇଥିବା ହେତୁ ସେ ପୁରୀ ଆସି ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ କରିଥିବା ଜଣାଯାଇଛି । ଆଜି ସକାଳେ ସେ ଶ୍ରୀମନ୍ଦିରରେ ପହଞ୍ଚି ଭିତରକାଠ ନିକଟରୁ…

ସାଇକେଲରେ ବୁଲି ପ୍ରଚାର କରୁଛନ୍ତି ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ : ବିଜେଡି ପ୍ରାର୍ଥୀ…

କନକ ବ୍ୟୁରୋ : ବାଲେଶ୍ୱର ଲୋକସଭା ଆସନରେ ହେଉଛି ବଡ ଲଢେଇ । ମୈଦାନରେ ଅଛନ୍ତି ବଡ ବଡ ନେତା । ଗତ ଥରର ଦୁଇ ପୁରୁଣା ପ୍ରତିଦ୍ୱନ୍ଦୀ ବିଜେଡିର ରବୀନ୍ଦ୍ର ଜେନା ଓ ବିଜେପିର ବଡ ନେତା ପ୍ରତାପ ଷଡଙ୍ଗୀଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ । ନବଜ୍ୟୋତି ପଟ୍ଟନାୟକ…