Daily Archives

April 25, 2019

ଭଦ୍ରକରେ ନବାଗତଙ୍କ ଲଢେଇ। ଲୋକସଭା ଆସନ ପାଇଁ ଚାଲିଛି ଜୋରଦାର ପ୍ରଚାର। ମୈଦାନରେ ଅଭିମନ୍ୟୁ ବନାମ୍ ମଂଜୁଲତା ବନାମ୍…

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଭଦ୍ରକ ଜିଲ୍ଲା। ଦଳୀୟ ନେତା ଓ କର୍ମୀ ଯାହା ଭାବୁଥିଲେ, ନିର୍ବାଚନର ଟିକଟ ବଣ୍ଟନ ବେଳେ ତାର ଓଲଟା ଫଳ ଦେଖିବାକୁ ମିଳିଛି। ଅନ୍ୟ ଦୃଷ୍ଟିରେ ଦେଖିଲେ ରାଜନୀତିରେ ସଂପୂର୍ଣ୍ଣ ଭାବେ ନୂଆ ଚେହେରାଙ୍କୁ…

ପାକିସ୍ତାନ ଏବଂ ଚୀନ୍ କୁ କଡା ଟକ୍କର ଦେବା ପାଇଁ ଅଣ୍ଟା ଭିଡିଲା ଭାରତ ! ବର୍ଡରରେ ପ୍ରସ୍ତୁତ ହେବ ୪ ଟି…

ବର୍ଡରରେ ସେନାର ଅପରେସନ୍ କୁ ଶକ୍ତିଶାଳୀ କରିବା ପାଇଁ ଭାରତ ତରଫରୁ ମେଗା ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଏହି ପ୍ରସ୍ତୁତିରେ ବର୍ଡରରେ ଭାରତୀୟ ସେନାର ମନୋବଳ ଉଚ୍ଚ ରହିବ । କାରଣ ଏଥିରେ ଖରାପ ଋତୁରେ ମଧ୍ୟ ହତିଆର ଏବଂ ଗୋଳାବାରୁଦ ସପ୍ଲାଇ କରିବା ସମୟରେ ମନବୋଳ ମଜବୁତ ରହିବ । ନିକଟରେ…

ବାଲେଶ୍ୱରରେ ପ୍ରଚାର ଲଢେଇ। ମୈଦାନରେ ଅଛନ୍ତି ବଡ ବଡ ନେତା। ରୋଡ୍ ସୋ’ କରି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା…

କନକ ବ୍ୟୁରୋ: ଆସନ୍ତା ୨୯ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ । ତେବେ ଅନ୍ତିମ ଲଢ଼େଇ ପାଇଁ ୬ଟି ଲୋକସଭା କ୍ଷେତ୍ରରୁ ୪୯ ଜଣ ସାଂସଦ ପ୍ରାର୍ଥୀ ବ୍ୟଟେଲ୍ ଗ୍ରାଉଣ୍ଡକୁ ଓହ୍ଲାଇଥିବାବେଳେ ୪୨ଟି ବିଧାନସଭା ଆସନକୁ ଦଖଲ କରିବା ପାଇଁ ୪୦୯ ଜଣ ପ୍ରାର୍ଥୀ…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମୈଦାନରେ ବିଭିନ୍ନ ଦଳର ପ୍ରାର୍ଥୀ । ବାରିପଦା ଓ କାକଟପୁରରେ ଭୋଟରଙ୍କୁ…

କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ନିଜ ନିଜ ଦଳକୁ ଜିତାଇବା ଲାଗି ଉଦ୍ୟମ କରୁଛନ୍ତି ନେତା । ତେବେ ହାତରେ ଆଉ ମାତ୍ର ୩ ଦିନ ସମୟ ଥିବାରୁ ଦିନରାତିକୁ ଏକ କରି ଭୋଟ ହାତେଇବା ପାଇଁ ନେତାଙ୍କ ଜାରି ରହିଛି ଉଦ୍ୟମ ।…

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ବିରୋଧରେ ଅଭିଯୋଗ ପ୍ରସଙ୍ଗ ! ସୁପ୍ରିମକୋର୍ଟ କହିଲେ ବିତ୍ତଶାଳୀ ଓ କ୍ଷମତାଶାଳୀ…

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଂଜନ ଗୋଗୋଇଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ଏବଂ ତାଙ୍କ ଅଭିଯୋଗ ସହ ଜଡିତ ଥିବା ମାମଲାରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟର ବେଞ୍ଚ୍ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କୋର୍ଟ ତରଫରୁ କୁହାଯାଇଛି ଯେ ଦେଶର କିଛି ଅଦାଲତ କିଛି ଶକ୍ତିଶାଳୀ…

ମୁଖ୍ୟମନ୍ତ୍ରୀଙ୍କ ମିଶନ ଉତ୍ତର ଓଡିଶା : ଉଦଳା ପରେ ମୋରଡା ଓ ବାଙ୍ଗିରିପୋଷୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର । ପୁଣି ଥରେ…

କନକ ବ୍ୟୁରୋ : ବାରିପଦା ଜଗନ୍ନାଥ ମନ୍ଦିରରେ ଦର୍ଶନ ପର ନବୀନ ପ୍ରଥମେ ଉଦଳାର କରପଡାରେ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି । ତା’ପରେ ମୋରଡାରେ ବିଶାଳ ଜନସଭାକୁ ସମ୍ବୋଧନ କରିବା ବେଳେ ମୋଦି ଓ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ନବୀନ । ନବୀନ ସିଧାସଳଖ କେନ୍ଦ୍ର ଉପରେ ବର୍ଷିବା ସହ…