Daily Archives

April 15, 2019

ବିଶ୍ୱକପ ଲଢେଇ ପାଇଁ ଭାରତୀୟ ଯୋଦ୍ଧାଙ୍କ ନାଁ ଘୋଷଣା । ଜାଣନ୍ତୁ କିଏ ପାଇଲେ ସୁଯୋଗ, କିଏ ପଡିଲେ ବାଦ୍ ।

କନକ ବ୍ୟୁରୋ : ବିଶ୍ୱବିଜେତା ହେବା ପାଇଁ ଘୋଷଣା ହେଲା ଭାରତୀୟ ଟିମ୍ । ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ କ୍ରିକେଟ ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଟିମ୍ । କ୍ରିକେଟର ମହାକୁମ୍ଭ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ମୋଟ ୧୫ ଜଣିଆ ଟିମର ଘୋଷଣା କରିଛି ବିସିସିଆଇ । ବିଶ୍ୱକପ ପାଇଁ…

ଯୋଗୀ ଓ ମାୟାବତୀଙ୍କ ପ୍ରଚାର ଉପରେ ବ୍ୟାନ୍ ଲଗାଇଲେ ନିର୍ବାଚନ କମିଶନ । ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ ନିର୍ବାଚନ…

କନକ ବ୍ୟୁରୋ : ପ୍ରଚାର ମୈଦାନରୁ ଯୋଗୀ ଓ ମାୟାବତୀ ଆଉଟ୍ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ନିର୍ବାଚନ କମିଶନ । ଉଭୟଙ୍କ ପ୍ରଚାର ଉପରେ ବ୍ୟାନ୍…

ଖଣ୍ଡପଡାରେ ଜମୁଛି ପ୍ରଚାର । ସମର୍ଥକ ସହ ବିରାଟ ବାଇକ ରାଲିରେ ବାହାରିଲେ, ଗାଁରୁ ଗାଁ ବୁଲି ଭୋଟ ମାଗିଲେ ବିଜେଡି…

କନକ ବ୍ୟୁରୋ : ଖଣ୍ଡପଡାରେ ଜମୁଛି ପ୍ରଚାର । ଆଜି ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଏକ ବିଶାଳ ବାଇକ ରାଲିରେ ବାହାରି ଗାଁ ରୁ ଗାଁ ବୁଲିଛନ୍ତି । କଟକ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ଭାପୁର ବ୍ଲକର ଭାଇସ ଚେୟାରମାନ ଗୟାଧର ପରିଡା ମଧ୍ୟ…

ମୋଦି ସମର୍ଥକଙ୍କ ନାଁରେ ଥାନାରେ ଏତଲା ଦେଲେ ଉର୍ମିଲା ମାତୋଣ୍ଡକର : ରଙ୍ଗୀଲା ଗାର୍ଲଙ୍କ ପ୍ରଚାର ବେଳେ ହାତାହାତି…

କନକ ବ୍ୟୁରୋ : ମୋଦି ସମର୍ଥକଙ୍କ ନାମରେ ଏତଲା ଦେଲେ କଂଗ୍ରେସ ପ୍ରାର୍ଥିନୀ ତଥା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର । ମୁମ୍ବାଇର ବୋରିଭଲୀ ଥାନାକୁ ଯାଇ ମୋଦି ସମର୍ଥକଙ୍କ ନାମରେ ମାମଲା ରୁଜୁ କରିଛନ୍ତି । ଏହାପରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଉର୍ମିଲା ବିଜେପି ସରକାରଙ୍କ ଉପରେ…

ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ୪ଟି ଟିମ ! ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ…

କନକ ବ୍ୟୁରୋ : ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାର ତଦନ୍ତ ହେବ । ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ୪ ଟିମ ଗଠନ କରାଯାଇଛି । କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରୀୟଦର୍ଶୀ ତଦନ୍ତର ତଦାରଖ କରିବେ । ଏହି ସୂଚନା ଦେଇଛନ୍ତି ଇନଚାର୍ଜ ଡିଜିପି ବିଜୟ କୁମାର ଶର୍ମା । ଦୋଷୀ…

ଜୟାପ୍ରଦାଙ୍କୁ ନେଇ ଅଭଦ୍ର ମନ୍ତବ୍ୟ ପରେ ଆଜମ ଖାନଙ୍କ ବିରୋଧରେ ଥାନାରେ ମାମଲା : ଜୟାପ୍ରଦା କହିଲେ ନାକଚ କରାଯାଉ ଆଜମ…

କନକ ବ୍ୟୁରୋ : ଜୟାପ୍ରଦାକୁ ନେଇ ଅରୁଚିକର ମନ୍ତବ୍ୟ ଦେଲେ ସମାଜବାଦୀର ପାର୍ଟି ନେତା ଆଜମ ଖାନ । ରାମପୁର ଲୋକସଭା ଆସନରୁ ଲଢୁଥିବା ଆଜମ ଖାନ ନିର୍ବାଚନ ପ୍ରଚାର ବେଳେ ଜୟାପ୍ରଦାଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଜାତୀୟ ମହିଳା କମିଶନ କ୍ଷୋଭ ପ୍ରକାଶ କରିଛନ୍ତି । ଏନେଇ…