Daily Archives

April 5, 2019

ଚାଷୀଙ୍କ ପାଇଁ ନବୀନଙ୍କ ପ୍ରତିଶୃତି । ସରକାରକୁ ଆସିଲେ ପ୍ରଥମ ଦିନରେ ହିଁ ମିଳିବ କାଳିଆ ଟଙ୍କା,କେହି ଜଣେ ବି ଚାଷୀ…

କନକ ବ୍ୟୁରୋ : ଜୟପୁର ନିର୍ବାଚନୀ ସଭାରେ ବିରୋଧୀଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ଏହାସହ ବିଜେଡି ଇସ୍ତାହାର ପତ୍ରର ପ୍ରଥମ କାର୍ଡ ଖୋଲିଛନ୍ତି ନବୀନ । ବିଜେଡି ନିଜ ଇସ୍ତାହାର ପତ୍ରରେ ଚାଷୀ କଲ୍ୟାଣକୁ ଏକ ନମ୍ବରରେ ରଖିଥିବା କହିଛନ୍ତି ଦଳପତି । କାଳିଆ ଯୋଜନାରେ…

ଦୁଇ ବିଧାନସଭା ଆସନର ପ୍ରାର୍ଥୀ ବଦଳାଇଲା ଜେଏମଏମ । ବଦଳିଲେ ବାଙ୍ଗିରିପୋଷି ଓ ରାଇରଙ୍ଗପୁରର ବିଧାୟକ ପ୍ରାର୍ଥୀ

କନକ ବ୍ୟୁରୋ: ଜେଏମ୍‌ଏମ୍‌ ବାଙ୍ଗିରିପୋଷି ଓ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ବଦଳାଇଲାଛି। ବାଙ୍ଗିରିପୋଷିରେ ସୁନ୍ଦର ମୋହନ ସିଂଙ୍କ ସ୍ଥାନରେ ଫାଗୁ ହାଁସବା ପ୍ରାର୍ଥୀ ହୋଇଥିବା ବେଳେ ରାଇରଙ୍ଗପୁରରେ ସୁନାରାମ ଟୁଡୁଙ୍କ ସ୍ଥାନରେ ରାମଚନ୍ଦ୍ର ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି। ଜେଏମ୍‌ଏମ୍‌…

ବିଜେପିର ଇନ୍ଦୌର କନଫ୍ୟୁଜନ: କାହାକୁ କରିବ ପ୍ରାର୍ଥୀ ଦ୍ୱନ୍ଦ୍ୱରେ ଦଳ, ସେପଟେ ଟିକେଟ ଘୋଷଣାରେ ବିଳମ୍ବ ନେଇ ନିର୍ବାଚନ…

କନକ ବ୍ୟୁରୋ: ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ଟିକେଟକୁ ନେଇ ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଅସନ୍ତୋଷ ଭାବ ଦିନକୁ ଦିନ ତିବ୍ର ହେବାରେ ଲାଗିଛି । ଓଡିଶାରୁ ଆରମ୍ଭ କରି ଓଡିଶା ବାହାର ରାଜ୍ୟମାନଙ୍କରେ ବି ଦଳୀୟ ଟିକେଟକୁ ନେଇ ପ୍ରାର୍ଥୀ ତଥା ହେଭିୱେଟ…

ଅଭିନୟ ତରିକାରେ ନିର୍ବାଚନୀ ପ୍ରଚାର। କେତେବେଳେ ଫସଲ କାଟି ତ କେତେବେଳେ ଟ୍ରାକ୍ଟର ଚଲାଇ ଭୋଟରଙ୍କୁ ଆକର୍ଷିତ କରୁଛନ୍ତି…

କନକ ବ୍ୟୁରୋ: ଚାଡିଆଡେ ଏବେ ନିର୍ବାଚନୀ ଋତୁ ଚାଲୁଥିବା ବେଳେ ଭିନ୍ନ ଭିନ୍ନ ତରିକାକୁ ଆପଣାଇଚାଲିଛନ୍ତି ବଲିଉଡ ଜଗତର ଖ୍ୟାତନାମା ଅଭିନେତ୍ରୀ ତଥା ବିଜେପିର ମଥୁରା ଲୋକସଭା ପ୍ରାର୍ଥୀ ହେମାମାଳିନୀ । ଅଭିନୟ ତରିକାରେ ନିର୍ବାଚନୀ ପ୍ରଚାର କରି ଭୋଟରଙ୍କୁ ଆକର୍ଷିତ କରିବାରେ ଫୁଲ ଦମରେ…

ମୋଦି ସରକାରର ଅଘୋଷିତ ଏମରଜେନ୍ସୀରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ୧୩୦ କୋଟି ଜନତା : ମାୟାବତୀ

ବହୁଜନ ସମାଜ ପାର୍ଟି (ବସପା) ସୁପ୍ରିମୋ ମାୟାବତୀ ମୋଦି ସରକାରଙ୍କ ଉପରେ ଆଉ ଥରେ ଟାର୍ଗେଟ୍ କରିଛନ୍ତି । ସେ ମୋଦିଙ୍କୁ ଟାର୍ଗେଟ୍ କରି କହିଛନ୍ତି ମୋଦି ସରକାରଙ୍କ ଅଘୋଷିତ ଏମରଜେନ୍ସୀ କାରଣରୁ ୧୩୦ କୋଟି ଜନତା ଅସୁବିଧାରେ ପଡିଲେ । ତେବେ ବର୍ତ୍ତମାନ ସେ ଏବେ ଏହି ସରକାରରୁ ମୁକ୍ତି ପାଇବା…

ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ: ବୋର୍ଡ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

କନକ ବ୍ୟୁରୋ: ସର୍ବ ଭାରତୀୟ ସ୍ତରରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେସନ୍ (ସିବିଏସଇ) ଦ୍ୱାରା ପରିଚାଳିତ ହୋଇଥିବା ୨୦୧୯ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତା ମେ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ଆଜି ସିବିଏସଇ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।…